ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରି ଯାଏ।ସେ କିଏ? କେବଳ ବୁଦ୍ଧିମାନ ଲୋକହିଁ ଏହାର ଉତ୍ତର ଦେଇ ପାରିବେ

0 149

ମା ଠାରୁ ଜନ୍ମ ନେଇ ଥାଏ ଆଉ ମା କୁ ଛୁଇଁଲେ ମରି ଯାଇ ଏମିତି କେଉଁ ଜିନିଷ ଅଛି କହି ପାରିବେ । ଏହି ପ୍ରଶ୍ନ କେବଳ ବୁଦ୍ଧି ମାନ ଲୋକ କହି ପାରିବେ । ତେବେ ବନ୍ଧୁ ମାନେ ଜଣେ ବୁଦ୍ଧି ମାନ କେମିତି ହୋଇ ପାରିବ । କଥାରେ ଅଛି ଯଦି ପିଲା ର ବାପା ବୁଦ୍ଧି ମାନ ହୋଇ ଥାନ୍ତି ତାହାଲେ ପିଲା ମଧ୍ୟ ବୁଦ୍ଧି ମାନ ହୋଇ ଜନ୍ମ ନେବ । ତେବେ ବନ୍ଧୁ ମାନେ ଯାହାର ବାପା ଗଧ ମୂର୍ଖ ତା ପୁଅ କଣ ଗଧ ଆଉ ମୂର୍ଖ ହୋଇ ଜନ୍ମ ନେବ । ତେବେ ଏହି କଥା ଟି ମିଛ ବାପା ଯେମିତି ହେବ ପୁଅ ମଧ୍ୟ ସେମିତି ହେବ ।

ପ୍ରକୃତରେ ଦେଖିବକୁ ଗଲେ ଯେଉଁ ପିଲା ଯେତେ ମାତ୍ରା ରେ ବହି ପଢିବ ସେହି ପିଲା ସେତେ ମାତ୍ରା ରେ ଜ୍ଞାନ ଅର୍ଜନ କରିବ । ତେବେ ଦୁନିଆରେ ଏତେ ପାଠ ଅଛି ଯେ ସେଗୁଡିକ ପଢି ସାରିବା ତ ବହୁତ କଷ୍ଟ ସାଧ୍ୟ ଅଟେ । ତେବେ ବନ୍ଧୁ ମାନେ ଦୁନିର ସବୁ ପାଠ ବହିରେ ଲେଖା ହୋଇ ନ ଥାଏ କିଛି କଥା ମଧ୍ୟ ବହି ବାହାରୁ ଶିଖି ବାକୁ ମିଳି ଥାଏ ।

ତେବେ ଦୁନିଆରେ ଯେଉଁ ସ୍ଥାନ କୁ ଆପଣ ମାନେ ଯିବେ ସେହି ସ୍ଥାନ ରେ ଆପଣଂକୁ ବହୁତ କିଛି ଶିଖି ବାକୁ ମିଳି ପାରିବ । ତେବେ ବନ୍ଧୁ ମାନେ ଆଜି ଆମେ ଯେଉଁ 8 ଟି ପ୍ରଶ୍ନ ର ଉତ୍ତର କହିବୁ ଯାହା ଆପଣଙ୍କ ଭବିଷ୍ୟତ ରେ ବହୁତ ଦରକାର ହୋଇ ପାରିବ , ତେବେ ବଂଧ୍ଯ ମାନେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଜାଣିବା ।

1, ଏମିତି କେଉଁ ଜିନିଷ ରହିଛି ଯାହା ଜନ୍ମ ହୁଏ ମା ପାଖରୁ କିନ୍ତୁ ମା ଛୁଇଁଲେ ମାରି ଯାଇ ଥାଏ ।

ତେବେ ଉତ୍ତର ଟି ହେଉଛି ଲୁଣ , ଲୁଣ ସମୁଦ୍ର ରୁ ମାରା ହୋଇ ଥାଏ ।କିନ୍ତୁ ପାଣିରେ ପଡି ଗଲେ ଲୁଣ ମରି ଯାଇ ଥାଏ ।

2, ଏମିତି କେଉଁ ଜିନିଷ ରହିଛି ଯାହାକୁ ବାହାର ପଟରୁ ଭାଙ୍ଗି ବାକୁ ଅଛି ।
ତେବେ ଉତ୍ତର ଟି ହେଉଛୁ ଅଣ୍ଡା ।
3, ଏମିତି କେଉଁ କାମ ଅଛି ଯାହା ପୁରୁଷ ମାନେ ଥରେ କରି ଥାନ୍ତି ଆଉ ନାରୀ ମାନେ ସବୁଦିନ କରି ଥାନ୍ତି ।

ତେବେ ବନ୍ଧୁ ମାନେ ଉତ୍ତର ଟି ହେଉଛି ମଥାରେ ସିନ୍ଦୁର । ବାହାଘର ଦିନ ସ୍ତ୍ରୀ ମଥାରେ ପ୍ରଥମେ ସ୍ୱାମୀ ସିନ୍ଦୁର ଦେଇ ଥାଏ ଆଉ ତା ପରେ ସବୁ ଦିନ ସ୍ତ୍ରୀ ସେହି ସିନ୍ଦୁର କୁ ନାଇ ଥାଏ ।

4, ତାହା କେଉଁ ବହି ଯାହା ଛପା ହୋଇ ନାହିଁ ।
ତେବେ ଉତ୍ତର ଟି ହେଉଛି face book ।

5, ତାହା କେଉଁ ଜିନିଷ ଆମେ ନ ଚାହିଁଲେ ମଧ୍ୟ ଆସି ଥାଏ ।
ତେବେ ଉତ୍ତର ଟି ହେଉଛି ମୃତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।