ଓଁ ନମଃ ଶିବାୟ || ମହାବିନାୟକ ପୀଠରେ ଦେଖାଦେଲା ଧଳା ନାଗ, ଏମିତି ରୂପ ଭାଗ୍ୟରେ ଥିଲେ ଦେଖିବାକୁ ମିଳିଥାଏ, ମନରେ ଭକ୍ତି ଥିଲେ ସେୟାର ନିଶ୍ଚୟ କରନ୍ତୁ……..

0 157

ବନ୍ଧୁ ଆମେ ଆମ ଜିବନରେ ଅନେକ ମିରାକିଲ ଦେଖି ଥାଉ । ହୁଏତ ସେ ଭଗବାନଙ୍କ ର ମିରାକିଲ ହୋଇ ଥାଇ ପାରେ ନହେଲେ ଭୁତର ମିରାକିଲ ହୋଇ ଥାଇ ପାରେ । କିନ୍ତୁ ଏ କଳି ଯୁଗ ରେ ଭଗବାନ ଙ୍କୁ ଦେଖିବା ପରେ ମଧ୍ୟ ଲୋକ ମାନେ ଭାବୁ ଛନ୍ତି ଭୁତକୁ ଦେଖୁ ଛନ୍ତି । ଏହାର ମୂଳ କାରଣ ହେଉଛି ଭଗବାନଙ୍କ ଉପରେ ଆଜି କାଲି ର ଦୁନିଆରେ କାହାରି ମଧ୍ୟ ବିଶ୍ୱାସ ନାହିଁ । ଯାହା ଫୋଳରେ ଭାଗବାନଙ୍କୁ ଦେଖିଲା ପରେ ମଧ୍ୟ ଭୁତ କୁ ଦେଖୁ ଛନ୍ତି ବୋଲି କହୁଛନ୍ତି । ତେବେ ଭଗବାନ ଙ୍କୁ ଦେଖିବା ପାଇଁ ହେଲେ ନିଜ ପାଖରେ ଭଗବଙ୍କ ପ୍ରତି ଭକ୍ତି ଥିବା ଦରକାର । ତେବେ ବନ୍ଧୁ ମାନେ ଭକ୍ତି କହିଲେ ଆମେ କଣ ବୁଝୁ । ଭକ୍ତି ହେଇଚି ଦୁଇ ପ୍ରକାର ଗୋଟେ ହେଲା ବାହ୍ୟ ଭକ୍ତି ଆଉ ଗୋଟେ ହେଲା ଅନ୍ତର ଭକ୍ତି ।

ତେବେ ବନ୍ଧୁ ମାନେ ବାହ୍ୟ ଭକ୍ତି କହିଲେ ଯେ ଟାକି ଲୋକ ଦେଖାଣିଆ ଭକ୍ତି କୁ ଆମେ କହି ଥାଉ । ଯେମିତି କି ଲୋକଙ୍କୁ ଦେଖେଇବା ପାଇଁ ଆମେ ଆମ ଘରେ ଗୋଟେ ସତସଙ୍ଗ କରୁଚୁ । ଆଉ ଅନ୍ତର ଭକ୍ତି କହିଲେ ଯେଉଁ ଭକ୍ତି ଟି ନିଜ ପାଖରେ ଥାଏ , ସେଟା ଦେଖି ପାରନ୍ତି ନାହିଁ , ତେବେ ଆଜି ଆମେ ଯେଉଁ କଥା କହିବା ପାଇଁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ଡରି ଯିବେ ଆଉ କହିବେ ସତରେ ଦୁନିଆରେ ଭଗବାନ ଅଛନ୍ତି ।ତେବେ ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ର କୁମାରଙ୍ଗା ବ୍ଲକ ରଙ୍ଗମାଟିଆ ଗ୍ରାମରେ ଗୋଟିଏ ଶିଵ ମନ୍ଦିର ରହିଛି । ଯାହାକୁ କୁହା ଯାଏ ମହା ବିନାୟକ ପୀଠ । ପ୍ରତେକ ଦିନ ସେହି ଶିଵ ମନ୍ଦିର କୁ ବହୁତ ଶ୍ରଦ୍ଧାଳୁ ଆସନ୍ତି ପୂଜା କରିବା ପାଇଁ । ତେବେ ପ୍ରତେକ ସମବାର ଦିନ ଏହି ମନ୍ଦିର କୁ କେବଳ ଭକ୍ତ ଆସି ଥାନ୍ତି । ନ ହେଲେ ସବୁ ଦିନ ବ୍ରାହ୍ମଣ ଆସି ପୂଜା କରି ପଳେଇ ଯାଆନ୍ତି ।


କିନ୍ତୁ ଆଜି ସକାଳେ ଏମିତି ଗୋଟେ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଘଟଣା ସ୍ଥଳ ରେ ଆଜି ସକାଳେ ଗୋଟେ ଧଳା ନାଗ ଦେଖି ବାକୁ ମିଳିଛି । ଯାହା ସେଠାରେ ବହୁତ ଲୋକ ଭିଡ଼ ହୋଇ ଯାଇ ଥିଲା । ତେବେ ସେହି ଧଳା ନାଗ ଟି ଯାଇ ପୁରା ଶିଵ ଲିଙ୍ଗ ରେ ଯାଇ ବସି ଥିଲା । ଆଶ୍ଚର୍ଯ୍ୟ ର କଥା ଯେ ସେହି ନାଗ ଟିକୁ କ୍ଷୀର ଦେବାରେ ସେ ମଧ୍ୟ କ୍ଷୀର ଖାଇଲା । ତେବେ ଏହି ସବୁ ଘଟଣା କୁ ଜଣେ ମୋବାଇଲ ରେ ଉଠେଇ ଥିଲେ ଆଉ ତା ପରେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କୁହା ଯାଏ ଏହି ନାଗକୁ ଦେଖି ଯାହା ମାଗିଲେ ତାହା ମିଳି ଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।