IAS Interview-ସେଇଟା କ’ଣ ଯାହା ଝିଅ ମାନେ ପ୍ରଥମଥର କଲେ ବହୁତ କଷ୍ଟ ହୋଇଥାଏ ? ଦମ୍ ଅଛି ତ ଉତ୍ତର କମେଣ୍ଟରେ ଜଣାନ୍ତୁ……

0 124

ବନ୍ଧୁ ମାନେ IAS ରେ ଏମିତି କିଛି ଗୋଟେ ପ୍ରଶ୍ନ ଗୋଟେ ଝିଅ କୁ ପଚରା ଯାଇ ଥିଲା । ଯାହା ଫୋଳରେ ଝିଅ ଟି ଉତ୍ତର ଦେବା ଫୋଳରେ ଲାଜରେ ହଂସୀ ଦେଇ ଥିଲା । ସେ ହଂସୀ ଦେବା ଫୋଳରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ କରି ପାରି ନ ଥିଲା । ତେବେ ବନ୍ଧୁ ସେହି ପ୍ରଶ୍ନଟି ଆପଣ ଭାବୁ ଥିବେ ବହୁତ ଖରାପ ଓ ନେଗେଟିଭି ପ୍ରଶ୍ନ ହୋଇ ଥିବ । ଆଜ୍ଞା ହଁ ପ୍ରଶ୍ନ ସିନା ନେଗେଟିଭି କିନ୍ତୁ ଉତ୍ତର ଟି ହେଉଛି ପୋଜେଟିଭି । ତେବେ ପ୍ରଶ୍ନ ଟି ହେଉଛି । ଏମିତି କେଉଁ ଜିନିଷ ଟି ପ୍ରଥମ ଥର ଲଗେଇଲେ ଝିଅ କୁ ବହୁତ କଷ୍ଟ ହୋଇ ଥାଏ। ତେବେ ଏମିତି ଆହୁରି କିଛି ପ୍ରଶ୍ନ ରହିଛି ଯାହା ଆପଣ ଙ୍କୁ ଶୁଣି ବାକୁ ମଜା ଲାଗିବ କିନ୍ତୁ କହି ବାକୁ ବହୁତ କଷ୍ଟ ଲାଗିବ । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଜାଣିବା ।

1, ଭାରତରେ କେଉଁ ରାଜ୍ୟ ରେ ଜଳ ପଥ ରହିଛି ।
ଭାରତରେ ହରିୟାଣା ରେ ଜଳ ପଥ ରହିଛି । ଏହି ପ୍ରଶ୍ନ ଟି ଗତ ଥର ସିଟି ରେ ପଡି ଥିଲା ।


2, କେଉଁ ଦେଶରେ ପକ୍ଷୀ ଦେଖିବା ପାଇଁ ମିଳି ନ ଥାଏ ।
ସାଗଲ ବର୍ଲଡ଼ ଦେଶରେ ପକ୍ଷୀ ଦେଖିବା ପାଇଁ ମିଳି ନ ଥାଏ ।

3, କେଉଁ ଦେଶରେ ଅଧିକ ସଂଖ୍ୟା ରେ ଗାଈ ଦେଖିବା ପାଇଁ ମିଳି ଥାଏ ।
ତେବେ ବନ୍ଧୁ ମାନେ ଭାରତରେ ଅଧିକ ସଂଖ୍ୟା ରେ ଗାଈ ଦେଖିବାକୁ ମିଳି ଥାଏ । ଏହି ପ୍ରଶ୍ନ ଟି ନିଟ ରେ ପଡି ଥିଲା ।

4, କେଉଁ ଦେଶରେ ଅଧିକ ମାତ୍ରା ରେ ଅଧିକ ମାତ୍ରାରେ କାଉ ଦେଖିବା ପାଇଁ ମିଳି ଥାଏ ।
ତେବେ ଉତ୍ତର ଟି ହେଉଛି ଭାରତ ରେ ଅଧିକ ସଂଖ୍ୟକ କାଉ ଦେଖିବା ପାଇଁ ମିଳି ଥାଏ ।

5, ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ କେବେ ହେଲେ ଚଉଠି ରାତି ରେ ଖୋଲେ ନାହିଁ ।
ତେବେ ବନ୍ଧୁ ମାନେ ଉତର ଟି ହେଉଛି ମଙ୍ଗଳ ସୂତ୍ର । ଏହି ପ୍ରଶ୍ନ ଟି IAS ରେ ଜଣେ ମହିଳା ଙ୍କୁ ପଚରା ଯାଇ ଥିଲା ।

6, ଏମିତି କେଉଁ ଜିନିଷ ଅଛି , ଝିଅ କୁ ପ୍ରଥମ ଥର କଲେ ବହୁତ କଷ୍ଟ ହୋଇ ଥାଏ । ଆଉ ଥରେ ଲଗେଇ ଦେଲେ ଆଉ ପୁରେଇବା ପାଇଁ କଷ୍ଟ ହୋଇ ନ ଥାଏ ।
ତେବେ ବନ୍ଧୁ ମାନେ ଉତର ଟି ହେଉଛି । ଝିଅ ମାନକୁ ପ୍ରଥମ ଥର କାନ ଫୁଡାଇଲେ ବହୁତ କଷ୍ଟ ଲାଗି ଥାଏ । ତା ପରେ ଧୀରେ ଧୀରେ କାନ ଫୁଲ ପୁରେଇଲେ ତାହା କଷ୍ଟ ହୋଇ ନ ଥାଏ ।ତେବେ ବନ୍ଧୁ ମାନେ ଏହି ପ୍ରଶ୍ନ ବହୁତ ଦେଖି ବାକୁ  ମିଳି ଥାଏ IAS ପ୍ରଶ୍ନ ରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।