ଓଡିଶାରେ ବିଶ୍ବର ସବୁଠାରୁ ବିରଳ କଇଁଛ, ବୟସ 120 ବର୍ଷ, ଭଗବାନଙ୍କ ଉପରେ ବିଶ୍ବାସ ଥିଲେ ସେୟାର କରନ୍ତୁ….

0 296

ପୃଥିବୀ ର ଏମତି କିଛି ବିରଳ ଦୃଶ୍ୟ ଆମକୁ ଦେଖିବା ପାଇଁ ମିଳି ଥାଏ , ଯାହା ଫୋଳରେ ସେହି ଜନ ସଧାରଣ ସେହି ବିରଳ ଦୃଶ୍ୟ କୁ ଦେଖି ସାରିବା ପରେ ସୋସିଆଲ ମିଡିଆରେ ସେହି ଭିଡିଓ ଗୁଡିକୁ ଭାଇରାଲ କରିବାରେ ଲାଗି ଯାଇ ଥାନ୍ତି । ଆପଣ ମାନେ ଏକ ବିରଳ କଚିମ କୁ ଦେଖି ଥିବେ ଯାହା ଆଜ୍ଞା ଏବେ ଏବେ ସେହି ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି । ସେହି କଚିମ ପିଠି ରେ ଶିଵ ଲିଙ୍ଗ ମଧ୍ୟ ଦେଖିବା ପାଇଁ ମିଳିଛି । ଯାହା ଏବେକାର ତାଜା ଖବର । ତେବେ କିଛି ସାଧୁ ମାନେ କହି ଛନ୍ତି ।

ସେହି ବିରଳ କଚିମ ଟି ଆଜକୁ ପ୍ରାୟ 3 ସହ ବର୍ଷ ପୂର୍ବରେ ଦେଖିବା ପାଇଁ ମିଳି ଥିଲା । ଉତର ପ୍ରଦେଶ ର କୁମାରଙ୍ଗା ଅଂଚଳରେ ଏହି ଭଳି ଏକ କଚିମ ଦେଖିବା ପାଇଁ ମିଳି ଥିଲା । କିଛି ଋଷି ମାନେ କୁହନ୍ତି । ସେହି ପ୍ରକାର କଇଁଛ ଯିଏ କେହି ବି ଦେଖିବା ପାଇଁ ପାଇବ , ସେ ସେତେ ବେଳେ ଭଗବାନ ଙ୍କୁ ଯାହା ମାଗିବ ଭଗବାନ ତାକୁ ତାହା ଦେବେ ।

ଆମ କହିବା କଥା ସେହି ସମୟରେ ସେହି କଚିମ କୁ ଯାହା ସ୍ମରଣ କରିବେ ଆପଣ ଜିବନରେ ତାହା ପାଇ ଯିବେ । ଏମିତି କଇଁଛ ଦୁନିଆରେ ପୁରା ବିରଳ । ତେବେ ଏବେ ଜଉ କଇଁଛ ଟି ମିଳିଛି ସେ ଆମ ଓଡ଼ିଶା ର ମୟୁରଭଞ୍ଜ ଜିଲ୍ଲାର ର ବେତନଟୀ ଅନ୍ତର୍ଗତ ରଙ୍ଗମଟିଆ ଗ୍ରାମରେ ଦେଖିବା ପାଇଁ ମିଳିଛି । ତେବେ ଘଟଣା ସ୍ଥଳ ରେ ଗ୍ରାମ ର ପୁରୁଣା ଶିଵ ମନ୍ଦିର ପାଖରୀ ପାଖରେ ଗୋଟିଏ କଇଁଛ ଦେଖିବା ପାଇଁ ମିଳିଛି ।

ସେହି କଇଁଛ ଟି ର ପିଠିରେ ଶିଵ ଲିଙ୍ଗ ଦେଖିବା ପାଇଁ ମିଳିଛି । ମନ୍ଦିର ର ପୂଜାରୀ କହୁ ଛନ୍ତି ପ୍ରଭୁ ଶିଵ ଏହି ପୋଖରୀ କୁ ସ୍ନାନ କରିବା ପାଇଁ ଆସି ଥିଲେ । ଆଉ ଏଇ କଇଁଛ କୁ ତାଙ୍କର ଚିନ୍ହ ଦେଇ ଯାଇ ଛନ୍ତି । ତେବେ ଏହି କଇଁଛ ଟିକୁ ଗୋଟେ ଦିନ ମନ୍ଦିର ଭିତରେ ରଖି ପୂଜା କରିବା ।

ତେବେ ବନ୍ଧୁ ମାନେ ସେହି କଇଁଛ ଟିକୁ ମନ୍ଦିର ଭିତରେ ରଖି ପୂଜା କରୁ ଛନ୍ତି । ତେବେ ଗୋଟେ ଦିନ ପୂଜା କରି ସାରିବା ପରେ କିଛି ଲୋକ ବନ ବିଭାଗ କୁ ଫୋନ କରି ଥିଲେ । ତା ପରେ ସେମାନେ ସେହି କଇଁଛ ଟିକୁ ନେଇ ସମୁଦ୍ର ରେ ନେଇ ଛାଡି ଦେଇ ଥିଲେ । ତେବେ ବନ୍ଧୁ ମାନେ ଆପଣଂକୁ ଶୁଣିବାକୁ ପୁରା ଗୋପ ପରି ଲାଗୁ ଥିବ , କିନ୍ତୁ ବନ୍ଧୁ ମାନେ ବାସ୍ତବରେ ଏହି ଭିଡିଓ ଟି ପୁରା ସତ ଘଟଣା । ସେଥି ପାଇଁ ଏହି ଭିଡିଓ ଟିକୁ ବହୁତ ଲୋକ ଦେଖି ସାରି ଲେଣି । ସେହି କଇଁଛ ଟିକୁ ଯିଏ ଦେଖିଛି ତାର ଭଗ୍ୟ ସମ୍ପୂର୍ଣ ବଦଳି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।