କୃଷକଙ୍କ ପାଇଁ ଖୁସିଖବର, ୭ ଦିନରେ ପାଇବେ ୧୭୭୦ କୋଟି..କେନ୍ଦ୍ରସରକାର ଫସଲ ବୀମା ଯୋଜନା ପ୍ରଦାନ କରିବାକୁ ଯାଉଛନ୍ତି…..

0 174

ପ୍ରଧାନ ମନ୍ତ୍ରୀ ଙ୍କର ଚାଷୀ ବୀମା ଯୋଜନା । 7 ଦିନରେ ପାଇବେ 17 ସହ 70 କୋଟି । ଏଣିକି ଚାଷୀ ହେବେ ମାଲା ମାଲ । ଅର୍ଥ ରାଶି ଫୋସଲ ବୀମା ଯୋଜନା । କୃଷକ ଙ୍କ ପାଇଁ ଖୁସି ଖବର । ଏହା ଦ୍ୱାରା ଉପକୃତ ହେବେ 30 ଲକ୍ଷ କୃଷକ । ଏହି ଯୋଜନାରେ ବହୁତ ଲୋକ ଲାଭ ଵାନ ହୋଇ ପାରିବେ । ଆସନ୍ତା ସାତ ଦିନ ମଧ୍ୟରେ ଚାଷୀ ମାନେ ପଇସା ପାଇ ପାରିବେ । ତେବେ 29 ଲକ୍ଷ ଲୋକଙ୍କ ଚାଷ ଜମି ନଷ୍ଟ ହୋଇ ଥିବା ବେଳେ । 30 ଲକ୍ଷ ଲୋକ ଙ୍କୁ ମିଳିବ ଟଙ୍କା ।

ଏହି ଯୋଜନା ଟି ସାତ ଦିନ ମଧ୍ୟରେ ଲାଗୁ ହେବାକୁ ଯାଉଛି । ଏହି ସାତ ଦିନ ମଧ୍ୟ ରେ ଚାଷୀ ମାନଙ୍କ ଆକାଉଣ୍ଟ କୁ ଆସି ପାରେ ପଇସା । ତେବେ ଏବେ ଆପଣ ମାନେ ଖୁସି ତୋ । ଭଲ ହେଲା ଏହି କୃଷି ବୀମା ଯୋଜନା ଆସି ଗୋଲା । ନହେଲେ ବହୁତ ଲୋକ ଚାଷ ଜମି ହରାଇ ଆତ୍ମହତ୍ୟା କରି ଥାନ୍ତେ ।

ଏମିତି ବହୁତ ଦେଖିବା ପାଇଁ ମିଳିଛି ଚାଷ କରି ଥିବେ ଲୋକ । ଆଉ ଶେଷରେ କେଉଁଠି ଆସିବ ବାତ୍ୟା ତ କେଉଁଠି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ଆଉ ତା ପରେ କୃଷକ ର ଝାଳ ବୁହା କଷ୍ଟ ସବୁ ପାଣିରେ ଚାଲି ଯିବ । ସେଇଥି ପାଇଁ ଚାଷୀ ବଂଚିଲେ ଦେଶ ବଞ୍ଚିବ । ଚାଷ ଜମି ମରିଗଲେ ସମସ୍ତେ ମରି ଯିବେ । ଭାରତ ଏକ କୃଷି ପ୍ରଧନ୍ୟ ଦେଶ । ଏଠାରେ ଲୋକେ କୃଷି କାର୍ଯ୍ୟ କରି ଚଳି ଥାନ୍ତି ।କିନ୍ତୁ ଏ ବର୍ଷ ଏମିତି ଝଡ଼ ଆସିଲା ଯେ ଧାନ ଗଛ ସବୁ ନଷ୍ଟ ହୋଇ ଗଲା । ଆଉ କୃଷକ ମାନେ ମଧ୍ୟ ବହୁତ କଷ୍ଟ ପାଇଲେ । ବିଲରୁ ଧାନ ଆଣି ପାରିଲେ ନାହିଁ। କୃଷକ ମାନଙ୍କ ମୂଳ ଜମା ସବୁ ନଷ୍ଟ ହୋଇ ପଡ଼ିଲା । କିନ୍ତୁ ବନ୍ଧୁ ମାନେ ଏବେ ଡରି ବାର କିଛି ନାହିଁ । ଏବେ ହସିବ କୃଷକ । ଆଉ ପୁଣି ଚାଷ କରିବ କୃଷକ ।

ଆମ ଭାରତ ଆଜି ଯଦି ସବୁ ଦେଶ ସାମ୍ନା ରେ ଯଦି ମୁଣ୍ଡ ଟେକି ବାଟ ଚାଲି ପାରୁଛି , ତାହା କେବଳ କୃଷକ ମାନଙ୍କ ପାଇଁ । କୃଷକ ନ ଥିଲେ ଦେଶ ଆଗେଇ ପାରିବ ନାହିଁ । ତେଣୁ ସରକାର ଆଜି ଯାହା କରି ଛନ୍ତି ସମ୍ପୂର୍ଣ୍ଣ ଭଲ କରି ଛନ୍ତି । କୃଷକ ହସିଲେ ଏ ଦେଶ ମଧ୍ୟ ହସିବ । ଏବେ ପୁଣି ଥରେ କୃଷକ ମାନେ ତାଙ୍କ ଚାଷ ଜମିକୁ ଫେରି ଯିବ । ବନ୍ଧୁ ମାନେ ଆପଣ ମାନେ କୁହନ୍ତୁ । ଯଦି ଆପଣ ଲଗେଇ ଥିବା ପଇସା ଯଦି ଆପଣଙ୍କ ପାଖକୁ ଆସେ ନାହିଁ ତାହାଲେ ଆପଣ ଚାଷ କରିବେ କି । ସେଥି ପାଇଁ ଆଜି କେନ୍ଦ୍ର ସରକାର କିଛି ସହାୟତା କଲେ । ଚାଷୀ ଖୁସିରେ ରହିଲେ ଦେଶ ଖୁସିରେ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।