ମାଳିକା ଦେଲା ଭବିଷ୍ୟବାଣୀ ! 2029 ମସିହା ବେଳକୁ ଦେଶର ପ୍ରଧାନ ମନ୍ତ୍ରୀ ହେବେ ଜଣେ ଓଡିଆ ବ୍ୟକ୍ତି, ଜାଣନ୍ତୁ ସେ ବ୍ୟକ୍ତି ଜଣକ କିଏ…..

0 64

ମାଳିକା ବଚନ କେ କରିବ ଆନ । ମଳିଆକରେଅଚ୍ୟୁତା ନନ୍ଦ ଯାହା କିଛି ବି ଲେଖି ଛନ୍ତି ତାହା ବର୍ତ୍ତମାନ ସବୁ ସତ ହେଉଛି । ଆପଣ ମାନେ ମଧ୍ୟ ଜାଣି ଥିବେ ମଳିକାରେ ଲେଖା ଥିଲା । ଏମିତି ଏକ ରୋଗ ଆସିବ ଯାହା ଡକ୍ଟର ବି ଜାଣି ପାରିବେ ନାହିଁ କି ଔଷଧ ମଧ୍ୟ ଏହା ପାଇଁ ବାହାରିବ ନାହିଁ । ବନ୍ଧୁ ମାନେ ତେବେ ସେ ଆଉ କିଛି ରୋଗ ବିଷୟରେ ଲେଖା ନ ଥିଲା । କରନା ବିଷୟରେ ଲେଖା ଥିଲା । କରନା ଆସିଲା ସତ । ତା ପାଇଁ ମଧ୍ୟ ମେଡ଼ିସିନ ମଧ୍ୟ ବାହାରିଲା ନାହିଁ ମଧ୍ୟ ସତ ।

ଠିକ ସେହି ଭଳି ମଧ୍ୟ 1999 ମସିହାରେ ମହା ର୍ବତ୍ୟା ଆସିବ ବୋଲି ମଧ୍ୟ ମଳିକାରେ ଲେଖା ଥିଲା । ଠିକ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ କଥା ଏହି ମାଳିକା ରେ ଲେଖା ଅଛି । ଯାହା ଆମ ଓଡ଼ିଶା ବାସୀ ଜାଣିବା ପରେ ବହୁତ ଖୁସି ହୋଇ ଯିବେ । ତେବେ ବନ୍ଧୁ ମାନେ ଆସନ୍ତୁ ସେହି କଥା ଟିକୁ ଜାଣିବା ।

ମାଳିକା ରେ ଲେଖା ଅଛି 2029 ବେଳକୁ ଭାରତର ପ୍ରଧାନ ମନ୍ତ୍ରୀ ଜଣେ ଓଡ଼ିଆ ପୁଅ ହେବେ । ତେବେ ଆଉ ପାକିସ୍ତାନ ସହିତ ଯୁଧ୍ୟ ହେବ ନାହିଁ । ସେତେ ବେଳେ ପାକିସ୍ତାନ ଭାରତ ସହିତ ମିଶି ଯିବ ।
ସେତେ ବେଳେ ଭାରତ ସହିତ ଚୀନ ର ଯୁଧ୍ୟ ହେବ । ତେବେ ଆପଣ ମାନେ କୁହନ୍ତୁ ଚୀନ ବର୍ତ୍ତମାନ ବିଶ୍ୱର ସବୁ ଠାରୁ ଧନୀ ରାଷ୍ଟ୍ର ଭିତରୁ ଜଣେ । ତେବେ ସେତେ ବେଳେ ଶ୍ରୀଲଙ୍କା , ବଙ୍ଗଳାଦେଶ , ନେପାଳ , ପାକିସ୍ତାନ ମିଶି ଗୋଟେ ଦେଶ ହୋଇ ଯିବ । ତେବେ ଏହି ଭାରତ ଓ ଚୀନ ର ଯୁଧ୍ୟ କୁ ତୃତୀୟ ବିଶ୍ୱ ଯୁଧ୍ୟ ବୋଲି କୁହା ଯିବ । ତେବେ ଚୀନ କୁ ହରେଇବାର ଶକ୍ତି ଭାରତ ପାଖରେ ବହୁତ ଅଛି । ଆମେରିକା ଭାରତକୁ ସବୁ ଅସ୍ତ୍ର ଶସ୍ତ୍ର ସବୁ ଦେଇ ଦେଵ ଯାହା ଫୋଳରେ ଅଳ୍ପ ଦିନରେ ଭାରତ ଚୀନ କୁ ଖୁସିରେ ହରାଇ ଦେଵ ।

ସେହି ସମୟ ପାଖେଇ ଆସି ଲାଣି । 2029 ରେ ତୃତୀୟ ବିଶ୍ୱ ଯୁଧ୍ୟ ହେବ । ସେହି ସମୟରେ ଭାରତ କୁ ସାହାର୍ଯ୍ୟ କରିବ ଆମେରିକା ଓ ରୁଷିଆ । ରୁଷିଆ ଜଳ ପଥ କୁ ପୁରା ସମ୍ଭାଳି ଦେଵ । ଆମେରିକା ଓ ଭାରତ ମିଛି ବାୟୁ ପଥ ଓ ସ୍ଥଳ ପଥ କୁ ପୁରା ସମ୍ଭାଳି ଦେଵ ଯାହା ଫୋଳରେ ଚୀନ ଧୀରେ ଧୀରେ ହାରି ଯିବ ।ଆଉ ତା ପରେ ଭାରତ ଦୁନିଆର ସବୁ ଠାରୁ ଶକ୍ତି ଶାଳୀ ଦେଶ ହୋଇ ଯିବ । ଏବଂ ଓଡିଶା ହେଇ ଯିବ ସବୁ ଠାରୁ ଧନୀ ରାଜ୍ୟ । ତେବେ ଆଉ ବେସି ଦିନ ନୁହେ । କିନ୍ତୁ ଭାରତରେ ବହୁତ ଲୋକ ମରି ଯିବେ । ତା ପରେ ଯାଇ ଭାରତ ଜିତିବ ତେବେ ଏହି କଥା ଗୁଡିକ ମାଳିକାରେ ଲେଖା ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।