ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ ! ନେଉଳ ଆସିଛି କାଳିଆ ଦେଖି, ମନରେ ଭକ୍ତି ଥିଲେ ସେୟାର ନିଶ୍ଚୟ କରନ୍ତୁ……

0 147

ଭକ୍ତି ଏକ ଏମିତିକା ଜିନିଷ , ଯୋଉଟା କି ସମସ୍ତଙ୍କ ପାଖରେ ଦେଖିବା ପାଇଁ ମିଳି ଥାଏ । କିନ୍ତୁ ଆଜି ଆମେ ଆପଣଂକୁ ଯୋଉ କଥାଟି କହିବା ପାଇଁ ଯାଉଛୁ ଆପଣ ଶୁଣିବା ପରେ ମଧ୍ୟ ଏହାକୁ ବିଶ୍ୱାସ କରି ପାରିବେ ନାହିଁ । ତେବେ ବନ୍ଧୁ ମାନେ କଥା ଟି ହେଉଛି । ଏକ ନେଉଳ ଟି ଆସିଛି ପ୍ରଭୁ ଜଗନ୍ନଥା ଙ୍କୁ ଦେଖା କରିବା ପାଇଁ । ତେବେ ଯେମିତି ସମତେ ଯାଇ ଜଗା ଦର୍ଶନ କରୁ ଛନ୍ତି । ଠିକ ଯେମିତି ଗୋଟେ ମଣିଷ ପୁରୀ ଯାଇ ଜଗା କୁ ଦର୍ଶନ କରେ ।

ନେଉଳ ଟି ମଧ୍ୟ ଠିକ ସେହି ପରି ଭାବରେ ଜଗା କୁ ଦର୍ଶନ କରୁଛି । ଆପଣ ମାନେ ଦେଖନ୍ତୁ କେବଳ ଯେ ପଶୁ ହେଲେ ତାର ଜ୍ଞାନ ନାହିଁ ତାହା କହି ହେବ ନାହିଁ । ପଶୁ ମାନଙ୍କ ଠାରେ ମଧ୍ୟ ବହୁତ ଶିକ୍ଷା ମିଳି ଥାଏ । ଆପଣ ମାନେ ଏହି ଘଟଣା ଟିକୁ ମିଛ ବୋଲି ଭାବୁ ଥିବେ । ବନ୍ଧୁ ମାନେ ଏହା ପୁରା ସତ୍ୟ । ଏବେ ଏହାର ଭିଡିଓ ସମ୍ପୂର୍ଣ୍ଣ ଭାଇରାଲ ହୋଇଛି ।

ପୃଥିବି ସାରା ଲୋକ କାଳିଆ ଙ୍କ ର ମହିମା ଙ୍କୁ ଜାଣନ୍ତି । ତେଣୁ ଶ୍ରୀ ମନ୍ଦିର କୁ ପ୍ରତେକ ଦିନ ହଜାର ହଜାର ସଂଖ୍ୟକ ଲୋକ ଆସି ଥାନ୍ତି । କିଏ ବୁଲିବା ପାଇଁ ଆସି ଥିବା ବେଳେ କିଏ ମଧ୍ୟ ଠାକୁରଙ୍କୁ ତାର ଦୁଃଖ ଜଣାଇବା ପାଇଁ ଆସି ଥାଏ । ଠିକ ସେହି ଭଳି ଆଜି ନେଉଳ ଟି ତାର ଦୁଃଖ ଜଣାଇବା ପାଇଁ ଆଜି ଆସିଛି । ସିଂହ ଦ୍ୱାର ରେ ଯେମିତି ହେଉଛି ନେଉଳ ଟି , ଆପଣ ମାନେ ଭାବିବେ ଏ ନେଉଳ ନୁହେ , ଏ ହେଉଛି ଭଗବାନ ଙ୍କ ବଡ ଭକ୍ତ । ଯେମିତି ଭକ୍ତ ସାଲ ବେଗ ନ ଆସିବାର ରଥ ଗୋଡିଲା ନାହିଁ ଠିକ ସେହି ପରି ସେଦିନ ନେଉଳ ଟି ଆସି ଥିଲା ବୋଲି ଜଗା ମସ୍ତକରୁ ଫୁଲ ଖସି ଥିଲା ।

ଆଉ ତା ପରେ ସବୁ ଲୋକ ସେଠାରେ ଭିଡ଼ ହେବାରେ ଲାଗି ଥିଲେ । ଆଉ ସେହି ନେଉଳଟି ଭାବରେ ବୁଡ଼ ନାଚି ବାରେ ଲାଗି ଥିଲା । ଯାହା ଫୋଳରେ ଅଧିକ ରୁ ଅଧିକ ଲୋକ ଦେଖିବାକୁ ଲାଗି ଥିଲେ । ତେବେ ବର୍ତ୍ତମାନ ସେହି ନେଉଳ ଟି ମନ୍ଦିର ପାଖରେ ରହୁଛି । ଆପଣ ମାନେ କେବେ ପୁରୀ ଗଲେ ସେହି ନେଉଳ ଟିକୁ ଦେଖି ପାରିବେ । ବର୍ତ୍ତମାନ ଯିଏ କେହିବି ପୁରୀ ଯାଉ ଛନ୍ତି ସେହି ନେଉଳ ଟିକୁ ଦେଖିବା ପାଇଁ ଯାଉ ଛନ୍ତି । କୁହା ଯାଉଛି ସେହି ନେଉଳ ଦେହରେ ଜଗନ୍ନାଥଙ୍କ ର ବାସ ରହିଛି । ସେ ତ ନେଉଳ ନୁହେ ଭଗବାନ ଙ୍କ ର ପୁଅ ସେ । ଆପଣ ମାନେ ପୁରୀ ଯାଆନ୍ତୁ ଆଉ ସେହି ନେଉଳ ଟିକୁ ଦେଖନ୍ତୁ । ଦେଖିଲେ ଆପଣ ମାନେ ଜାଣି ପାରିବେ ଆମେ ସତ କହୁଚୁ ନା ମିଛ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।