IAS Interview ରେ ଝିଅକୁ ପଚାରିଲେ ଏମିତି ପ୍ରଶ୍ନ, ଝିଅଟିର ଉତ୍ତର ଶୁଣି Sir ହେଲେ ବେହୋସ….ଆପଣ ଜାଣି ନଥିଲେ ଶୀଘ୍ର ଜାଣିନିଅନ୍ତୁ…

0 36

ଏଇ ବର୍ଷ IAS ରେ ପଡି ଥିବା ଜାଣିଲେ ଆପଣ ମାନେ ଉତ୍ତର ଟି କଣ ହେବ ଆପଣ ଭାବି ପାରିବେ ନାହିଁ । ପଡି ଥିବା ପ୍ରଶ୍ନ ଟି ହେଉଛି । ସ୍ତ୍ରୀ ମାନଙ୍କର କେଉଁ ଅଙ୍ଗରେ ହାତ ପୁରେଇଲେ ପାଣି ବାହାରି ଆସେ । ଆପଣ ମାନେ ଏହି ପ୍ରଶ୍ନ ଟିକୁ ବହୁତ ସାଧା ବୋଲି ଭାବି ଥିବେ । କିନ୍ତୁ ଉତ୍ତର ଟି ଜାଣିବା ପରେ ଆପଣ ମାନେ ଭାବିବେ ବହୁତ କଡା । ତେବେ ବନ୍ଧୁ ମାନେ ଏଭଳି ବହୁତ ପ୍ରଶ୍ନ ଅଛି ଯାହା ଡବଲ ମିନିଗ ରେ ବୁଝାଉ ଥିବ । ସେହି ପ୍ରଶ୍ନ ଗୁଡିକ ବେଶି IAS ରେ ପଡି ଥାଏ । ଯାହା ଫୋଳରେ ଆପଣ ମାନେ କରି ପାରନ୍ତି ନାହିଁ ।

ଯାହା ଫୋଳରେ ଆପଣଂକୁ ସରକାରୀ ଚାକିରୀ ମିଳେ ନାହିଁ । ତେଣୁ ବନ୍ଧୁ ମାନେ ସେଥି ପାଇଁ ଆମେ କିଛି ଆପଣଙ୍କ ପାଇଁ ପରୀକ୍ଷା ରେ ପଡିଲା ଭଳି ପ୍ରଶ୍ନ ର ଉତ୍ତର କହିବା ପାଇଁ ଯାଉଛୁ । ଯାହା ଆପଣ ଯେକୌଣସି ପରୀକ୍ଷା ରେ ଆପଣ ପାଇ ପାରିବେ । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଗୁଡିକ ଜାଣିବ

1, ବିବେକାନନ୍ଦ ଙ୍କ ଜନ୍ମ ଦିନ କେଉଁ ଦିନ ପଡି ଥାଏ ।

ବିବେକା ନନ୍ଦ ଙ୍କ ଜନ୍ମ ଦିନ 12 ଜାନୁଆରୀ ରେ ପଡି ଥାଏ । ତାକୁ ୟୁଥ ନେସନାଲ ଡେ ବୋଲି ମଧ୍ୟ କୁହାଯାଏ ।

2, ଭାରତରେ ଆର୍ମି ଡେ କେବେ ପାଳନ କରାଯାଏ ।
ଭାରତରେ ଆର୍ମି ଡେ 15 ଜାନୁଆରୀ ରେ ପାଳନ କରା ଯାଏ ।

3, ପୃଥିବି ରେ ରେଡ଼ିଓ ଡେ କେବେ ପାଳନ କରାଯାଏ ।

ପୃଥିବି ର ରେଡ଼ିଓ ଡେ 13 ଫେବୁଆରୀ ରେ ପାଳନ କରାଯାଏ ।

4, ଭ୍ୟାଲେଣ୍ଟାଇନ ଡେ କେବେ ପାଳନ କରା ଯାଇ ଥାଏ ।


ଫେବୁଆରୀ ମାସ 14 ତାରିଖ ରେ ଏହି ଦିବସ ଟିକୁ ପାଳନ କରା ଯାଇ ଥାଏ ।
5, ନେସନାଲ ସାଇନ୍ସ ଡେ କେବେ ପାଳନ କରାଯାଇ ଥାଏ ।

ନେସନାଲ ସାଇନ୍ସ ଡେ 28 ଫେବୁଆରୀ ରେ ପାଳନ କରାଯାଏ ।

6, ମା ପାଖରୁ ଜନ୍ମ ନେଇ ଥାଏ । ମା ତାକୁ ଛୁଇଁ ଦେଲେ ମରି ଯାଇ ଥାଏ , ତେବେ ସେହି ଜିନିଷ ଟି କଣ ।

ମା ପାଖରୁ ଜନ୍ମ ନିଏ ଆଉ ମା ତାକୁ ମାରି ଦିଏ ସେହି ଜିନିଷ ଟି ହେଉଛି ଲୁଣ ।

7, ସ୍ତ୍ରୀର ଏମିତି କେଉଁ ଜିନିଷ ରହିଛି ଯାହା ଯୋଉଠି ରାତିରେ ଖୋଲେ ନାହିଁ ।

ସ୍ତ୍ରୀ ର ମଙ୍ଗଳ ସୂତ୍ର ଖୋଲେ ନାହିଁ ।

8, ମହିଳାଙ୍କ କେଉଁ ଅଙ୍ଗ ରେ ହାତ ପୁରେଇଲେ ପାଣି ବାହାରି ଥାଏ ।
ଏହି ପ୍ରଶ୍ନ ଟି IAS ରେ ପଡି ଥିଲା । ମହିଳା ଙ୍କ ର ଆଖିରେ ହାତ ପୁରେଇଲେ ପାଣି ବାହାରି ଥାଏ ।
ତେବେ ବନ୍ଧୁ ମାନେ ଏହା ଥିଲା ସେହି ପ୍ରଶ୍ନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।