ମାଳିକା ଦେଲା ଭବିଷ୍ୟବାଣୀ – ସମୁଦ୍ର ଲହଡି ମାଡି ଆସିବ ,ମେଘନାଦ ପାଚିରୀ ଡେଇଁ ବଡ଼ ଦେଉଳରେ ପଶିବ, ବାଇଶି ପାହାଚେ ମୀନ ଖେଳିବ….

0 74

ମାଳିକା ବଚନ ହୋଇବ ସତ , ବାଇଶି ପହଞ୍ଚେ ଖେଳିବ ମୀନ । ବର୍ଷ ବର୍ଷ ପୂର୍ବ କାଳରୁ ପଞ୍ଚ ସଖା ମାନଙ୍କ ମଧ୍ୟରୁ ଅଚ୍ୟୁତା ନନ୍ଦ ଯାହା ଭବିଷ୍ୟ ବାଣୀ କରି ଯାଇ ଛନ୍ତି ତାହା ବର୍ତ୍ତମାନ କାଳରେ ସବୁ କିଛି ସତ ହେବାରେ ଲାଗିଛି । ତେବେ ବନ୍ଧୁ ମାନେ ଆଉ ଅଳ୍ପ ଦିନ ମଧ୍ୟ ରେ ଏ ପୃଥିବି ଧ୍ୱଂସ ହୋଇ ଯିବ । ମଳିକାରେ ଲେଖା ଲେଖା ହୋଇଛି ବାଇଶି ପାହଞ୍ଚେ ଖେଳିବ ମୀନ । ତେବେ ବନ୍ଧୁ ମାନେ ଏହି କଥା ଟି ସତ ହୋଇ ଯିବ । ଆଉ ଅଳ୍ପ ଦିନ ଭିତରେ ବାଇଶି ପାହଞ୍ଚେ ଖେଳିବ ମୀନ ।

ବନ୍ଧୁ ମାନେ 4 ଭାଗ ରୁ 3 ଭାଗ ଜଳ ଏବଂ ଗୋଟେ ଭାଗ ସ୍ଥଳ । ତେବେ ଗୋଟେ ଭାଗ ସ୍ଥଳ କୁ ତିନି ଭାଗ ଜଳ ମଗ୍ନ ହେବାକୁ କେତେ ସମୟ ଲାଗିବ । ତେଣୁ ବନ୍ଧୁ ମାନେ ମଳିକାରେ ଯାହା ଲେଖା ଅଛି ତାହା ଆଉ ବେସି ଦିନ ନୁହେଁ । ଆଉ ଅଳ୍ପ ଦିନ ଭିତରେ ବାଇଶି ପାହଞ୍ଚେ ଖେଳିବ ମୀନ ।

ଆପଣ ମାନେ ଜାଣି ଥିବ । ଅଧିକ ଗରମ ହେବା ଫୋଳରେ ବରଫ ତରଳି ବାରେ ଲାଗି ଲାଣି । ଯାହା ଫୋଳରେ ସମୁଦ୍ର ରେ ଜଳ ର ସ୍ତର ଆସ୍ତେ ଆସ୍ତେ ବଢି ବାରେ ଲାଗି ଲାଣି । ଆପଣ ମାନେ ଆଗରୁ ଦେଖି ଥିବେ ପୁରୀ ସମୁଦ୍ର କେତେ ଭିତରକୁ ଥିଲା , କିନ୍ତୁ ଆଜି ଆସି କୋଉଠି ପହଁଚି ଲାଣି । ଏମିତି ଧୀରେ ଧୀରେ ହୋଇ ପାଣି ଆସି ବାଇଶି ପାହଞ୍ଚ ରେ ମୀନ ଖେଳିବ । ନହେଲେ ଏମିତି ଗୋଟେ ବଡ଼ ଉଲ୍କା ପିଣ୍ଡ ଆସି ସମୁଦ୍ର ମଝିରେ ପଡିବ ଯାହା ଫୋଳରେ ପାଣି ର ଉଛତା ଏତେ ବଢି ଯିବ ଯେ ପାଣି ଆସି ପୁରା ମନ୍ଦିର ଭିତରକୁ ପଶି ଜୀବ । ବନ୍ଧୁ ମାନେ ଏହି କଥା ଗୁଡିକ ଆମେ ଆପଣଂକୁ କହୁନି , ମାଳିକା ରେ ଯାହା ଲେଖା ଅଛି ଆମେ ଆପଣଂକୁ ତାହା ଜଣାଉଛୁ ।

ତେବେ ଆପଣ ମାନେ ଜାଣି ଥିବେ ସାଉଥ କରିଆରେ ଯେତେ ବେଳେ 209 ଫୁଟ ଉଛତା ରେ ପାଣି ମାଡ଼ି ଆସି ଥିଲା । ସାଉଥ କରିଆର ଜହର ସିଟି କୁ ପୁରା ପାଣି ମଗ୍ନ କରି ଦେଇ ଥିଲା । ପୁଣି ମଧ୍ୟ ମଳିକାରେ ଲେଖା ଅଛି ପାଣି ଏମିତି ଆସିବ ସାରା ସଂସାର କୁ ଧ୍ୱଂସ କରି ଦେଵ କିନ୍ତୁ 2 ଜଣ ବଂଚି ଯିବେ । ଯାହା ଫୋଳରେ ସତ୍ୟ ଯୁଗ ଆରମ୍ଭ ହୋଇ ଯିବ । ବାଲେଶ୍ୱର ନିକଟସ୍ଥ ନୀଳଗିରି ପାହାଡ଼ ଉପରେ ଦୁଇ ଜଣ ରହିବେ ଜଣେ ପୁରୁଷ ଓ ଆଉ ଜଣେ ନାରୀ । ତା ପରେ କଳି ଯୁଗ ର ଅନ୍ତ ଘଟିବ , ସତ୍ୟ ଯୁଗ ଆରମ୍ଭ ହୋଇ ଯିବ । ବନ୍ଧୁ ମାନେ ମାଳିକା ରେ ଯାହା ଲେଖା ଅଛି ଆମେ ଆପଣଂକୁ ତାହା କହୁଚୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।