ଦେଖନ୍ତୁ ଭିଡିଓ- ଆଳତି ସମୟରେ ହେଲା ଚମତ୍କାର…ହାତ ବଢ଼ାଇ ଭକ୍ତକୁ ଆଶୀର୍ବାଦ ଦେଲେ ମା’ କାଳୀ !! ମା’ କାଳୀଙ୍କର ଏହି ଅଦ୍ଭୁତ ଭିଡିଓ ଦେଖନ୍ତୁ….

0 46

ଆଜି ଆମେ ଆପଣ ମାନକୁ ଗୋଟେ ଏମିତି ଦୃଶ୍ୟ ବିଷୟରେ କହିବା ପାଇଁ ଯାଉଛୁ , ତାହା ଆପଣ ଶୁଣିବା ପରେ ମଧ୍ୟ ଟିକେ ହେଲେ ଆପଣ ବିଶ୍ୱାସ କରିବେ ନାହିଁ । କିନ୍ତୁ ବନ୍ଧୁ ମାନେ କଥାଟା ସମ୍ପୂର୍ଣ ରୂପରେ ସତ ଅଟେ । ଏକ ସ୍ଥାନ ରେ କାଳି ମାତା ଙ୍କୁ ପୂଜା କରୁ ଥିବା ସମୟରେ ମାତା କାଳି ଆବିର୍ଭାବ ହୋଇ ଥିଲେ ଯୋଉଥି ପାଇଁ ବହୁତ ଲୋକ ସେହି ଦୃଶ୍ୟ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ତେବେ ଠିକ ସେହି ସମୟରେ ଜଣେ ଚତୁର ବ୍ୟକ୍ତି ଏହି ଦୃଶ୍ୟ କୁ ନିଜ ମୋବାଇଲ ରେ କଏଦୀ କରି ସୋସିଆଲ ମିଡିଆରେ ଭାଇରାଲ କରି ଥିଲା । ଯାହା ଫୋଳ ରେ ଆଜି ସେହି ଭିଡିଓ ଟି ଖୁପ ଜୋର ରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁ ମାନେ ଆସନ୍ତୁ ସମ୍ପୂର୍ଣ ଘଟଣାଟି କଣ ।

କଲିକତା ର ସଂଖରୁ ଗ୍ରାମ ପାଖ ବଣ ମଝିରେ ଗୋଟେ ମଂଦିର ରହିଛି । ଯାହାର ନାମ ମାତା କାଳି ମନ୍ଦିର । ତେବେ ସଧାରଣତ ଦେଖି ବାକୁ ଗଲେ କାଳି ମନ୍ଦିର ଗୁଡିକ ବଣ ମଝିରେ ନହେଲେ ସୁନ ସାନ ଜାଗା ରେ ହୋଇ ଥାଏ । ତେବେ ଏହି ମନ୍ଦିର କୁ ପ୍ରତେକ ଦିନ ଅସଂଖ୍ୟ ଭକ୍ତ ଆସି ଥାନ୍ତି ।

ତେବେ ସେହି ମଂଦିର ର ମହିମା ଜାଣିଲେ ମଧ୍ୟ ଆପଣ ପାଗଳ ହୋଇ ଯିବେ । ସେହି ମଂଦିର ଭିତରେ ଏମିତି ଶକ୍ତି ଅଛି ଯାହା ଆପଣ ପଶି ଯିବା ପରେ ଆପଣ ନିଜେ ଅନୁଭବ କରି ପାରିବେ । ସେହି ମନ୍ଦିର କୁ ଯିଏ ଆଶା ନେଇକି ଯାଇଛି ଆଜି ପର୍ଯ୍ୟନ୍ତ କେହି ଆଶା ହୀନ ହେଇ ଫେରି ନାହାନ୍ତି । ସେ ମନ୍ଦିର ଭିତରକୁ ଗଲେ କେହି କଦଳୀ ,ସେଓ ଅଙ୍ଗୁରୁ ପରି ଫୋଳ ଜିନିଷ ଆପଣ ନେଇ ପାରିବେ ନାହିଁ । କେବଳ ସେଠି ଘିଅ ପଡିବା ପାଇଁ କାଠୋ ଏବଂ ଘିଅ ଦରକାର ହୋଇ ଥାଏ । ତା ସହିତ ଆପଣ ଯେ କୌଣସି ଜୀବର ରକ୍ତ ଆପଣ ସେଠାକୁ ନେଇ ଯାଇ ପାରିବେ ।


ଏତିକି ଜିନିଷ ସେଠାକୁ ନେଇ ଆପଣ ଯାଇ ପାରିବେ । ଆଉ ପୂଜା ସମୟରେ ଯଦି ନିଜ ଘରୁ ଯେତେ ଜଣ ମଂଦିର କୁ ଯାଅ । କିନ୍ତୁ ପରିବାର ଭିତରୁ ଜଣେ ପୂଜା କରିବା ପାଇଁ ଯିବ । ଆଉ ସେଠାରେ ମୋବାଇଲ କେହି ବ୍ୟବହାର କରି ପାରିବ ନାହିଁ । ତେବେ ବର୍ତମାନ ଘଟଣା ଟି ଜାଣନ୍ତୁ , ସେଦିନ ଥିଲା ଶନିବାର ପାଖା ପାଖି ମଂଦିର ଭିତରେ ଥିଲେ 300 ଲୋକ କିନ୍ତୁ ଭିତରକୁ ଯାଇଥିଲେ ପ୍ରାୟ 100 ଲୋକ , ଠିକ ଆରତୀ ସମୟରେ ହଟାତ ମାତା କାଳି ଜୀଅନ୍ତା ରୂପରେ ବାହାରି ପଡିଲେ ଆଉ ନାଚିବାକୁ ଲାଗିଲେ , ଅର୍ଥାତ ଜଣେ ନାରୀ ଭିତରେ ମାତା କାଳି ବିରାଜମାନ କରି ଥିଲେ । ତା ପରେ ସବୁ ଲୋକ ଦେଖିବା ପାଇଁ ଯାଇଥିଲେ । ସେହି ଭିତରୁ ଜଣେ ଏହି ଭିଡିଓ ଟିକୁ ଭାଇରାଲ କରି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।