IAS Interview:-ଝିଅମାନେ କ’ଣ ପିନ୍ଧିଲେ ପୁଅମାନେ ଅଧିକ ଆକର୍ଷିତ ହୁଅନ୍ତି ? ଝିଅକୁ ପଚରାଗଲା ଏପରି ପ୍ରଶ୍ନ, ଆଉ ତା’ର ଉତ୍ତର ଶୁଣିଲେ ଆପଣ ମଧ୍ୟ…….

0 39

ମଣିଷର ସବୁ ଠାରୁ ବଡ ଦୁଃଖ ହେଉଛି , ନିଜ ବାପା ମା ର ସ୍ୱପ୍ନ କୁ ଶାଖାର କରିବା । ତେବେ ବନ୍ଧୁ ମାନେ ବାପା ଓ ମାଙ୍କ ସ୍ୱପ୍ନ1 ଶାଖାର କଥା କହିଲେ । ପ୍ରତେକ ବାପା ମା ସେମାନେ ନିଜ ପିଲାକୁ ଗୋଟେ ବଡ଼ ସରକାରୀ ଚାକିରୀ କରିବାର ଦେଖିବା ପାଇଁ ଚାହିଁ ଥାନ୍ତି । କିନ୍ତୁ ଏବେକା ଯୁଗ ରେ ଖଣ୍ଡେ ଚାକିରୀ ପାଇବା କେତେ ଯେ କଷ୍ଟକର ହୋଇ ପଡ଼ିଲାଣି ତାହା କେବଳ ଯିଏ ଚାକିରୀ ପାଇଁ କଷ୍ଟ କରୁ ଥିବ ତାକୁ ହିଁ ଜଣା ଥିବ । ତେବେ ବନ୍ଧୁ ମାନେ ଚାକିରୀ କରିବା ପାଇଁ ଜ୍ଞାନ ନିହାତି ଆବଶ୍ୟକ । ତେବେ ଆମ ପାଖରେ ଜ୍ଞାନ ଅଛି କିନ୍ତୁ ଏବେ ଯେଉଁ ପ୍ରଶ୍ନ IAS ରେ ପ୍ରଶ୍ନ ପକଉଛି ତା ପାଇଁ ଆମ 0ଅଖରେ ଜ୍ଞାନ ନାହିଁ ।

ଏଇ ଥର IAS ରେ ଗୋଟେ ପ୍ରଶ୍ନ ପଡି ଥିଲା , ନାରୀ ମାନେ କେଉଁ ଜିନିଷ ପିନ୍ଧିଲେ ସେମାନେ ସୁନ୍ଦରୀ ଦେଖା ଯାଇ ଥାନ୍ତି । ତେବେ ବନ୍ଧୁ ମାନେ ଏହାର ଉତ୍ତର ଦୁଇ ପ୍ରକାର ଅଛି । ଏହି ଦୁଇ ପ୍ରକାର ହେଇଚି , ଗୋଟେ ହେଉଛି ପୋଯେଟିଭି ମିନିଂ ଓ ଅନ୍ୟ ଟି ହେଉଛି ନେଗେଟିଭି ମିନିଂ । ତେବେ ସେହି ପ୍ରଶ୍ନ ର ଉତ୍ତର ଜଣେ ପୁଅ ଦେଇ ଥିଏ । ସେ କହି ଥିଲେ ଝିଅ ଟି ବୁମ ଚୁମ ବା ହଟ ପେଣ୍ଟ ପିନ୍ଧିଲେ ଭଲ ଲାଗି ଥାଏ । ଏହି ଉତର ଦେବାରୁ ତାଙ୍କୁ ପ୍ରତିଯୋଗିତା ରୁ ବାହାର କରି ଦିଆ ଯାଇ ଥିଲା ।। ସେଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ର ଉତ୍ତର ଆଣିଛୁ । ତେବେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଗୁଡିକ ଜାଣିବା ।

1, ଝିଅ ମାନଙ୍କ କେଉଁ ଅଙ୍ଗରୁ ଝାଳ ବାହାରେ ନାହିଁ ।
ଝିଅ ମାନଙ୍କର ଉଠ ରୁ ଝାଳ ବାହାରେ ନାହିଁ ।

2, ମା ଠାରୁ ଜନ୍ମ ନିଏ କିନ୍ତୁ ମା ତାକୁ ଛୁଇଁ ଦେଲେ ସେ ମରି ଯାଏ ।
ତେବେ ଉତ୍ତର ଟି ହେଉଛି ଲୁଣ ।

3, କେଉଁ ଜିନିଷ କୁ ଝିଅ ମାନେ ଅଠର ବର୍ଷ ପୂର୍ବରୁ କାହାକୁ ଦେଇ ନ ଥାନ୍ତି ।
ଉତ୍ତର ଟି ହେଉଛି ଭୋଟ ।


4, କେଉଁ ଜିନିଷ ଟି ଟୋକା ଟୋକି ଙ୍କର ପଶି ଯାଉଛି , କିନ୍ତୁ ବୁଢା ବୁଢ଼ୀ ଙ୍କର ଖସି ଯାଉଛି ।

ଉତ୍ତର ଟି ହେଉଛି ଛୁଞ୍ଚି ର ସୂତା ।

5, କେଉଁ ଜିନିଷ ଟି ଝିଅ ପିନ୍ଧିଲେ ସୁନ୍ଦର ଦେଖା ଯାଇ ଥାଏ ।
ଝିଅ ମାନେ ଅଳଙ୍କାର ପିନ୍ଧିଲେ ଅତି ସୁନ୍ଦର ଦେଖା ଯାଇ ଥାଏ ।

6, ସ୍ତ୍ରୀ କେଉଁ ଜିନିଷ ଟି ସୁହାଗ ରାତିରେ କେବେ ହେଲେ ଖୋଲେ ନାହିଁ ।
ସ୍ତ୍ରୀ ସୁହାଗ ରାତିରେ ମଙ୍ଗଳ ସୂତ୍ର କେବେ ହେଲେ ଖୋଲି ନ ଥାଏ ।

ଏହି ପ୍ରଶ୍ନ IAS ରେ ବହୁତ ଥର ପଡି ସାରି ଲାଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।