ଲାଗୁ ହେଲା ନୂଆ ନିୟମ , କାମ କରୁ ନଥିବା ସରପଞ୍ଚ ଙ୍କୁ ଯେକୌଣସି ମୁହୂର୍ତ୍ତରେ ଗାଦି ରୁ ହଟାଇ ପାରିବେ ଭୋଟର……

0 161

ଲାଗୁ ହେଲା ନୂଆ ନିୟମ ଏଣିକି ସରପଞ୍ଚ କିଛି ଭୁଲ କଲେ , ସରପଞ୍ଚ ଗାଦୀ ରୁ ଉଠାଇ ପାରିବେ । ତେବେ ବନ୍ଧୁ ମାନେ ଆଜି କାଲି ର ସରପଞ୍ଚ ନିଜ ସ୍ୱାର୍ଥ ପାଇଁ କାମ କରୁ ଥିବା ର ଦେଖିବା ପାଇଁ ମିଳୁଛି । ଯେମିତି ଦେଶର ରାଷ୍ଟ୍ର ପ୍ରତି ମୁଖ୍ୟ ହୋଇ ଥାନ୍ତି । ଠିକ ସେହି ଭଳି ରାଜ୍ୟ ର ରାଜ୍ୟ ପାଳ ମୁଖ୍ୟ ହୋଇ ଥାନ୍ତି ଆଉ ଜିଲ୍ଲାର ଜିଲ୍ଲାପାଳ ମୁଖ୍ୟ ହୋଇ ଥାନ୍ତି । ଠିକ ସେହି ପରି ଗ୍ରାମ ପଂଚାୟତ ର ମୁଖ୍ୟ ହେଉଛନ୍ତି ସରପଞ୍ଚ । ତେବେ ଏହି ସରପଞ୍ଚ ନିର୍ବାଚନ ଦ୍ୱାରା ନିର୍ବାଚିତ ହୋଇ ଥାନ୍ତି । ପ୍ରତେକ ପାଞ୍ଚ ବର୍ଷ ର ଥରେ ଲେଖାଏଁ ନିର୍ଵାଚନ ହୋଇ ଥାଏ ।

ଆଉ ଏହି ନିର୍ଵାଚନ ପ୍ରତେକ ସାଧାରଣ ଲୋକଙ୍କୁ ନେଇ ହୋଇ ଥାଏ । ତେବେ ଆଜି ଆମେ ଜାଣିବା ଯଦି ସରପଞ୍ଚ କିଛି ଭୁଲ କରିଥାଏ । ଅର୍ଥାତ ଭୁଲ ପଦକ୍ଷେପ ନେଉ ଥାଏ । ତାହାଲେ ଆପଣ ବିରୋଧ କରିବା ବେଳେ ଯଦି ସରପଞ୍ଚ ମାନି ନ ଥାଏ , ତାହାଲେ ଆପଣ ସେହି ସରପଞ୍ଚ କୁ , ସରପଞ୍ଚ ଗାଦୀ ରୁ ବାହାର କରି ପାରିବେ । ତେବେ ବନ୍ଧୁ ମାନେ କେମିତି ବାହାର କରିବେ ଆସନ୍ତୁ ଜାଣିବା ।

ସରପଞ୍ଚ ନିର୍ଵାଚନ ପ୍ରତେକ ପାଞ୍ଚ ବର୍ଷକୁ ଥରେ ଲେଖାଏଁ ଆସି ଥାଏ । ତେବେ ଏହି ନିର୍ବାଚନ ରେ ବହୁତ ପଇସା କାରବାର ହୋଇ ଥାଏ । ଯେମିତି କି ବିଭିନ୍ନ ପ୍ରକାର ପାଟି ପାଖରୁ ଆପଣ ମାନେ ପଇସା ପାଇ ଥାନ୍ତି । କିଏ ମୋଦ ଦେଇ ଥାଏ ତ କିଏ ପୁଣି ପଇସା ଦେଇ ଥାଏ । ତା ପରେ ସରପଞ୍ଚ ହେବା ପରେ ସେମାନେ ଆଉ ଜନ ସାଧାରଣ ଙ୍କୁ ମାନି ନ ଥାନ୍ତି । ପଂଚାୟତ କୁ ଯେତେ ପ୍ରକାର କାମ ଆସି ଥାଏ । ସେ ସବୁ କୁ ମାରି ଖାଇ ଯାଇ ଥାନ୍ତି । ଠିକ ସେତିକି ବେଳେ ଆପଣ ଜାଣି ଥିଲେ ମଧ୍ୟ ଆପଣ କୌଣସି ପ୍ରତି ବାଦ କରି ପାରି ନ ଥାନ୍ତି । କାରଣ ଆପଣ ମାନେ ତୋ ପଇସା ଖାଇ ଥାନ୍ତି ପ୍ରତି ବାଦ କେମିତି କରିବେ ।

କିନ୍ତୁ ଆପଣ ମାନେ ପ୍ରତି ବାଦ କରି ପାରିବେ , ତେବେ ଆପଣ ମାନେ କେମିତି ପ୍ରତି ବାଦ କରି ପାରିବେ । ଯଦି ସରପଞ୍ଚ କିଛି ଭୁଲ କରୁଛି , ତାହାଲେ ଗ୍ରାମ ପଂଚାୟତ ର 67 ପରସେଣ୍ଟ ଲୋକ ବହାରନ୍ତୁ ସରପଞ୍ଚ ବିରୁଦ୍ଧରେ । ବାହାରିଲେ ଆପଣ ଯାଇ ସରପଞ୍ଚ କୁ ହଟାଇ ପାରିବେ । ତେବେ ଓଡ଼ିଶାରେ ଏବେ ସେହି ନିୟମ ଟି ଲାଗୁ ହୋଇ ଥିବା ବେଳେ । ହରିୟାଣା ରେ ଏହା ବହୁତ ଦିନ ପୂର୍ବରୁ ଲାଗୁ ହୋଇ ସାରି ଥିଲା । ବନ୍ଧୁ ମାନକୁ ଅନୁରଧ ଯେ ସେମାନେ କାହାରି ପାଖରୁ ପଇସା ନ ନେଇ ସଠିକ ପ୍ରାଥି କୁ ବାଛି ଭୋଟ ଦିଅନ୍ତୁ , ତାହାଲେ ଯାଇ ଏ ଦେଶ ଆଗେଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।