ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ….ଶ୍ରୀ ମନ୍ଦିର ଉପରେ ଚିଲ ନୁହେଁ 64 ଯୋଗିନୀ ଉଡୁଥିଲେ….ଆସୁଛି ଭୟଙ୍କର ବିପଦ

0 19

ଏହି କଳିଯୁଗ ରେ ମଣିଷ ମାନେ ଆଧୁନିକ ଆଡକୁ ଅଧିକ ଅଗ୍ରସର ହେବାକୁ ଲାଗିଛନ୍ତି। ଯାହା ଫଳରେ ସେମାନେ ପୁରାଣ ଓ ପରମ୍ପରା ପ୍ରତି ନିଜର ଆସ୍ଥା ରଖୁ ନାହାନ୍ତି। କିନ୍ତୁ ଆପାଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ପୁରାଣ ଗୁଡିକ ରେ ଯାହା ସବୁ ଲେଖା ଯାଇ ଥାଏ ସେ ସବୁ ଏବେ ସତ ହେଉଛି। ଯାହାର ସବୁଠୁ ବଡ ଉଦାହରଣ ହେଉଛି କୋରନା ଭାଇରସ।ଆପଣ ମାନେ ଅଚ୍ୟୁତାନନ୍ଦ ଙ୍କ ମାଳିକା ବିଷୟରେ ଜାଣିଥିବେ।ସେହି ମାଳିକା ରେ ଏହି ସମ୍ବଧରେ ବହୁ ପୂର୍ବରୁ ବର୍ଣିତ ହୋଇଥିଲା ।

ତେବେ ବର୍ତମାନ ଏପରି କିଛି ଘଟଣା ଘଟିଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କାହିଁକି ନା ଯେଉଁ ଘଟଣା ଘଟିଛି ତାହା ବହୁ ପୂର୍ବରୁ ଭବିଷ୍ୟ ବାଣୀ କରା ଯାଇଥିଲା। ସେହି ଘଟଣା ଟି ହେଉଛି ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିବା। କିଛି ଦିନ ତଳେ ଶ୍ରୀ ମନ୍ଦିର ଉପରେ କିଛି ଚିଲ ଉଡୁଥିବା ର ଦେଖିବାକୁ ମିଳି ଥିଲା। କଥାରେ ଅଛି ଶ୍ରୀ ମନ୍ଦିର ଉପରେ କେବେବି କୌଣସି ପକ୍ଷୀ ଉଡୁ ଥିବାର ଦେଖି ବାକୁ ମିଳେ ନାହିଁ। କିନ୍ତୁ ଏକା ସାଙ୍ଗରେ ଏଇ ସଂଖ୍ୟକ ଚିଲ ଗୁଡିକୁ ଉଡୁ ଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଛନ୍ତି।

ଏହି ଘଟଣା ସମ୍ପର୍କରେ ବାବା ସାରଳା ପ୍ରସାଦ ନିଜର ମତ ଦେଇଛନ୍ତି। ସେ କହିଛନ୍ତି କି ଏହି ଘଟଣା ସମ୍ପର୍କରେ ମହା ପୁରୁଷ ଅଚ୍ୟୁତା ନନ୍ଦ ଙ୍କ ମାଳିକା ରେ ବହୁ ଆଗରୁ ବର୍ଣିତ ହୋଇଛି। ତାଙ୍କ କହିବା ଅନୁସାରେ ପୁରୀ ମନ୍ଦିର ଉପରେ ଯେଉଁ 64 ଟି ଚିଲ ଉଡୁ ଥିଲେ ସେମାନେ ଚିଲ ନୁହନ୍ତି ବରଂ 64 ଟି ଯୋଗୀ ଚିଲ ରୂପରେ ଉଡୁଥିଲେ।
ମାଳିକା ଅନୁସାରେ ଯେବେ ସଂସାର ରେ ପାପର ଭାର ବଢି ଯିବ। ଚାରି ଆଡ଼େ ଅନ୍ୟାୟ ଅତ୍ୟାଚାର ହେବ ସେହି ସମୟ ରେ କଳିଯୁଗ ବିନାଶ ଆଡକୁ ଅଗ୍ରସର ହେବ। ତେବେ ଏହି ବିନାଶ ର ପୂର୍ବ ସୂଚନା ସ୍ୱରୂପ ପୁରୀ ମନ୍ଦିର ଉପରେ ଚିଲ ଉଡିବେ। ଯାହା କି ବିନାଶ ର ସଂକେତ ବୋଲି ବାବା ସାରଳା ନିଜର ମତ ଦେଇଛନ୍ତି।

ତେବେ ଏହି ଘଟଣା ଘଟିବା ପରେ ଲୋକଙ୍କ ଗହଣ ରେ ଭୟ ଉପୁଜିଛି। କଣ ମାଳିକା ରେ ଯାହା ଲେଖା ଅଛି ତାହା ଦିନେ ସତ ହେବ। ସତରେ କଣ ପୃଥିବୀ ବିନାଶ ହେଇଯିବ। ତେବେ ଏହାର ଏକ ବଡ ସୂଚନା ହେଉଛି କୋରନା ଭାଇରସ। କରନା ଭାଇରସ ଜୋଗୁ ଯେପରି ସାରା ବିଶ୍ୱରେ ବିନାଶ ଘଟୁଛି ଓ ଯେପରି ଭାବରେ ଲୋକ ମାନେ ବହୁ ସଂଖ୍ୟାରେ ମୃତ୍ୟ ବରଣ କରୁଛନ୍ତି। ଏହା କୁ ଦେଖି ଲାଗୁଚି କି ପ୍ରକୃତରେ ଆଗକୁ ଆହୁରି କିଛି ଭୟା ନକ ଘଟଣା ମାନ ଘଟି ବାକୁ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।