କେନ୍ଦ୍ର କ୍ୟାବିନେଟର ନୂଆ ନିୟମ || ଏଣିକି 18 ନୁହେଁ 21 ପୂର୍ବରୁ ଝିଅଙ୍କ ବିବାହ ମନା, ଏହି ନିୟମ ଉଲଙ୍ଘନ କଲେ କୋଠର ଦଣ୍ଡ ବିଧାନ…ସେୟାର କରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ

0 10

ଏଣିକି ଲାଗୁ ହେଲା ନୂଆ ନିୟମ । କେନ୍ଦ୍ର କ୍ୟାବିନେଟ ରୁ ମିଳିଲା ମଞ୍ଜୁରୀ । ଏଣିକି 18 ବୟସ ବଦଳରେ ଝିଅ 21 ବୟସରେ ବିବାହ କରିବେ ଝିଅ । ଏଣିକି ଆଉ 18 ବୟସ ରେ ଝିଅ ବିବାହ କରି ପାରିବେ ନାହିଁ । ଏଣିକି ଝିଅ 21 ବୟସ ରେ ବିବାହ କରିବେ । ମୋଦି ଙ୍କର ଏହି ନିୟମ ବହୁତ ଭଲ ବୋଲି ଲୋକେ କହୁ ଛନ୍ତି । ଝିଅ ଏବେ କୁଆଡେ ପଳେଇ ଗଲେ ମଧ୍ୟ ବିବାହ କରି ପାରିବେ ନାହିଁ ।

ତେବେ ଏହି ନିୟମ ଟି ପାଇଁ ଦେଶରେ ବହୁତ ଝିଅ ବିବାହ ରୁ ମୁକ୍ତି ପାଇ ଯିବେ ଅର୍ଥାତ ଆଜି କାଲି ଦୁନିଆରେ ଝିଅ ମାନକୁ 18 ବର୍ଷ ହେଲା ବେଳକୁ ବିବାହ କରି ଦେଉ ଥିଲେ । ଝିଅ ର ଇଚ୍ଛା ନ ଥିଲେ ମଧ୍ୟ ଝିଅ କୁ ବିବାହ କରି ଦେଉ ଥିଲେ । ଯାହା ଫୋଳରେ ଝିଅ ପ୍ରତି ଗୋଟେ ଅତ୍ୟାଚାର ହେଉ ଥିଲା ।

ତେବେ ବଂଧୁ ମାନେ ଏବେ ଆସନ୍ତୁ ଜାଣିବା ଝିଅ କୁ ଶୀଘ୍ର ବିବାହ କରି ଦେବା ଦ୍ୱାରା କଣ ହୋଇ ଥାଏ । ତେବେ ଝିଅ କୁ ଯଦି ଆପଣ 18 ବର୍ଷ ବେଳକୁ ବିବାହ କରି ଦେଉ ଛନ୍ତି । ତାହାଲେ ଝିଅ ସିନା ବୁଝି ପାରୁନି । ଝିଅ ଟିକିଏ ଦେହ ର ସମ୍ପର୍କ ପାଇଁ କିଛି ବୁଝି ପାରୁ ନାହିଁ ସେ ବିବାହ କରି ଦେଉଛି । କିନ୍ତୁ ଝିଅ ର ଯେଉଁ ଅସୁବିଧା ହେଉଛି ତାହା ସେମାନେ କିମ୍ବା ସେମାନଙ୍କ ଘର ଲୋକ କିଛି ବୁଝି ପାରୁ ନାହାନ୍ତି । ତେବେ ଝିଅ ଶୀଘ୍ର ବିବାହ କରିବା ଦ୍ୱାରା , ଶାଶୁ ଘରେ ଶାଶୁ ଶଶୁର କୁ ଖୁସି କରିବା ପାଇଁ ସେମାନଙ୍କୁ ଗୋଟେ ପିଲା ଦେବା ପାଇଁ ପଡୁଛି । ତେବେ ଗୋଟେ ଝିଅ ଯଦି 20 ବର୍ଷ ରେ ପିଲା ଜନ୍ମ କରି ଥାଏ । ତାହାଲେ ପିଲା ର ବହୁତ ଅସୁବିଧା ହେବା ସହିତ ମା ର ମଧ୍ୟ ବହୁତ ଅସୁବିଧା ହୋଇ ଥାଏ ।

ତେବେ ଗୋଟେ ମା ଯଦି 25 ବୟସରେ ପିଲା ଜନ୍ମ କରି ଥାଏ । ତାହାଲେ ପିଲା ବହୁତ ସୁନ୍ଦର ହେବା ସହିତ ବହୁତ ସୁସ୍ଥ ମଧ୍ୟ ହୋଇ ଥାଏ । ଯଦି ଝିଅ 20 ବୟସରେ ପିଲା ଜନ୍ମ କରି ଥାଏ । ତାହାଲେ ମା ସିନା ପିଲା ଜନ୍ମ ଦେଇ ଦବ , କିନ୍ତୁ ପରବର୍ତ୍ତୀ କାଳରେ ମା ର ଦେହ ବହୁତ ଖରାପ ହେବାର ସମ୍ଭାବନା ରହିଛି । ତେଣୁ ଭାରତ ସରକାର ମା ପିଲା ର ଖୁସି ପାଇଁ , ଝିଅ ର ବିବାହ ବୟସ କୁ 21 ବର୍ଷ କରି ଦେଲେ । ତେବେ ବନ୍ଧୁ ମାନେ ଏହା ଥିଲା ସେହି ନିୟମ ଯାହା ଏବେ ସରକାର ଏହି ନିୟମ ପାଇଁ ବହୁତ ଖୁସି ହେଉ ଛନ୍ତି । ତେବେ ବନ୍ଧୁ ମାନେ ଏହା ଥିଲା ସେହି ନିୟମ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।