IAS interview – ସେଇଟା କ’ଣ ଯେଉଁଥରେ ଛେପ ଲଗାଇକି ଠିଆ କରନ୍ତି ଏବଂ କ’ଣା ରେ ପୁରାନ୍ତି ? ଅକାତ ଅଛି ତ ୫ ସେକେଣ୍ଡ ରେ ଉତ୍ତର ଦିଅନ୍ତୁ…

0 67

ବନ୍ଧୁ ମାନେ ଦୁନିଆରେ ଗୋଟେ ଚାକରି ପାଇବା ବହୁତ କଷ୍ଟ ହୋଇ ପଡ଼ି ଲାଣି । ତେବେ ଦେଖିବକୁ ଗଲେ ଆଜି କାଲି ର ଦୁନିଆ ସବୁ କ୍ଷେତ୍ର ରେ ବହୁତ ପ୍ରତିଯୋଗୀ ହୋଇ ଗଲେଣି , ଆପଣ କଳା ଲାଇନ ରେ ଯାଆନ୍ତୁ କି ଆପଣ ପାଠ ଲାଇନ ରେ ଯାଆନ୍ତୁ ଆଜି କାଲିର ଦୁନିଆ ବହୁତ ପ୍ରତି ଯୋଗୀ । ମା ବାପା ମାନେ ଚାହିଁ ଥାନ୍ତି ଆମ ପିଲା ଗୋଟେ ଭଲ ସରକାରୀ ଚାକିରୀ କରୁ । କିନ୍ତୁ ଭାରତରେ ଚାକିରୀ ନାହିଁ । ଯେତିକି ବି ଅଛି ପିଲା ବହୁତ । କିନ୍ତୁ ଆପଣ ଚେଷ୍ଟା କଲେ ଆପଣ ପାରିବେ ।

ତା ପାଇଁ ଆପଣ ସବୁ ପ୍ରକାର ପ୍ରଶ୍ନ ର ଉତ୍ତର ଦେବା ପାଇଁ ପଡିବ । ତେବେ ଆପଣ ବହୁତ ପ୍ରକାର ପ୍ରଶ୍ନ ବହିରେ ପଡି ଥିବେ । ଆମେ ଆଜି ଆପଣଂକୁ ଯେଉଁ ପ୍ରଶ୍ନ ଗୁଡିକ ବିଷୟରେ କହିବା ପାଇଁ ଯାଉଛୁ ତାହା କୋଉ ବହିରେ ନାହିଁ , ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ବିଷୟରେ ଜାଣିବା ।

1, କରନା ଆମ ଭାରତକୁ କେବେ ଆସି ଥିଲା ।
ଉ, କରନା ଭାରତକୁ ଜାନୁଆରୀ 29 ରେ ଆସି ଥିଲା । ପୁଣି ଏହା ମାର୍ଚ୍ଚ 22 ରେ ଏହା ଲୋକଡାଉନ ହୋଇ ଥିଲା ।

2, କେଉଁ ଦେଶରେ ଅଧିକ ମାତ୍ରା ରେ ହାତୀ ଦେଖିବା ପାଇଁ ମିଳି ଥାଏ ।


ଉ, ଭାରତ ରେ ଅଧିକ ମାତ୍ରା ରେ ହାତୀ ଦେଖିବା ପାଇଁ ମିଳି ଥାଏ ।

3, ଭାରତ ଏକ କଣ ।
ଉ, ଭାରତ ଏକ ଦେଶ , ଭାରତ ଏକ ବୃହତ ଗଣ ତାନ୍ତ୍ରିକ ରାଷ୍ଟ୍ର ଅଟେ ।

4, ଏମିତି କେଉଁ ଜିନିଷ ଅଛି , କୋଟ , କୋଚେରୀ , ଥାନା ରେ ଖାଇବା ପାଇଁ ପସନ୍ଦ କରି ଥାନ୍ତି ।
ୟ, ଉତ୍ତର ଟି ହେଉଛି ରାଣ ।

5, ପ୍ରିୟଙ୍କା ଚୋପ୍ରା ଙ୍କ ର ଘର କୋଉଠି ।

ଉ, ବହୁତ ଲୋକ କହି ଥାନ୍ତି ଭାରତରେ , କିନ୍ତୁ ତାହା ଭାରତ ନୁହେଁ ଇଂଲଣ୍ଡ ରେ । ବିବାହ ପରେ ଶାଶୁ ଘର ହୋଇ ଥାଏ ନିଜ ଘର ।


6, କେଉଁ ଦେଶର ଲୋକ ମାନେ କେବଳ ଅଧିକ ସମୟ ଧରି ନିଶା ଦ୍ରବ୍ୟ ଖାଇ ଥାନ୍ତି ।

ଉ, ଭାରତ ରେ ଅଧିକ ସମୟ ଧରି ନିଶା ଦ୍ରବ୍ୟ ଖାଇ ଥାନ୍ତି ।

7, ଏମିତି କେଉଁ ଜିନିଷ ଅଛି ଯାହା କୁ ପ୍ରଥମେ ଛେପ ମରା ଯାଇ ଥାଏ , ତା ପରେ ତାକୁ ଠିଆ କରା ଯାଇ ଥାଏ , ଠିଆ ହେଲା ପରେ ତାକୁ ଗାତ ରେ ପୁରା ଯାଇ ଥାଏ ।
ଉ , ଏହି ପ୍ରଶ୍ନ ଟି IAS ରେ ପଡି ଥିଲା , ଯାହା2 ଫୋଳରେ ବହୁତ ଲୋକ ପରୀକ୍ଷା ରୁ ବାହାରି ଯାଇ ଥିଲେ , ତେବେ ଉତ୍ତର ଟି ହେଉଛି , ଛୁଞ୍ଚି ରେ ସୂତା ପୁରେଇବା ।

ତେବେ ବନ୍ଧୁ ମାନେ ଏହା ଥିଲା ସେହି ପ୍ରଶ୍ନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।