IAS – ପ୍ରଶ୍ନ । ଝିଅ ମାନଙ୍କ କେଉଁ ଦୁଇଟି ଜିନିଷ ସମସ୍ତେ ଦେଖିଥାନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ? ଦମ୍ ଅଛି ତ ଉତ୍ତର କହି ଦେଖାଅ….

0 193

ଏଇ ବର୍ଷ ଗୋଟେ ପ୍ରଶ୍ନ ପଡି ଥିଲା IAS ରେ । ଯାହା ପାଇଁ ବହୁତ ପିଲା ପରୀକ୍ଷା ରେ ଫେଲ ହୋଇ ଯାଇ ଥିଲେ । ତେବେ ସେହି ପ୍ରଶ୍ନ ଟି ହେଉଛି । ଝିଅ ମାନଙ୍କ କେଉଁ ଦୁଇଟି ଜିନିଷ ସମସ୍ତେ ଦେଖି ପାରନ୍ତି କିନ୍ତୁ କେହି ଏହାକୁ ସ୍ପର୍ଶ କରି ପାରନ୍ତି ନାହିଁ । ବନ୍ଧୁ ମାନେ ଆପଣ ମାନେ ଜାଣି ଥିବେ ପ୍ରତେକ କଥା ରେ ଦୁଇଟି ମିନିଂ ରହିଛି । ଗୋଟେ ହେଉଛି ନେଗେଟିଭି ଉତ୍ତର ଆଉ ଗୋଟେ ହେଉଛି ପୋଜେଟିଭି ଉତ୍ତର । ତେଣୁ ବନ୍ଧୁ ମାନେ ଆମେ ସବୁ ବେଳେ ପୋଜେଟିଭି ଉତ୍ତର ଟି କହିବା ନିହାତି ଆବଶ୍ୟକ ।

କାରଣ ଆମକୁ ପରୀକ୍ଷାର୍ଥୀ ସବୁ ବେଳେ ବୁଦ୍ଧି ମାନ ସହାର୍ଯ୍ୟରେ ପକେଇ ଥାଆନ୍ତି । ତେବେ ଆଜିର ପ୍ରଶ୍ନ ବିଷୟରେ ଆମେ କହିବା ପାଇଁ ଯାଉଛୁ , ତାହା ଆପଣ ସେହି ପ୍ରଶ୍ନ କେବେ ହେଲେ ଶୁଣି ନ ଥିବେ। ତେବେ ଏହାର ଉତ୍ତର ଅଛି ଗୋଟେ ନେଗେଟିଭି ଯାହା ଆପଣ ମାନେ ଜାଣି ଛନ୍ତି । ତେବେ ବନ୍ଧୁ ମାନେ ଏହି ଭଳି ପ୍ରଶ୍ନ ବହୁତ ଅଛି । ଏହି ପ୍ରଶ୍ନ ଗୁଡିକ ବହୁତ ଥର IAS ରେ ଆସି ସାରିଛି । ତେବେ ବନ୍ଧୁ ମାନେ ଆସନ୍ତୁ ସେହି ପ୍ରଶ୍ନ ବିଷୟରେ କିଛି ଜାଣିବା ।


1, ଝିଅ ମାନଙ୍କର କେଉଁ ଦୁଇଟି ଜିନିଷ ସମସ୍ତେ ଦେଖି ଥାନ୍ତି କିନ୍ତୁ କେହି କେବେ ସ୍ପର୍ଶ କରି ନ ଥାନ୍ତି ।
ଉ, ଏହି ପ୍ରଶ୍ନ ଟି IAS ରେ ଆସି ଥିଲା , ଯାହା କେହି ଏହି ଉତ୍ତର ଟି ଦେଇ ପାରି ନାହାନ୍ତି । ତେବେ ଏହାର ଉତ୍ତର ଟି ହେଉଛି ସମ୍ମାନ ଏବଂ ସଂସ୍କାର ।

2, ଗୋଟିଏ ଦେଶରେ କିମ୍ବା ଗୋଟେ ସମାଜରେ କିମ୍ବା ଗୋଟେ ସଭ୍ୟତା ରେ କିମ୍ବା ଗୋଟେ ସମ୍ପ୍ରଦାୟ ରେ ହେଉ , ଝିଅ ର କେଉଁ ଦୁଇଟି ଜିନିଷ କୁ ଛୁଇଁ ହେବ ନାହିଁ ।

ଉ, ଆଶା ଏବଂ ଭାବନା କୌଣସି ପ୍ରକାର ରେ ଛୁଇଁ ହେବ ନାହିଁ ।

3, ଏମିତି କେଉଁ ଜିନିଷ ଝିଅ ର ରହିଛି , ଯାହା ସମସ୍ତେ ଦେଖି ପାରନ୍ତି , କିନ୍ତୁ କେହି ଛୁଇଁ ପାରନ୍ତି ନାହିଁ ଯିଏ ଛୁଇଁ ଦେଲା , ସେହି ଝିଅ ଟି ତାର ହୋଇ ଯାଏ ।

ଉ, ଉତ୍ତର ଟି ହେଉଛି ହୃଦୟ ।


4, କେଉଁ ଦେଶରେ ଅଧିକ ମାତ୍ରାରେ ରେ ଝିଅ ଦେଖିବା ପାଇଁ ମିଳି ଥାଏ ।

ଉ, ଦକ୍ଷିଣ କରିଆ ରେ ଅଧିକ ମାତ୍ରା ରେ ଝିଅ ଦେଖିବା ପାଇଁ ମିଳି ଥାଏ ।

5, କେଉଁ ଦେଶରେ ଅଧିକ ମାତ୍ରା ରେ ଛୋକା ଦେଖିବା ପାଇଁ ମିଳି ଥାଏ ।
ଉ, ଭାରତ ରେ ଅଧିକ ମାତ୍ରା ରେ ଛୋକା ଦେଖିବା ପାଇଁ ମିଳି ଥାଏ ।

6, କେଉଁ ଦେଶରେ ଝିଅ ମାନକୁ ଭଲ ପାଇଲେ ଜେଲ ହୋଇ ଯାଏ ।
ଉ, ପାକିସ୍ତାନ ରେ ଜେଲ ହୋଇ ଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।