କେନ୍ଦ୍ର ସରକାର ଆଣିଲେ ନୂଆ ସ୍କିମ, ବିନା ଚାକିରୀ ରେ ପାଇ ପାରିବେ 34 ଲକ୍ଷ ପର୍ଯନ୍ତ ପେନସନ୍ । ଜାଣନ୍ତୁ କେମିତି….

0 302

କେନ୍ଦ୍ର ସରକାରଙ୍କ ର ନୂଆ ନିୟମ । ଯାହା ଆପଣ ଜାଣିଲେ ଏହି ନୂଆ ନିୟମ ବିଷୟରେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇ ଯିବେ । ଚାକିରୀ ନ କରି ମଧ୍ୟ ଆପଣ ବହୁତ ପଇସା କମେଇ ପାରିବେ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ସେହି ନିୟମ ଟି କଣ । ତେବେ ଏବେ ଗୋଟେ ନୂଆ ଯୋଜନା ଆସିଛି ଯେଉଁ ଥିରେ ଆପଣଂକୁ ପ୍ରତି ଦିନ 50 ଟଙ୍କା ରଖିବା ପାଇଁ ପଡିବ । ଯାହା ଫୋଳରେ ଆପଣଙ୍କର ମାସ କୁ 1500 ସହ ଟଙ୍କା ଆପଣଂକୁ ଏହି ଯୋଜନା ରେ ରଖିବା ପାଇଁ ପଡିବ ।

ଯେଉଁ ମାନଙ୍କର 25 ବର୍ଷ ହୋଇ ଥିବ ସେହି ଲୋକ ମାନେ ଏହି ଯୋଜନା ରେ ଭାଗ ନେଇ ପାରିବେ । ତେବେ ଏହା ଶେଷରେ ଆପଣଂକୁ 37 ଲକ୍ଷ 20 ହଜାର ଟଙ୍କା ଆପଣ ପାଇ ପାରିବେ । ତେଣୁ ବନ୍ଧୁ ମାନେ ଯଦି ଆପଣଙ୍କ ର କିଛି ବଡ ସ୍ୱପ୍ନ ଆଗକୁ ଅଛି ତାହାଲେ ଆପଣ ଏଥିରେ ଟଙ୍କା ରଖିଲେ ଆପଣ କିଛି ମୋଟା ଅଙ୍କ ରେ ଟଙ୍କା ପାଇ ପାରିବେ ।

ପୁଣି କୁହା ଯାଇଛି ଯେ ଏହି ନିୟମରେ , ଆପଣ ଏହା 36 ବର୍ଷ ପର୍ଯ୍ୟନ୍ତ ଏଥିରେ ଟଂକା ରଖି ପାରିବେ । ତେବେ ବନ୍ଧୁ ମାନେ ଏହି ଯୋଜନା ରେ ଆପଣ ମୋଟ ପଇସା ରଖି ଥିବେ 6 ଲକ୍ଷ 30 ହଜାର ଟଙ୍କା ଆପଣ ରଖି ଥିବେ । ତେବେ ଆପଣ 27 ଲକ୍ଷ ଟଙ୍କା ଆପଣ ସୁଧ ଆକାର ରେ ଆପଣ ଟଙ୍କା ପାଇ ପାରିବେ । ପୁଣି ଏହି ଯୋଜନା ଶେଷ ବେଳକୁ ଆପଣ 37 ଲକ୍ଷ 20 ହଜାର ଟଙ୍କା ପାଇ ପାରିବେ । ତେବେ ବନ୍ଧୁ ମାନେ ଆପଣ ମଧ୍ୟ ଏହି ଯୋଜନା କୁ ପକାନ୍ତୁ । ଏହା ଆପଣଙ୍କର ଭବିଷ୍ୟତ ରେ ବହୁତ କାମ ଦେଵ । ତେବେ ବନ୍ଧୁ ମାନେ ଏହି ଯୋଜନା ରେ ଆପଣ ଆପଣ ବହୁତ ବଡ଼ ବିଜିନେସ କରି ପାରିବେ ।

ତେବେ ବନ୍ଧୁ ମାନେ ଆଉ ଡେରି ନ କରି ଏହି ଯୋଜନା କୁ ଆପଣ ଆରମ୍ଭ କରି ଦିଅନ୍ତୁ । ଏହି ଯୋଜନା 25 ବର୍ଷ ରୁ 37 ବର୍ଷ ପର୍ଯ୍ୟନ୍ତ ଆପଣ ଟଙ୍କା ରଖି ପାରିବେ । ତେବେ ବନ୍ଧୁ ଆଉ ଡେରି ନ କରି ଯଥା ଶୀଘ୍ର ଆପଣ ଏହାକୁ ପକେଇ ଦିଅନ୍ତୁ । ମାତ୍ର ମାସକୁ 1500 ଟଙ୍କା ରଖିବେ ଏବଂ ଏମିତି ଦେଖିବା ପାଇଁ ଗଲେ ଦିନକୁ ଆପଣ 50 ଟଙ୍କା ରଖି ପାରିବେ । ଏହା ରଖିବା ଦ୍ୱାରା ଆପଣ ଅଧିକ ସୁଧ ପାଇ ପାରିବେ , ତା ସହିତ ଆପଣ କିଛି ଗୋଟେ ବଡ ବିଜିନେସ କରି ପାରିବେ । ତେଣୁ ବନ୍ଧୁ ମାନେ ଆଉ ଡେରି ନ କରି ଜଲ୍ଦି ପଇସା ରଖନ୍ତୁ ଆଉ ମାଲା ମାଲ ହୋଇ ଜାନ୍ତୁ । ତ ବନ୍ଧୁ ମାନେ ଏହି ଯୋଜନା ଆପଣଙ୍କର ବହୁତ କାମ ରେ ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।