ରାତିକ ଭିତରେ Social media ରେ କରେଣ୍ଟ ପରି ଭାଇରାଲ ହେବାରେ ଲାଗିଛି ଏହି ଯୁବତୀ… ଦେଖନ୍ତୁ ଭିଡିଓ

0 2,035

ରାତିକ ଭିତରେ ଝିଅ ଟି କରେଣ୍ଟ ପରି ଭାଇରାଲ ହେବାରେ ଲାଗିଛି । କରେଣ୍ଟ ର ବେଗ ଯେମିତି ସ୍ପୀଡ଼ ଥାଏ , ଠିକ ସେହି ଭଳି ଏହି ଝିଅ ର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁ ମାନେ ଆପଣ ମାନେ ଭାବୁ ଥିବେ ଝିଅ ଟି ଏମିତି କଣ କରି ଦେଲାକି । ଏବେକା ଯୁଗ ରେ ପ୍ରାୟ ସମସ୍ତଙ୍କ ପାଖରେ ନିହାତି ସ୍ମାର୍ଟ ଫୋନ ରହିଛି । ଯାହା ଫୋଳରେ ସମସ୍ତେ ସୋସିଆଲ ମିଡିଆରେ ଯେକୌଣସି ଭିଡିଓ କୁ ଆପଲର୍ଡ଼ କରୁ ଛନ୍ତି । ଭିଡିଓ ଲହିଲେ ଯେକୌଣସି ଭିଡିଓ । ଯେମିତି ଇନ୍ସଟା ର ରିଲସ , ଏମିତି ସର୍ଟ ଭିଡିଓ ବହୁତ ଥର ଦେଖିବା ପାଇଁ ମିଳୁଛି ।

ତେବେ ବନ୍ଧୁ ମାନେ ଝିଅ ଟି ଯାହା କରିଛି ତାହା ଆପଣ ମାନେ ଶୁଣିବା ପରେ ପୁରା ଡରି ଯିବେ । ସେହି ଝିଅ ଟି ଏତେ ସୁନ୍ଦର ଭାବରେ ରିଲସ କରିଛି ଯେ । ଯେ କେହି ବି ସେହି ଭିଡିଓ କୁ ଥରେ ଦେଖୁଚି । ତା ର ଆଖି ଆଉ ମୋବାଇଲ ରୁ ହୋଟୁ ନାହିଁ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ସେହି ଘଟଣା ଟି ।

ପ୍ରଥମେ ଝିଅ ଟି ପଚାରିଲା , ଯେ ସୀମା ଦିଦି ତମେ ଏତେ ଜଲ୍ଦି ବିବାହ କଲ କଣ ପାଇଁ । ତେବେ ଗୀତରେ ଏହାକୁ ଭିଡିଓ ଅଭିନୟ ମାଧ୍ୟମରେ କହି ଛନ୍ତି , ଚୋରା ପ୍ରେମ ଭାରି କଷ୍ଟ ଦାୟକ । ଏହା ପରେ କୁନି ଝିଅ ଟି ପଚାରି ଥିଲା ଗୋଲା ବେଳେ କଣ ଆଣି ଥିଲ । ତେବେ ଅଭିନୟ ଅଧ୍ୟମରେ କହ ଛନ୍ତି । ମଥାକୁ ଆଣିଛି ମାଟି ସିନ୍ଦୁର ହାତକୁ ଆଣିଛି ଚୁଡି । ଝିଅ ଟି ପୁଣି ପଚାରିଛି ଶାଶୁ ନଣଦ ପାଇଁ କଣ ନେଇ ଥିଲ । ତେବେ ସୀମା ଅଭିନୟ ମଧ୍ୟ ରେ କହି ଛନ୍ତି । ନଣଦ ପାଇଁ ନଣଦ ପେଡି , ଶାଶୁ ପାଇଁ ଶାଶୁ ପେଡି , ଶଶୁରଙ୍କ ପାଇଁ ନାନା ବଳି ସଂଗେ ଆଣିଛି ମୁ ଜପା ମାଳି ।

ଭାଇ ନେଲା ପରେ ତମ କାନ ପାଖରେ କଣ କହି ଥିଲେ ? ପୁଣି ଅଭିନୟ କରି କହି ଛନ୍ତି । ମହିଳା ଜଣକ କହିଲେ ରଖିବି ମୁ ତୁମକୁ ରାଣୀ କରି । ଏହା ପରେ ଝିଅ ଟି ସୀମା କୁ ପଚାରିଛି ଭାଇ ଙ୍କର କେତେ ଜଣ ଗାର୍ଲ ଫ୍ରେଣ୍ଡ ଥିଲେ , ତେବେ ସୀମା ଏହାକୁ ଅଭିନୟ କରି କହି ଛନ୍ତି , 1, 2 ,3, 4 ,5 ,15 ଏହି ଗୁଡିକ ସବୁ ମର ।

ତେବେ ବନ୍ଧୁ ମାନେ ଏହା ଥିଲା ସେହି ଝିଅ ର ଅଭିନୟ । ତେବେ ସୀମା ର ଘର କଟକ ରେ ହୋଇ ଥିବା ଵେଳେ । ସେ ବର୍ତ୍ତମାନ ସାରା ଓଡିଶା ରେ ରାଣୀ । ତେବେ ବନ୍ଧୁ ମାନେ ଏହା ଥିଲା ସେହି ଭିଡିଓ ଯାହା ବହୁତ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ମଧ୍ୟ ଏମିତି ରିଲ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।