ଶିଶୁକନ୍ୟା ଜନ୍ମ ହେଲେ ଟଙ୍କା ନ ନେଇ ମିଠା ବାଣ୍ଟନ୍ତି ଏହି ମହିଳା ଡାକ୍ତର, ତାଙ୍କ ରହସ୍ୟମୟୀ ଜୀବନୀ ବିଷୟରେ ଜାଣିଲେ ହୋସ ଉଡିଯିବ….

0 27

ଆଜି କାଲି ର ସମାଜ ରେ ଜଣେ ପୁଅ ଗୋଟେ ଝିଅ କୁ ଖୋଜି ପାଇବା ବହୁତ କଷ୍ଟ କର ହୋଇ ପଡି ଲାଣି । ଅର୍ଥାତ ଆଗ କାଳରେ ଝିଅ ମାନେ ଯୌତୁକ ଦେଇ ପୁଅ ମାନକୁ ବିବାହ କରୁ ଥିଲେ । କିନ୍ତୁ ଆଜି କାଲି ର ଦୁନିଆରେ ଝିଅ ମାନେ ପ୍ରଥମେ ପୁଅ ଘରକୁ ଯାଇ ପ୍ରସ୍ତାବ ପସନ୍ଦ ହେଲେ ତାକୁ ବାହା ହେଉ ଛନ୍ତି । ଏହାର ଗୋଟିଏ କାରଣ ଭାରତ ରେ ଝିଅ ମାନଙ୍କ ସଂଖ୍ୟା ବହୁତ କମ । ଯାହା ଫୋଳରେ ବିବାହ ପାଇଁ ଝିଅ ମିଳୁ ନାହାନ୍ତି ।

ଝିଅ ସଂଖ୍ୟା କମ ହେବାର ଗୋଟିଏ କାରଣ । ଯେତେ ବେଳେ ଜଣେ ମା ଗୋଟେ ପୁଅଜନ୍ମ କରି ଦେଇ ଥାଏ , ସେ ଆଉ ଚାହେଁନି ପିଲା ଜନ୍ମ କରିବା ପାଇଁ । କିନ୍ତୁ ପ୍ରଥମେ ଗୋଟେ ଝିଅ ହେଲେ ସେ ଗୋଟେ ପୁଅ ଜନ୍ମ କରିବା ପାଇଁ ଚାହିଁ ଥାଏ । ତେବେ ବାପା ମା ମାନେ ଚାହିଁ ଥାନ୍ତି ଆମର ପୁଅ ହେଉ ଝିଅ ନ ହେଉ ।

ଯଦି ମଧ୍ୟ ଝିଅ ହେଇ ଗୋଲା ତାହାଲେ ସେହି ଝିଅ ଟିକୁ ଘରକୁ ନେବା ବଦଳରେ ତାକୁ କୋଉ ଅନାଥ ଆଶ୍ରମ ନହେଲେ କୋଉ ଜାଗା ରେ ଫୋପାଡ଼ି ଦେଉ ଛନ୍ତି । ତେବେ ଆଜି ଆମେ ଯାହା ବିଷୟରେ କହିବା ପାଇଁ ଯାଉଛୁ , ସେ ଜଣେ ମହାନ ଲେଡି ଡାକ୍ତର । ଉତ୍ତର ପ୍ରଦେଶ ରେ ଜଣେ ଡାକ୍ତର ତାଙ୍କର ନାମ ଶ୍ରୀପା । ସେ ଆଜି ପର୍ଯ୍ୟନ୍ତ ହସ୍ପିଟାଲ ରେ କନ୍ୟା ଜନ୍ମ ହେଲେ , ସେ ହସ୍ପିଟାଲ ରେ ସମସ୍ତଙ୍କୁ ମିଠା ଦେଇ ଥାନ୍ତି । ସେ କେବଳ କନ୍ୟା ଜନ୍ମ ହେଲେ ହସ୍ପିଟାଲ ସାରା ମିଠା ଦେଇ ଥାନ୍ତି । ତା ସହିତ ସବୁ ପ୍ରକାର ସାହାର୍ଯ୍ୟ ମଧ୍ୟ କରି ଥାନ୍ତି । ଆପଣଂକୁ ଶୁଣି ଏହି କଥା ଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁ ଥିବ । କିନ୍ତୁ ଏହି କଥା ଟି ପ୍ରକୃତ ରେ ସତ ଅଟେ ।

ସେ ଆଜି ପର୍ଯ୍ୟନ୍ତ 100 ଟି ଶିଶୁ କୁ ଜନ୍ମ ଦେଇ ଥିବା ବେଳେ । କେବେ ହେଲେ କାହାରି ପାଖରୁ ଗୋଟେ ଟଙ୍କା ନେଇ ନାହାନ୍ତି । ଆହୁରି ଝିଅ ହୋଇ ଥିଲେ ମିଠା ଦିଅନ୍ତି । ତେବେ ଏହି କଥା ଟି କେନ୍ଦ୍ର ସରକାର ନରେନ୍ଦ୍ର ମୋଦି ଜାଣିବା ପରେ , ତାଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ କୁ ଯାଇ ଥିଲେ । ମୋଦି ତାଙ୍କୁ ବହୁତ ପ୍ରଶଂସା କରୁ ଥିବା ବେଳେ ।

ତାଙ୍କୁ କିଛି ଆର୍ଥିକ ପ୍ରଦାନ ମଧ୍ୟ କରି ଛନ୍ତି । ଲେଡି ଡକ୍ଟର ଝିଅ ପିଲା ହେଲା ମାତ୍ରେ , ସେ କୌଣସି ପ୍ରକାର କାହାରି ପାଖରୁ ଗୋଟେ ଟଙ୍କା ନିଅନ୍ତି ନାହିଁ । ଆହୁରି ଝିଅ ହେବା ଖୁସିରେ ହସ୍ପିଟାଲ ସାରା ମିଠା ଦେଇ ଥାନ୍ତି । ଏଭଳି ଡାକ୍ତର ଆପଣ କେବେ କୋଉଠି ପାଇବେ ନାହିଁ । ଭଗବାନ ସେହି ଡାକ୍ତର ଙ୍କୁ ଭଲରେ ରଖୁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।