ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ,ଏଣିକି ଶାରୀରିକ ସମ୍ପର୍କ ପରେ ବିବାହ କରିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ….

0 381

ଏଣିକି ଶାରୀରିକ ସମ୍ପର୍କ ପରେ ବିବାହ କରିବା ପାଇଁ ବାଧ୍ୟ କରା ଯାଇ ପାରିବ ନାହିଁ । ବମ୍ବେ ହାଇକୋର୍ଟର ନିର୍ଦେଶ , ଏଣିକି ବହୁତ ଦିନ ଧରି ଶାରୀରିକ ସମ୍ପର୍କ ରଖୁ ଥିବା ଲୋକଙ୍କୁ ବିବାହ କରିବା ପାଇଁ ବାଧ୍ୟ କାରା ଯାଇ ପାରିବ ନାହିଁ । ଯଦି ଝିଅ ତା ପ୍ରେମିକ ସହିତ କୌଣସି ଶାରୀରିକ ସମ୍ପର୍କ ରଖୁଛି , ଏବଂ ପୁଅ ତାକୁ ବିବାହ ର କଥା ଦେଇ ତା ସହିତ ପ୍ରତାରଣା କରୁଛି । ତାକୁ ବିବାହ କରୁ ନାହିଁ । ତାହାଲେ ଏଥରେ ପୁଅ ର କିଛି ମଧ୍ୟ ଭୁଲ ରହିବ ନାହିଁ ।

ପ୍ରେମିକ ନା ରେ ଅଭିଯୋଗ କଲେ ମଧ୍ୟ ଆଇନ ତାର କିଛି କ୍ଷତି କରି ପାରିବ ନାହିଁ । ଯଦି ଝିଅ ଯଦି ମଧ୍ୟ ବିବାହ କରୁନି , ତାହାଲେ ପୁଅ ମଧ୍ୟ କିଛି କରି ପାରିବ ନାହିଁ । ଏହାକୁ ନେଇ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇ ଛନ୍ତି । ତେବେ ଏହା ହେବାର ପ୍ରକୃତ କାରଣ ଆପଣ ମାନେ ଜାଣି ଛନ୍ତି କି ? ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ଏହି ପଦକ୍ଷେପ କଣ ପାଇଁ ନିଆ ଯାଇଛି ।

ତେବେ ବମ୍ବେ ଶ୍ରୀ ନଗର ଥାନା ରେ ଏହି ଅଭିଯୋଗ ହୋଇ ଥିଲା । ଆକାଶ ନାମକ ଏକ ଯୁବକ ପଲକ ନାମକ ଏକ ଝିଅ ସହିତ ବହୁତ ଦିନ ଧରି ଭଲ ପାଇ , ତା ସହିତ ସେକ୍ସ କରି , ତାଙ୍କୁ ବିବାହ ପାଇଁ ମନା କରି ଦେଇ ଥିଲେ । ତେଣୁ ପଲକ ଶ୍ରୀ ନଗର ଥାନା ରେ ଆକାଶ ନାମ ରେ ଅଭିଯୋଗ କରି ଥିଲେ । ତେବେ 2017 ମସିହାରେ ଆକାଶ ବିବାହ କରିବା ପାଇଁ କଥା ଦେଇ ଥିଲେ । ତେବେ ପଲକ ତାଙ୍କ କଥାରେ ବିଶ୍ୱାସ କରି ତାଙ୍କୁ ତାଙ୍କ ଶରୀର ଓ ମନ ଆକାଶ କୁ ଦେଇ ଥିଲେ ।

ତେବେ ଦୀର୍ଘ 3 ବର୍ଷ ଧରି ଆକାଶ ତାଙ୍କ ସହ ସେକ୍ସ କରି ଆସୁ ଛନ୍ତି । ତେବେ ବିବାହ ର ଆଶା ଦେଇ ତାଙ୍କ ସହ 3 ବର୍ଷ ଧରି ତାଙ୍କ ସହ ସେକ୍ସ କରୁ ଛନ୍ତି ।ଯେତେ ବେଳେ ବାହା ଘର କଥା ପଡିଲା , ସେତେ ବେଳେ ଆକାଶ ବିବାହ ପାଇଁ ମନା କରି ଦେଇ ଥିଲେ । ତେବେ ପଲକ ଏ ନେଇ ଶ୍ରୀ ନଗର ଥାନରେ ଅଭିଯୋଗ କରି ଥିଲେ । ତେବେ ଶ୍ରୀ ନଗର ଥାନା ଏହାକୁ ବମ୍ବେ ହାଇକୋର୍ଟ ରେ ଦ୍ୱାରସ୍ଥ କରି ଥିଲେ ।

ଶେଷରେ ବମ୍ବେ ହାଇକୋର୍ଟରେ ଶୁଣାଣି ଥିଲା । ଏଣିକି ବହୁତ ଦିନ ଧରି ସେକ୍ସ କରୁ ଥିବା ବ୍ୟକ୍ତି କିମ୍ୱା ମହିଳା ବିବାହ ନ କଲେ ଏହାକୁ ପ୍ରତାରଣା କୁହା ଯିବ ନାହିଁ ବୋଲି ବମ୍ବେ ହାଇକୋର୍ଟରେ କୁହା ଯାଇଛି । ସେକ୍ସ କରି ପାରିବେ କିନ୍ତୁ ବିବାହ ପାଇଁ ବାଧ୍ୟ କରି ପାରିବେ ନାହିଁ । ତେଣୁ ବନ୍ଧୁ ମାନେ ସତର୍କ ହେଇ ଜାନ୍ତୁ । ସେକ୍ସ କରିବା ପାଇଁ ଦେବା ପୂର୍ବରୁ 100 ଥର ଭାବନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।