ସେ କିଏ ଯିଏ ଖାଇଲା ପରେ ମରି ଯାଇଥାଏ ? 99% ଲୋକ ଫେଲ, ଦମ୍ ଅଛି ଯଦି ଉତ୍ତର କହିକି ଦେଖାଅ…..

0 87

ମଣିଷ ଶରୀର ରେ କେତେ ରକ୍ତ ବାହାରି ଗଲେ ମଣିଷ ର ମୃତୁ ହୋଇ ଯାଇ ଥାଏ । ଏହି ପ୍ରଶ୍ନ ଟି IAS ରେ ଆସି ଥିଲା । କିନ୍ତୁ ଦୁଃଖର କଥା ଏହି ପ୍ରଶ୍ନ ଟିର ଉତ୍ତର କେହି କହି ପାରି ନ ଥିଲେ । ସ୍ୱାଧୀନ ଭାରତ ରେ ଆମେ ଜଣେ ଜଣେ ନାଗରିକ ଅଟୁ । ତେବେ ଆମେ ଏ ପୃଥିବୀ କୁ ଆସିଚେ ମାନେ , ଏ ଧାରା ପୃଷ୍ଠ ରେ ଆମକୁ କିଛି ଶିଖି ବାର ରହିଛି । ବନ୍ଧୁ ମାନେ ଜ୍ଞାନ ଗୋଟେ ଏମିତି ଜିନିଷ । ଯାହାକୁ ଆମେ ସବୁ ବେଳେ ଅର୍ଜନ କରିବା ଆବଶ୍ୟକ ।

ମା ପେଟରୁ ଏ ଧାରା ପୃଷ୍ଠ କୁ ଆସିବା ପରେ ଜୀବନର ମୃତୁ ପର୍ଯ୍ୟନ୍ତ ଜ୍ଞାନ ଆହରଣ କରିବା ନିତ୍ୟାନ୍ତ ଆବଶ୍ୟକ । ତେବେ ଜ୍ଞାନ ଏକ ଅସରନ୍ତି ଭଣ୍ଡାର ଅଟେ । ଯାହା କି ଯେତେ ଯିଏ ଜ୍ଞାନ ଅର୍ଜନ କରେ , ଜ୍ଞାନ କେବେ ହେଲେ ସରେ ନାହିଁ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ସେହି IAS ରେ ଆସିଥିବା ପ୍ରଶ୍ନ ବିଷୟରେ ।


1,ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ?
ଉତ୍ତର:- ପଣ୍ଡିତ ଜବାହରଲାଲ ନେହେରୁ ।

2, ମଣିଷ ଛଡା କେଉଁ ପ୍ରାଣୀ ର 32 ଟି ଦାନ୍ତ ହୋଇ ଥାଏ ।
ଉ,ବଣ ମଣିଷ ।

3, କେଉଁ ପ୍ରାଣୀ ର ତିନୋଟି ହୃତପିଣ୍ଡ ରହିଛି ।
ଉ, ଅକ୍ଟୋପସ ।
4, ଭାରତ ର ପ୍ରଥମ ଉପ ରାଷ୍ଟ୍ରପତି କିଏ ।
ଉତ୍ତର :- ସର୍ବ ପଲ୍ଲୀ ରାଧା କୃଷ୍ଣ ।

5, ନବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ ନାଗରିକ କିଏ ।
ଉତ୍ତର :- ରବୀନ୍ଦ୍ର ନାଥ ଠାକୁର ।

6, ଏମିତି କେଉଁ ଜିନିଷ ରହିଛି , ଯେଉଁ ଜିନିଷ ପୁଅ ର ବହୁତ ବଢି ଯାଏ କିନ୍ତୁ , ଝିଅ ର ବଢେ ନାହିଁ ।
ଉତ୍ତର:- ନିସ ଓ ଦାଢ଼ି ।

7, ବିଶ୍ୱର ଦ୍ୱିତୀୟ ସବୁ ଠାରୁ ବୃହତ ଦୀପ ର ନାମ କଣ ।
ଉ, ଆଫ୍ରିକା ମହା ଦୀପ ।

8, ନାଦିର ସାହ ଭାରତ ଉପରେ କେବେ ଆକ୍ରମଣ କରି ଥିଲେ ।
ଉ, 1730 ।
9, ସ୍ୱାଧୀନ ସଭାର ପ୍ରଥମ ଅଧକ୍ଷ କିଏ ।
ଉତ୍ତର:-ଡ଼ ରାଜେନ୍ଦ୍ର ପ୍ରସାଦ ।

10, ଭାରତରେ ପ୍ରଥମ ଶିକ୍ଷା ମନ୍ତ୍ରୀ କିଏ
ଉତ୍ତର :- ଅବୁଲ କାଲାମ ଆଜାଦ ।

11, ମଣିଷର କେତେ ଭାଗ ରକ୍ତ ବହି ଗଲେ ମଣିଷର ମୃତୁ ହୋଇ ଯାଏ ।
ଉ, ମଣିଷ ଶରୀର ରେ 30 ରୁ 40 ଭାଗ ରକ୍ତ ବହି ଗଲେ ମଣିଷ ର ମୃତୁ ହୋଇ ଯାଇ ଥାଏ । ଏହି ପ୍ରଶ୍ନ ଟି IAS ରେ ବହୁତ ଥର ଆସି ସାରିଛି ।

12, ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରା ଯାଇ ଥାଏ ।
ଉ, ଫେବୃଆରୀ 28 ରେ ।

13, ଖାଇଲା ପରେ କିଏ ମରି ଯାଇଥାଏ ?

ଉ. ଭୋକ

ତେବେ ବନ୍ଧୁ ମାନେ ଏହି ଭଳି ପ୍ରଶ୍ନ ବହୁତ ଥର IAS ରେ ଦେଖିବା ପାଇଁ ମିଳି ସାରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।