ସାବଧାନ ! ଭୁଲରେ ବି କରନ୍ତୁ ନାହିଁ ଏମିତି ସର୍ଚ୍ଚ, ନ ହେଲେ ଆପଣଂକୁ ଜେଲ ଦଣ୍ଡ ହୋଇ ପାରେ…ତେବେ ଜାଣନ୍ତୁ ସେଗୁଡିକ କ’ଣ ?

0 69

ଏଣିକି ଗୁଗୁଲ ରେ ସର୍ଚ୍ଚ କରି ପାରିବେ ନାହିଁ ଏହି ଜିନିଷ ଗୁଡିକ । ଆପଣ ମାନେ ବବ୍ଜଫ5 ସମୟରେ ଯେଉଁ ଜିନିଷ ଉପରେ ଆପଣଙ୍କ ର ଅଭିଜ୍ଞତା ନ ଥାଏ , ଆପଣ ପ୍ରତେକ ଦିନ ପାଠ ହେଉ କିମ୍ବା ରେସିପି ହେଉ ଯେ କୌଣସି ଜିନିଷ ଆପଣ ଗୁଗୁଲ ରେ ସରଚିଂ କରୁ ଛନ୍ତି । କିନ୍ତୁ ଏଭଳି ଜିନିଷ ରହିଛି , ଯଦି ଆପଣ ମାନେ ଏହାକୁ2 ସରଚିଂ କରୁ ଛନ୍ତି ତାହାଲେ ଆପଣଂକୁ ଜେଲ ହେବାର ବହୁତ ସମ୍ଭାବନା ରହିଛି । ତେଣୁ ସତର୍କ ହୋଇ ଯାଆନ୍ତୁ , ନାହଲେ ବହୁତ ପସତେଇବେ ।

ଆପଣ ଜାଣି ନ ଥିବା ବହୁତ ଥର ଆପଣ ସର୍ଚ୍ଚ କରି ଛନ୍ତି । ପ୍ରତେକ ଦିନ ଆପଣ ଯେ କୌଣସି ଜିନିଷ ଆପଣ ସରଚିଂ କରି ଥାନ୍ତି । କିନ୍ତୁ ଆଜି ଆମେ ଯେଉଁ କଥା କହିବୁ ସେହି ଗୁଡିକ କେବେ ହେଲେ ଆପଣ ଗୁଗୁଲ ରେ ସରଚିଂ କରିବେ ନାହିଁ , ନ ହେଲେ ଆପଣ ଦଣ୍ଡ ଭୋଗିବା ପାଇଁ ପଡିବ । ତେବେ କେନ୍ଦ୍ର ସରକାର କହି ଛନ୍ତି ଏହି ଜିନିଷ ଗୁଡିକ ସରଚିଂ ନ କରିବା ପାଇଁ । ତେବେ ଆସନ୍ତୁ ଜାଣିବା ।

1, ଆପଣ ମାନେ ଗୁଗୁଲ ରେ ବୋମ କେମିତି ତିଆରି ହୁଏ , ତାହା ଆପଣ ସରଚିଂ କରୁ ଛନ୍ତି କି । ତାହାଲେ ଆପଣ ମାନେ ଆଉ କେବେ ହେଲେ ଏହାକୁ ଗୁଗୁଲ ରେ ସରଚିଂ କରିବେ ନାହିଁ , ନହେଲେ ଆପଣଂକୁ 10 ବର୍ଷ ଜେଲ ହୋଇ ଯାଇ ପାରେ ।
2, ଗୁଗୁଲ ରେ ଚାଇଲଡ଼ ପର୍ନ ଭିଡିଓ ଆପଣ ସରଚିଂ କରୁ ଛନ୍ତି କି । କି ଆପଣ ପର୍ନ ଚାଇଲଡ଼ ଭିଡିଓ ଦେଖୁ ଛନ୍ତି କି , ତାହାଲେ ସତର୍କ ହୋଇ ଯାଆନ୍ତୁ , ନହେଲେ ଆପଣଂକୁ ଜେଲ ହୋଇ ଯାଇ ପାରେ । କେନ୍ଦ୍ର ସରକର ଙ୍କ ନିର୍ଦେଶ ଅନୁ ସାରେ ଆପଣ ଏହି ସରଚିଂ ଗୁଡିକ ଗୁଗୁଲ ରେ କରି ପାରିବେ ନାହିଁ । ନହେଲେ ଆପଣଂକୁ ଜେଲ ହୋଇ ଯାଇ ପାରେ ।

3, ପିଲା କେମିତି ଜନ୍ମ କରା ଯାଇ ଥାଏ ଆପଣ ସରଚିଂ କରୁ ଛନ୍ତି କି , ତାହାଲେ ଆପଣ ସତର୍କ ହୋଇ ଯାଆନ୍ତୁ ନହେଲେ ଆପଣ ବହୁତ ହୋଇ ରାଣ ହୋଇ ଯିବେ । ଆପଣଂକୁ ଜେଲ ହୋଇ ଯାଇ ପାରେ ।

4, କାହାର ପ୍ରାଇଭେଟ ଭିଡିଓ ଆପଣ ଗୁଗୁଲ ରେ ଛାଡୁ ଛନ୍ତି କି , କିମ୍ବା କାହାର ପ୍ରାଇଭେଟ ଫୋଟ ଆପଣ ଗୁଗୁଲ ରେ ଛାଡୁ ଛନ୍ତି କି , ତାହାଲେ ଏହା ଆଉ କେବେ କରନ୍ତୁ ନାହିଁ , ଯଦି ଆପଣ ଏହାକୁ ଛାଡି ଦେବେ ତାହାଲେ ଆପଣଂକୁ 10 ବର୍ଷ ଜେଲ ହେବାର ବହୁତ ସମ୍ଭାବନା ରହିଛି । ତେଣୁ ଏହି ସବୁ ସରଚିଂ କରିବା ଦ୍ୱାରା ଆମର ବହୁତ କ୍ଷତି ହୋଇ ଥାଏ । ଆପଣ ମାନେ ଅନ୍ୟ ଯେ କୌଣସି ଜିନିଷ ଆପଣ ଗୁଗୁଲ ରେ ସର୍ଚ୍ଚ କରି ପାରିବେ ଆହୁରି ମଧ୍ୟ ଦେଖି ପାରିବେ । କିନ୍ତୁ ଏହି ଗୁଡିକ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।