IAS Interview ରେ ଝିଅଟିକୁ ପଚାରା ଗଲା ଏମିତି ପ୍ରଶ୍ନ, ଦୁଇ ଯାଆଁଳା ପିଲା ମଇରେ ଜନ୍ମ ହେଲେ କିନ୍ତୁ ତାଙ୍କର ଜନ୍ମ ଦିନ ଜୁନ ରେ ଆସିଥାଏ, କେମିତି ? ଯଦି ଆପଣଙ୍କ ପାଖରେ ଦମ୍ ଅଛି ତେବେ ଏହାର ଉତ୍ତର କହିକି ଦେଖାଅ…..

0 140

ଆଜିର ଦୁନିଆ ରେ ପ୍ରତିଯୋଗିତା ବହୁତ ବଢି ଯାଇଛି ।ବର୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମାନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭା ବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

୧. ଏମିତି କେଉଁ ଜୀବ ଅଛି ଯିଏକି ଦିନ ସାରା ଭିତରେ ମାତ୍ର 16 ମିନିଟ ରେଷ୍ଟ ନେଇଥାଏ ?
ଉତ୍ତର – ପିମ୍ପୁଡି

. ଅନ୍ତରୀକ୍ଷ କୁ ଯାଇଥିବା ପ୍ରଥମ ଭାରତୀୟ କିଏ ?
ଉତ୍ତର- ରାକେଶ ଶର୍ମା

୩. ପଶୁ ପକ୍ଷୀ ମାନଙ୍କର ଝାଳ ବହି ଥାଏ କି ନାହିଁ ?
ଉତ୍ତର- ହଁ ବହି ଥାଏ ।


୪. I I T ର ଫୁଲ ଫର୍ମ କଣ ଅଟେ ?
ଉତ୍ତର- Indian Institute of Technology

୫. ସେ କାହାକୁ ଦେଖା ଯାଏ ନାହିଁ କିନ୍ତୁ ସେ ଯଦି ନ ରହିବ ତେବେ ଏ ଦୁନିଆ ଚାଲିବ ନାହିଁ ?
ଉତ୍ତର- ପବନ

୬. କଞ୍ଚା ଲଙ୍କା ଓ ପାଚିଲା ଲଙ୍କା କୁ ଶୁଖାଇ କେଉଁ ଗ୍ୟାସ ଉତ୍ପନ୍ନ କରା ଯାଇଥାଏ ?
ଉତ୍ତର- ଏଲିଥିନ ଗ୍ୟାସ

୭. ସବୁଠାରୁ ଅଧିକ ଅପରାଧ ଭାରତ ର କେଉଁ ରାଜ୍ୟରେ ହୋଇଥାଏ ?
ଉତ୍ତର- ଉତ୍ତର ପ୍ରଦେଶ ରାଜ୍ୟରେ


୮. ଦୁନିଆ ରେ ସବୁଠୁ ଅଧିକ ଗଣ୍ଡା କେଉଁଠାରେ ଦେଖିବାକୁ ମିଳନ୍ତି ?
ଉତ୍ତର- ନାମିମ୍ବିଆ

୯. ଆମ ଦେଶର ଜାତୀୟ ପକ୍ଷୀ ର ନାମ କଣ ?
ଉତ୍ତର- ମୟୁର

୧୦. ଓଡ଼ିଶାରେ କେଉଁଠାରେ ବହୁ ମାତ୍ରାରେ କୋଇଲା ଖଣି ଦେଖିବାକୁ ମିଳେ ?
ଉତ୍ତର- ଓଡିଶା ର ତାଳଚେର ଠାରେ

୧୧. କେଉଁ ଜଳ ପ୍ରପାତ ରୁ ବୁଢା ବଳଙ୍ଗ ନଦୀ ବାହାରିଛି ?
ଉତ୍ତର- ବରେଇ ପାଣି ଜଳ ପ୍ରପାତ ରୁ

୧୨. କେଉଁ ରାଜ୍ୟ ର ଲୋକ ବଙ୍ଗାଳି ଭାଷାରେ କଥା ବାର୍ତା କରନ୍ତି ?
ଉତ୍ତର- ପଶ୍ଚିମ ବଙ୍ଗ

13. ଦୁଇ ଯାଆଁଳା ପିଲା ମଇରେ ଜନ୍ମ ହେଲେ କିନ୍ତୁ ତାଙ୍କର ଜନ୍ମ ଦିନ ଜୁନ ରେ ଆସିଥାଏ, କେମିତି ? 

ଉ- ମଇ ଆମେରିକାର ଏକ ସହର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।