ଦେଖନ୍ତୁ ଭାଇରାଲ ଭିଡିଓ :- ଯୁବତୀଙ୍କ ଉଲଗ୍ନ ଭିଡିଓ ଭାଇରାଲ କଲା ଯୁବକ, ବାପାଙ୍କ ପାଖକୁ ବିଦେଶରୁ ଆସୁଛି ଫୋନ…

0 206

ଆଜିର ସମାଜ ଏତେ ତଳକୁ ଖସି ଗଲାଣି ତାହା କହି ହେବ ନାହିଁ । ପ୍ରେମ ଲୋକ ମାନକୁ ବହୁତ ତଳକୁ ନେଇ ଯାଉଛି। ଆଜି କାଲି ର ପିଲା ମାନେ ପ୍ରେମର ମାନେ ନ ବୁଝି ପ୍ରେମ କରିବା ପାଇଁ ଲାଗି ପଡି ଛନ୍ତି । ଦୁନିଆର ପ୍ରେମ ର ମାନେ ସେକ୍ସ ହୋଇ ଗଲାଣି । ପ୍ରେମରେ ପ୍ରେମରେ ଝିଅ ମାନେ ଏତେ ବଡ଼ ଭୁଲ କରି ବସୁ ଛନ୍ତି ଯେ , ଯାହା ଫୋଳରେ ସେହି ଭୁଲ ର ପରିଣାମ ତାଙ୍କ ବାପା ଓ ମା ଭୋଗୁ ଛନ୍ତି ।

ପ୍ରେମ କୁ ପାଇବା ପାଇଁ ନାରୀ ମାନେ ନିଜ ଶରୀର ଦାନ କରି ଦେଉ ଛନ୍ତି । ତେବେ ମହିଳା ମାନେ ଏହାକୁ ବିଶ୍ୱାସ ର ସହିତ ତାଙ୍କ ଦେହକୁ ଦେଖେଇ ଥିବା ବେଳେ , ଏହା ଦିନେ ନା ଦିନେ ସେମାନଙ୍କୁ ଭୋଗିବା ପାଇଁ ପଡୁଛି । ତେବେ ଘଟଣା ଟି ହେଉଛି ଝିଅ ର ଗୋଟେ ଭୁଲ ପାଇଁ ବାପା ଙ୍କ ପାଖକୁ ସମସ୍ତଙ୍କ ର କଲ ଯାଉଛି । ତେବେ ଘଟଣା ଟି କଣ ଆସନ୍ତୁ ଜାଣିବା ।

ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ରେ ଦେଖିବା ପାଇଁ ମିଳିଛି । ଝିଅ ର ନାମ ମିଲି । ମିଲି ଘରେ ରହୁ ଥିବା ସମୟରେ । ତାଙ୍କ ର 2020 ରେ ପ୍ରଧାନ ମନ୍ତ୍ରୀ ଇନ୍ଦ୍ରାବାସ ଆସିଥିଲା । ଯାହା ଫୋଳରେ ସେ ବେଙ୍ଗଲ ରୁ ପକା ମିସ୍ତ୍ରୀ କୁ ଡକାଇ ଥିଲେ । ତେବେ ମିଲି ପକା ମିସ୍ତ୍ରୀ ଙ୍କର ନମ୍ବର ରଖି ଥିଲେ । ଆଉ ପକା ମିସ୍ତ୍ରୀ ମଧ୍ୟ ମିଲି ର ନମ୍ବର ରଖି ଥିଲେ ।

ତେବେ ଦୁଇ ଜଣ ଦୁଇ ଜଣଙ୍କୁ ବେଶ ଭଲ ଭାବରେ ଚିହିଁ ଯାଇ ଥିଲେ । ତେବେ ମିଲି ର whats aap status ପକା ମିସ୍ତ୍ରୀ ଦେଖୁ ଥିଲେ । ମିଲି ମଧ୍ୟ ଦେଖୁ ଥିଲା । ତେବେ ଘଟଣା ସ୍ଥଳ ରେ ପକା ମିସ୍ତ୍ରୀ ମିଲି ର ଦେହ ପ୍ରତି ବହୁତ ଲାଳସା ରହି ଥିଲା । କିନ୍ତୁ ତାଙ୍କୁ କେବେ ଛୁଇଁ ପାରି ନ ଥିଲେ ।କିନ୍ତୁ ଦିନକର ଘଟଣା , ମିଲି 2021 ମସିହା ଅଗଷ୍ଟ ମାସରେ ଭୁବନେଶ୍ୱର ପଳାଇ ଯାଇ ଥିଲେ । ମିଲି ଭୁବନେଶ୍ୱର ରେ ରହୁ ଥିବା ବେଳେ , ପକା ମିସ୍ତ୍ରୀ ତାଙ୍କୁ ଫୋନ କରି ବହୁତ ହୋଇରାଣ କରି ଥିଲେ । ଆଉ ତାଙ୍କୁ ଭଲ ପାଉଛନ୍ତି ବୋଲି ମଧ୍ୟ କହି ଥିଲେ ।

ମିଲି କିନ୍ତୁ ତାଙ୍କ ଉପରେ ବହୁତ ରାଗି ଯାଇ ଥିଲେ । ପକା ମିସ୍ତ୍ରୀ ତଭିଡିଓ କଲ ରେ ଧମକ ଦେଇ କହି ଥିଲେ , ସେ ଆତ୍ମ ହତ୍ୟା କରିବେ ବୋଲି । ତେଣୁ ମିଲି ବିଚଳିତ ହୋଇ ପକା ମିସ୍ତ୍ରୀ ଯାହା କହି ଥିଲେ ତାଙ୍କ କଥା ସବୁ ମାନି ନେଇ ଥିଲେ । ପକା ମିସ୍ତ୍ରୀ ଭିଡିଓ କଲ ରେ ମିଲି ର ଦେହରେ ସବୁ କିଛି ଅଙ୍ଗ ଦେଖି ନେଇ ଥିଲେ । ଆଉ ତାକୁ ସ୍କ୍ରିନ ଶର୍ଟ ମାରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇ ଥିଲେ । ଏବେ ତାଙ୍କ ବାପା ଙ୍କ ପାଖକୁ କଲ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।