ବାରମ୍ବାର ଚେଷ୍ଟା ପରେ ବି pregnant ହୋଇ ପାରୁ ନଥିଲେ କରନ୍ତୁ ଏହି ଉପାୟ, 100% ଗ୍ୟାରେଣ୍ଟି ଆପଣ ମା’ ହୋଇପାରିବେ

0 77

ଏ ଦୁନିଆରେ କିଏ ନ ଚାହେଁ ମା ହେବା ପାଇଁ ଓ କିଏ ନ ଚାହେଁ ବାପା ହେବା ପାଇଁ । ସମସ୍ତ ଙ୍କ ଜୀବରେ ଗୋଟେ ଆଶା ରହି ଥାଏ । ଯେ ସେ କେମିତି ମା ହେବେ । ମା ହେବା ପାଇଁ କାହାର ଆଶା ନ ଥାଏ । କିନ୍ତୁ ବାରମ୍ବାର ଚେଷ୍ଟା ଚେଷ୍ଟା କଲେ ମଧ୍ୟ ପେଟରେ ପିଲା ରହି ନ ଥାଏ । ତେବେ ଏହାର କାରଣ କଣ ହୋଇ ପାରେ । ଜଣେ ନାରୀ ଯେତେ ବେଳେ ଶାଶୁ ଘରକୁ ଯାଇ ଥାଏ ।

ସେହି ନାରୀ ପ୍ରତି ସମସ୍ତଙ୍କର ଗୋଟେ ଆଶା ରହି ଥାଏ । ଯେ କେଉଁ ଦିନ ଗୋଟେ କୁନି ପିଲା ତାଙ୍କ ଅଗଣା କୁ ଆସିବ । କିନ୍ତୁ ସତ ଚେଷ୍ଟା କଲା ପରେ ବି ମା ହେବା କାଠିକର ପାଠ ହୋଇ ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କଣ କଲେ ଆପଣ ମା ହୋଇ ପାରିବେ ।
1, ଅନେକ ଚେଷ୍ଟା ପରେ ମଧ୍ୟ ଆପଣ ଯଦି ମା ହୋଇ ପାରୁ ନାହାନ୍ତି । ତେବେ ଆପଣ ପ୍ରଥମେ ନିଜର ଥାଇ ରୋଏଡ଼ ପରୀକ୍ଷା କରନ୍ତୁ । କାରଣ ଶରୀର ରେ ଭଲ ଭାବରେ ଥାଇ ରୋଏଡ଼ କାମ କରୁ ନ ଥିଲେ ଆପଣ ମା ହୋଇ ପାରିବେ ନାହିଁ ।
2, ଦ୍ୱିତୀୟ ରେ ସ୍ୱାମୀ ଓ ସ୍ତ୍ରୀ ଙ୍କର ଡାଇବେଟିସ ଚେକ କରି ଦେବା ଦରକାର । କାରଣ ଦୁଇ ଜଣଙ୍କ ମଧ୍ୟ ରୁ କାହାର ଯଦି ଡାଇବେଟିସ ସମସ୍ୟା ଦେଖା ଯାଇ ଥାଏ , ତାହାଲେ ମହିଳା ଜଣକ ଗର୍ଭୋବତୀ ହୋଇ ପାରିବ ନାହିଁ ।

3, ଯେଉଁ ମହିଳା ମାନଙ୍କ ଠାରେ ଅଭାରୀ ନାମକ ରୋଗ ରହି ଥାଏ । ସେମାନେ କେବେ ହେଲେ ଗର୍ଭବତୀ ହୋଇ ପାରିବେ ନାହିଁ । ତେବେ ଯଦି ଏହି ରୋଗ ହୋଇ ଥାଏ ତାହାଲେ ଜଣେ ମହିଳା ଗର୍ଭବତୀ ହୋଇ ପାରିବ ନାହିଁ ।
4, ଉଭୟ ପୁରୁଷ ଓ ମହିଳା ର ଉଜନ ଅଧିକ ହୋଇ ଥାଏ । ଯାହା ଫୋଳରେ ନିଜର ପ୍ରଜନ କ୍ଷମତା ହରାଇ ବସି ଥାନ୍ତି । ଯାହା ଫୋଳରେ ମହିଳା ଜଣକ ଗର୍ଭବତୀ ହୋଇ ପାରି ନ ଥାଏ ।
5, ମହିଳା ମାନେ ଗର୍ଭବତୀ ହୋଇ ପାରି ନ ଥିଲେ ପୁରୁଷ ମାନେ ନିଜର ସ୍ପର୍ମ କୁ ଟେଷ୍ଟ କରି ନେବା ନିହାତି ଆବଶ୍ୟକ । ସଧାରଣତ ଯେଉଁ ମାନେ ଅଧିକ ରତ୍ରୀ ପର୍ଯ୍ୟନ୍ତ ଅନିଦ୍ରା ରହି ଥାନ୍ତି , ସେମାନଙ୍କ ସ୍ପର୍ମ ଦୁର୍ବଳ ହୋଇ ଯାଇ ଥାଏ ।

6, ଅନେକ ସମୟରେ ମହିଳା ମାନେ ଠିକ ସମୟରେ ସେକ୍ସ କରିବା ପାଇଁ ଲାଗି ଥାନ୍ତି , ଯାହା ଫୋଳରେ ନାରୀ ମାନେ ମା ହେବାରୁ ବଂଚିତ ହୋଇ ପଡି ଥାନ୍ତି । ତେବେ ଯେଉଁ ସମୟରେ ନାରୀ ମାନଙ୍କର ଋତୁ ସ୍ରାବ ହୋଇ ଥାଏ ସେହି ସମୟରେ ନାରୀ ମାନେ ପୁରୁଷ ସହିତ ସମ୍ପର୍କ ରଖିଲେ , ପିଲା ହେବାର ବହୁତ ସମ୍ଭାବନା ରହି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।