IAS Interview ରେ ପୁଅଟିକୁ ସାର ପଚାରିଲେ, ଗୋଟିଏ ପୁଅ ଗୋଟିଏ ଝିଅ ସହିତ ଏମିତି କ’ଣ କରିଥାଏ ଯେଉଁଥିପାଇଁ ସେ କାନ୍ଦି ପକାଏ ? ତା’ର ଉତ୍ତର ଶୁଣି ସବୁ ସାର୍ ମାନେ ଅବାକ୍…ଆପଣମାନେ ଏହାର ଉତ୍ତର ଜାଣି ନଥିଲେ ଜାଣି ରଖନ୍ତୁ

0 140

ଆଜିର ସବୁ ଠାରୁ ବଡ଼ ପ୍ରଶ୍ନ , ଯାହା IAS ରେ ବହୁତ ଥର ଆସି ସାରିଛି , ତେବେ ପ୍ରଶ୍ନ ଟି ହେଉଛି ପୁଅ ମାନେ ଝିଅ ମାନଙ୍କ ର ଗୋଡ଼ ଟେକି କଣ କରନ୍ତି । ଏହାର ନେଗେଟିଭ ଉତ୍ତର ଅଛି ଯାହା ଆପଣ ଜାଣିଛନ୍ତି । କିନ୍ତୁ ଏହାର ପୋଜେଟିଭ ଉତ୍ତର ମଧ୍ୟ ରହିଛି , ଯାହା ଆଜି ଆମେ ଆପଣଂକୁ ଜଣାଇବୁ ।

ତେବେ ବନ୍ଧୁ ମାନେ ଦୁନିଆରେ ବଢିବା ପାଇଁ ହେଲେ ସବୁ ପ୍ରକାର ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ପଡିବ । ଆଗ କାଳ ରେ ଲୋକ ମାନକୁ ଡାକି ଚାକିରୀ ଦେଉ ଥିଲେ । ପିଲା ଯଦି ପଞ୍ଚମ ପାସ କରିଛି ତାହାଲେ ଜାଣନ୍ତୁ , ସେ ନିହାତି ଗୋଟେ ସରକାରୀ ଚାକିରୀ କରି ଥିବ । ଆପଣ ମାନେ ମଧ୍ୟ ଆପଣଙ୍କ ଜେଜେ ବାପା ଓ ଅଜା ପାଖରୁ ଶୁଣି ଥିବେ ।

କିନ୍ତୁ ଆଜି ଭଳି ଦିନରେ ସାରା ଦିନ ସାରା ରାତ୍ରି ଅନିଦ୍ରା ହୋଇ ମଧ୍ୟ ଯେତେ ସତ ଚେଷ୍ଟା କଲା ପରେ ମଧ୍ୟ ଆପଣ ମାନେ ଗୋଟେ ଭଲ ସରକାରୀ ଚାକିରୀ ପାଇ ପାରୁ ନାହାନ୍ତି । ତେବେ ଏହାର ଗୋଟିଏ କାରଣ ଆପଣ ମାନେ କେବଳ ବହିର ପାଠ ପଢିଲେ କେବେ ହେଲେ ବହି ବାହାରେ ଥିବା ପାଠ କୁ ଆପଣ ପଢିଲେ ନାହିଁ । ତେବେ ଆସନ୍ତୁ ସେହି ବହି ବାହାର କିଛି ପ୍ରଶ୍ନ ର ଉତ୍ତର ବିଷୟରେ ଜାଣିବା ।

1, ପୂର୍ବ କାଳ କାଳରେ ଓଡିଶା ର ଅନ୍ୟ ନାମ କଣ ଥିଲା ।
ଉ, ଓଡ଼ିଶାର ଅନ୍ୟ ନାମ ଉତ୍କଳ ଥିଲା ।

2, ଭାରତ ରେ ପ୍ରଥମେ green revolution କେବେ ହୋଇ ଥିଲା । ଏବଂ କେଉଁ ଚାଷ କରା ଯାଇ ଥିଲା ।

ଉ, 1966 ରୁ 1969 ରେ ହୋଇ ଥିଲା , ଏହା ପ୍ରଥମେ ଗହମ ଚାଷ କରା ଯାଇ ଥିଲା ।

3,ଭାରତ ରେ ଧାନ ଅମଳ କରିବାରେ କେଉଁ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି ।
ଉ, ଭାରତ ରେ ଧାନ ଚାଷ କରିବାରେ west bengal ପ୍ରଥମ ସ୍ଥାନ ଅଧିକାର କରିଛି ।

4, ପୃଥିବି ରେ ଧାନ କେଉଁ ଦେଶ ଅଧିକ ଧାନ ଅମଳ କରି ଥାଏ ।
ଉ,ପୃଥିବି ରେ ଚୀନ ହେଉଛି ପ୍ରଥମ ସ୍ଥାନ ଅଧିକାର କରିଛି ଧାନ ଅମଳ କରି ବାରେ ।

5, ଭାରତ କୃଷି କାର୍ଯ୍ୟ କରିବାରେ ପୃଥିବି କେଉଁ ସ୍ଥାନ ରେ ରହିଛି ।
ଉ, ଭାରତ କୃଷି କାର୍ଯ୍ୟ କରି ବାରେ ପୃଥିବି ରେ ଦ୍ୱିତୀୟ ସ୍ଥାନ ରେ ରହିଛି । ଚୀନ ପ୍ରଥମ ସ୍ଥାନ ରେ ରହିଛି ।

6, ପୁଅ ମାନେ ଝିଅ ମାନଙ୍କ ର ଗୋଡ଼ କଣ ପାଇଁ ଟେକି ଥାନ୍ତି ।
ଉ, ପୁଅ ମାନେ ଝିଅ ମାନଙ୍କ ର ଗୋଡ଼ ଏଇଥି ପାଇଁ ଟେକି ଥାନ୍ତି । ଯେତେ ବେଳେ ଝିଅ ମାନଙ୍କ ଗୋଡ଼ ରେ କଣ୍ଟା ଫୋଡି ହୋଇ ଯାଏ । ସେମାନେ ତାକୁ ବାହାର କରନ୍ତି ।

7. ଗୋଟିଏ ପୁଅ ଗୋଟିଏ ଝିଅ ସହିତ ଏମିତି କ’ଣ କରିଥାଏ ଯେଉଁଥିପାଇଁ ସେ କାନ୍ଦି ପକାଏ ? 

ଉ-ଗୋଟିଏ ପୁଅ ଗୋଟିଏ ଝିଅ ସହିତ ‘ବିବାହ’ କଲେ ସେ କାନ୍ଦି ପକାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।