ଦେଖନ୍ତୁ viral ଭିଡିଓ :- ୭ ବର୍ଷ ର ପ୍ରେମ ଓ ୩ ବର୍ଷ ର ବିବାହ ପରେ ନିଜ ପ୍ରେମିକକୁ ଘରକୁ ଡାକି ନିଧୁମ ମାଡ ମରିଲେ ପ୍ରେମିକା.. ଆଉ ତା ପରେ ଯାହା ହେଲା……

0 219

ପ୍ରେମ ମଣିଷ କୁ ଦିନେ ବଡ ଲୋକ କରି ଦିଏ ପୁଣି ସେଇ ପ୍ରେମ ଦିନେ ମଣିଷ କୁ ଛୋଟ ଲୋକ କରି ଦିଏ । ପ୍ରେମ କରି ଆପଣ ସଫଳ ହୋଇ ଗଲେ ତାହାଲେ ବହୁତ ଭଲ । ଯଦି ଆପଣ ସଫଳ ହୋଇ ପାରିବେ ନାହିଁ ତାହାଲେ ଆପଣ ପୁରା ପାଗଳ ହୋଇ ଯିବେ । କିନ୍ତୁ ଆଜି କାଲି ର ପ୍ରେମ ରେ କେବଳ ପ୍ରତାରଣା ଦେଖିବା ପାଇଁ ମିଳୁଛି । ଆଜି କାଲିର ପ୍ରେମ ରେ ନାହିଁ ଭଲ ପାଇବା । ପ୍ରେମ ରେ କେବଳ ଧକା ଦେଖିବା ପାଇଁ ମିଳୁଛି ।

ଆଜି କାଲି ର ଯୁଗରେ ଝିଅ ମାନେ ମଧ୍ୟ ଏମିତି ହୋଇ ଗଲେଣି ଯେ ନିଜ ସ୍ୱାମୀ କୁ ଛାଡି ଦେଇ ପର ସ୍ୱାମୀ ଙ୍କ ସହିତ ରାସ ଲିଳା କରୁ ଛନ୍ତି । ତେବେ ଏତେ କଥା କହିବାର ମାନେ ହେଉଛି । ଆଜି ଆମେ ଯାହା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଆପଣ ମାନେ ଡରି ଯିବେ ।

ତେବେ ଘଟଣାଟି ହେଉଛି ଜଣେ ଯୁବକ କୁ ତାଙ୍କ ଶଶୁର ଘର ଲୋକ ଡାକି ତାଙ୍କୁ ନିର୍ଧୁମ ଛେଞ୍ଚିଲେ । ତେବେ ଜଣ ଙ୍କୁ ବିନା କାରଣ ରେ କ’ଣ ପାଇଁ ପିଟିବେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଟିକୁ ଜାଣିବା । ଭଦ୍ରକ ର ଝିଅ କୁ ଜଣେ କଟକ ର ଟୋକା ଭଲ ପାଉ ଥୁଲେ । ତେବେ ଝିଅ ଟିର ନାମ ପୂଜା ଓ ପୁଅ ଟିର ନାଁ ରାଜା । ତେବେ ସେମାନେ କଟକ ରେ ପଢୁ ଥିବା ସମୟରେ ଦୁହେଁ ଦୁହିଁ କୁ ବହୁତ ଭଲ ପାଉ ଥିଲେ ।

ତେବେ ସେମାନେ 2020 ମସିହା ରେ ତାଙ୍କର ବିବାହ ହୋଇ ଥିଲା । ତେବେ ବିବାହ ପରେ ସେମାନେ ବହୁତ ଖୁସି ରେ ଥିଲେ । କିନ୍ତୁ ଦିନକର ଘଟଣା ହଟାତ ପୂଜା ତାଙ୍କ ସ୍ୱାମୀଙ୍କୁ ଭଦ୍ରକ ଡାକି ଥିଲେ । ରାଜା ମଧ୍ୟ ତାଙ୍କ କଥା ମାନି ଭଦ୍ରକ ଯାଇ ଥିଲେ ।କିନ୍ତୁ ଘଟଣା ସ୍ଥଳ ରେ ରାଜା କୁ ବହୁତ ପିଟି ଥିଲେ ପୂଜା ର ଘର ଲୋକ । ତେବେ ରାଜା ଏବେ କଟକ ବଡ ମେଡ଼ିକାଲ ରେ ଚିକିତ୍ସିତ ଅବସ୍ଥା ରେ ଅଛନ୍ତି । ଏହାର କାରଣ ହେଉଛି ପୂଜା ଆଉ ଜଣକୁ ବହୁତ ଭଲ ପାଉ ଥିଲେ ।

ରାଜା ସହିତ ବିବାହ ପରେ ପୂଜା ଆଉ ଜଣେ ଧନୀ ଲୋକ କୁ ଭଲ ପାଉ ଥିଲେ । ସେହି ଧନୀ ଲୋକ କଥା ଦେଇ ଥିଲେ ପୂଜା କୁ ବିବାହ କରିବା ପାଇଁ । ସେଥି ପାଇଁ ସେହି ଲୋକ କହି ଥିଲେ ପୂଜା ର ସ୍ୱାମୀ କୁ ମାରି ଦେଲେ ସେ ତାଙ୍କୁ ବିବାହ କରିବେ ବୋଲି । ତେବେ ସେଥି ପାଇଁ ପୂଜା ରାଜା କୁ ଡାକି ତାଙ୍କ ଘରେ ସତ ମିଛ କହି ନିର୍ଧୁମ ପିଟି ଥିଲେ । ତେଣୁ ବନ୍ଧୁ ମାନେ ଆପଣ ମାନେ ସତର୍କ ହୋଇ ଯାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।