ସରକାର ଙ୍କ ବଡ଼ ନିଷ୍ପତ୍ତି – ନିଜର Wifeଙ୍କ ନାମରେ ଖୋଲନ୍ତୁ ଏହି Account , ଆଉ ପ୍ରତି ମାସରେ ପାଆନ୍ତୁ 50,000 ଟଙ୍କା…ଜାଣନ୍ତୁ କିପରି

0 484

ସ୍ତ୍ରୀ ଙ୍କ ନାମ ରେ ଖୋଲନ୍ତୁ ଏହି ଏକାଉଣ୍ଟ ଆଉ ମାସରେ ପାଆନ୍ତୁ 50 ହଜାର ଟଙ୍କା । କେନ୍ଦ୍ର ସରକାର ନାରୀ ମାନଙ୍କ ପାଇଁ ଏହି ଯୋଜନା ଟି ଆରମ୍ଭ କରୁ ଛନ୍ତି । ଆଜିର ଏହି ଆଧୁନିକ ସମାଜ ରେ ନାରୀ ମାନକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏହି ଭଳି ଯୋଜନ ପ୍ରସ୍ତୁତ କରୁ ଛନ୍ତି । ଏହି ପରି ଯୋଜନା ନାରୀ ମାନଙ୍କ କାମରେ ବହୁତ ଆସିବ । ଆଜି କାଲି ର ନାରୀ ମାନେ ବହୁତ ଆତ୍ମ ନିର୍ଭରଶୀଳ ହୋଇ ଗଲେଣି । ସେମାନେ ଏବେ ନିଜେ ଆୟ କରି ପାରୁ ଛନ୍ତି ।

କାହାରି ଉପରେ ସେମାନେ ଆଉ ଭରସା କରୁ ନାହାନ୍ତି । ତେବେ ଆଜି କାଲି ର ବିକଶିତ ଯୁଗ ରେ ନାରୀ ମାନଙ୍କ ଆତ୍ମନିର୍ଭରଶୀଳ କୁ ଆଖି ଆଗରେ ରଖି କେନ୍ଦ୍ର ମନ୍ତ୍ରୀ ଏହି ଭଳି ଗୋଟେ ଯୋଜନା କରି ଛନ୍ତି । ଯାହା ଫୋଳରେ ନାରୀ ମାନକୁ କେବେ କେହି ଆଙ୍ଗୁଠି ଉଠେଇ ପାରିବେ ନାହିଁ । ତେବେ ସମ୍ପୂର୍ଣ୍ଣ ଯୋଜନା ବିଷୟରେ ଆସନ୍ତୁ ଜାଣିବା ।

ମହିଳା ମାନକୁ ସ୍ୱାଧୀନ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କ ନାଁ ରେ ଏକ NPS ଖାତା ଖୋଲିବା ପାଇଁ ପଡିବ । ଯାହା ଫୋଳରେ ତାଙ୍କର 60 ବର୍ଷ ପୂରଣ ହେବା ପରେ । NPS ଏକାଉଣ୍ଟ ତାଙ୍କୁ ଲକ୍ଷେ ଟଙ୍କା ଦେଵ । ଏଥି ସହିତ ସେ ପେନସନ ଆକାରରେ ସେ ପ୍ରତି ମାସ ପାଇ ପାରିବେ । ଏକ NPS ଏକାଉଣ୍ଟ ସହିତ ଆପଣମଧ୍ୟ ସ୍ଥିର କରି ପାରିବେ ଆପଣ କେତେ ଟଙ୍କା ପାଇ ପାରିବେ ।

ତେବେ ମହିଳା ମାନେ 60 ବର୍ଷ ପରେ ତାଙ୍କୁ ଆଉ କାହା ଆଗରେ ହାତ ପତେଇବେ ନାହିଁ । ତେବେ ଆପଣ ସୁବିଧା ଅନୁସାରେ ଏହି NPS ରେ ଟଙ୍କା ଜମା କରି ପାରିବେ । ଆପଣ ଏହି ଏକାଉଣ୍ଟ ରେ ଯେବେ ପାରିବେ ସେବେ ପଇସା ରଖି ପାରିବେ । ଆପଣ ମାନେ ଏଥିରେ ହୋଜରେ କିମ୍ବା ତା ଠାରୁ ଅଧିକ ଟଙ୍କା ରଖି ପାରିବେ।ନୂତନ ନିୟମ ଅନୁ ଯାଇ ଆପଣ ଯଦି NPS ରେ 65 ବର୍ଷ ପର୍ଯ୍ୟନ୍ତ ଟଙ୍କା ରଖି ପାରିବେ ତାହାଲେ ଆପଣ 45 ହଜାର ଟଙ୍କା ମାସକୁ ପାଇ ପାରିବେ ।

ମୋଟା ମୋଟୀ ଭାବରେ କହିବା ପାଇଁ ଗଲେ ଆପଣ ଯଦି ଏହି ଏକାଉଣ୍ଟ ରେ 30 ରୁ 60 ବର୍ଷ ପର୍ଯ୍ୟନ୍ତ 5 ହଜାର ଲେଖାଏଁ ରଖିବେ ତାହାଲେ ଆପଣ ଏକ କୋଟି ବାର ଲକ୍ଷ ଟଙ୍କା ଆପଣ ପାଇ ପାରିବେ । ତେବେ ଏହି ଯୋଜନା କେବଳ ସ୍ତ୍ରୀ ଲୋକ ମାନଙ୍କ ପାଇଁ ହୋଇଛି । ତେଣୁ ଆପଣ ମାନେ ଚାହିଁଲେ ସବୁ କରି ପାରିବେ ତେଣୁ ଯଥା ଶୀଘ୍ର ଯାଇ ଆପଣଙ୍କ ର ଯଦି ବ୍ୟାଙ୍କ ରେ ଆକାଉଣ୍ଟ ନାହିଁ , ତାହାଲେ ନିଜର ପ୍ରଥମେ ଗୋଟେ ଏକାଉଣ୍ଟ ଖୋଲନ୍ତୁ । ଭବିଷ୍ୟତ ରେ ଆପଣଙ୍କର ବହୁତ କାମ ରେ ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।