ଦେଖନ୍ତୁ Viral ଭିଡିଓ : ଉଠ ଧନ ଉଠ ମୁଁ ଥାଉ ଥାଉ ତୁ ମରିପାରିବୁନି, ଗୋଟେ ମା” ର ଏଭଳି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ…

0 225

ଆଜି ଆମେ ଆପଣଂକୁ ଏମିତି କିଛି ଘଟଣା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ଆପଣଙ୍କ ଛାତି ଫାଟି ଯିବ । ତେବେ ଭାଇରାଲ ଭିଡିଓ ରେ ଦେଖିବା ପାଇଁ ମିଳିଛି ଜଣେ ମା ତା ପୁଅ ପାଖରେ ବହୁତ କାନ୍ଦିବାରେ ଲାଗିଛି । ତେବେ ମା ଏଠି ବିଶ୍ୱାସ କରି ପାରୁ ନାହିଁ ତାର ପିଲା ମୋରି ଯାଇଛି ବୋଲି । ଜୀବନ ରେ ଯଦି କେହି ଆପଣଂକୁ ଭଲ ପାଉଅଛି ସେ ହେଉଛି କେବଳ ମା । ମା ନିସ୍ୱାର୍ଥପର ଭାବରେ ଭଲ ପାଇ ଥାଏ ।

ଆଉ ଯେତେ ସବୁ ସାଙ୍ଗ ସାଥି ରହିଲେ ଏମାନେ ସବୁ ନିଜ ସ୍ୱାର୍ଥ ପାଇଁ ଭଲ ପାଇ ଥାନ୍ତି । 10 ମାସ 10 ଦିନ ଗର୍ଭ ଧାରଣ କରି ମା ଆମକୁ ଜନ୍ମ ଦେଇ ଥାଏ । ଯଦି 24 ବର୍ଷ ର ପୁଅ ତା ଆଖି ଆଗରେ ମୃତୁ ହୋଇ ଯାଏ । ତାହାଲେ ମା କେମିତି ବିଶ୍ୱାସ କରିବ ତା ପୁଅ ତାକୁ ଛାଡି ଚାଲି ଯାଇଛି ବୋଲି ।
ତେବେ ଏପରି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ସାହୁ ପୋଡା ଗ୍ରାମରେ ଦେଖିବା ପାଇଁ ମିଳିଛି । ତେବେ ପିଲାଟି ବାହାରେ ସୁରାଟ ରେ କାମ କରୁ ଥିଲା । ପିଲାଟି ମଧ୍ୟ ମାସକୁ ବହୁତ ଟଙ୍କା ପଠାଏ । 10 ହଜାର ଟଙ୍କା ତାଙ୍କ ଘରକୁ ପଠାଏ । ତେବେ କିନ୍ତୁ ଲକଡାଉନ ହେବା ଫଳରେ ସେ ତାର ନିଜ ଗାଁ କୁ ପଳେଇ ଆସି ଥିଲା । ତେବେ ଘରେ ଆସି କିଛି ଦିନ ରହିବା ପରେ ।

ହଟାତ ତାକୁ 2 ଥର ବାନ୍ତି ହୋଇ ଗଲା , ଦେହ ମଧ୍ୟ ଦୁର୍ବଳ ଲାଗିଲା , ସେଥି ପାଇଁ ମଧ୍ୟ ସେ ଡାକ୍ତର ଖାନା ଯାଇ ଥିଲା । ସେଠାରେ ତାକୁ କୌଣସି କରନା ଟେଷ୍ଟ କରି ନ ଥିଲେ । ସେମିତି ମେଡ଼ିସିନ ଦେଇ ଥିଲେ । ଯାହା ଫୋଳରେ ସକାଳେ ପିଲା ଟିକୁ ଡାକିବା ରୁ ସେ ଆଉ ଶୁଣୁ ନାହିଁ କି କଥା ମଧ୍ୟ ହେଉ ନାହିଁ ।ତା ପରେ ସେହି ପିଲା ଟିକୁ ଡାକ୍ତର ଖାନା ନେଇ ଯାଇ ଥିଲେ , ଡାକ୍ତର ତାଙ୍କୁ ମୃତ ଘଷଣା କରି ଥିଲେ ।

ତେବେ ଏବେ ତାକୁ ପୋଷ୍ଟମୋଟମ ପାଇଁ ନେଇ ଛନ୍ତି । ତାଙ୍କ ମା ଏବେ ମଧ୍ୟ ବିଶ୍ୱାସ କରି ପାରୁ ନାହିଁ ତା ର ପୁଅ ମୋରି ଯାଇଛି ବୋଲି । ଆପଣ ମାନେ ସେହି ଭାଇରାଲ ଭିଡିଓ ରେ ଦେଖିବେ କେମିତି ତାର ମା କାନ୍ଦୁଛି । ଆପଣ ମାନଙ୍କର ମଧ୍ୟ ଲୁହ ଆସି ଯିବ । ତେବେ ଡାକ୍ତର ଖାନା ରେ ଏବେ ଉଠୁଛି ଆଉ ପଡୁଛି । ତେବେ ବର୍ତ୍ତମାନ ସେ ଭିଡିଓ ଟି ସମସ୍ତେ ଦେଖି ଦୁଃଖ ପ୍ରକାଶ କରୁ ଛନ୍ତି । ସେଥି ପାଇଁ କୁହା ଯାଏ । ଜୀବନ ରେ ଆପଣ ଯେତେ ଯାହାକୁ ଭଲ ପାଉ । ମା କୁ କେବେ ହେଲେ ଭୁଲିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।