IAS Interview ରେ ପୁଅଟିକୁ ପଚାରାଗଲା ଏପରି ପ୍ରଶ୍ନ, ଯାହାର ଉତ୍ତର ଦେଇ ବନିଲେ IAS, ଏହାର ଉତ୍ତର ଜାଣିଲେ ଆପଣ ହୋଇଯିବେ ଚକିତ..ଉତ୍ତର ଜାଣି ନଥିଲେ ଶୀଘ୍ର ଦେଖନ୍ତୁ

0 155

ଏ ବର୍ଷର ସବୁ ଠାରୁ ବଡ଼ ପ୍ରଶ୍ନ ଥିଲା । କିନ୍ତୁ ଏହାର ଉତ୍ତର କେହି ଦେଇ ପାରି ନ ଥିଲେ । ଏହାକୁ ସମସ୍ତେ ବହିରେ ଖୋଜିବା ରେ ଲାଗି ଥିଲେ , କିନ୍ତୁ ଏହି ପ୍ରଶ୍ନ ଟି ବହିରେ ମିଳିବା ବହୁତ କଷ୍ଟକର ହୋଇ ପଡି ଥିଲା । ଯଦି ଏହି ପ୍ରଶ୍ନ ର ଉତ୍ତର ବହିରେ ନାହିଁ ତାହାଲେ ଏହାର ଉତ୍ତର ଜଣେ ଦେଵ କେମିତି । କହିବା ପାଇଁ ଗଲେ ଏହା ଉତ୍ତର କେବଳ ସୋସିଆଲ ମିଡ଼ିଆ ରେ ପାଇ ପାରିବ ।

ଗୁଗୁଲ ରେ ମଧ୍ୟ ପାଇ ପାରିବ । ତେବେ ଏମିତିକା ପ୍ରଶ୍ନ ର ଉତ୍ତର ଆଜି ଆମେ କହିବା ପାଇଁ ଯାଉଛୁ ଯାହା ବହିରେ ନାହିଁ । ଆମେ ଏହି ପ୍ରଶ୍ନ ର ଉତ୍ତର ଗୁଡିକ ବହୁତ କଲେକ ସନ କରି ଆପଣ ମାନକୁ ଜଣାଉଛୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ର ଉତ୍ତର ବିଷୟରେ ।


ବନ୍ଧୁଗଣ ବର୍ତ୍ତମାନ ର ଏହି କଂପିଟିଟିଭ ଜମାନା ରେ ଆପଣ ଙ୍କୁ ଏକ ଚାକିରୀ କରିବାକୁ ହେଲେ ସାଧାରଣ ଜ୍ଞାନ ର ବହୁତ ଆବଶ୍ୟକତା ରହିଛି। କାହିଁକି ନା ଆପଣ ଜୀବନରେ ଯାହା କିଛି ବି କରିବାକୁ ଚାହାନ୍ତୁ ନା କାହିଁକି ଯଦି ଆପଣଙ୍କ ର ସାଧାରଣ ଜ୍ଞାନ ରେ ଭଲ ଜ୍ଞାନ ନାହିଁ ତେବେ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ।ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

1, ଇଣ୍ଟର ନେଟ ରେ ବ୍ୟବହାର ହେଉ ଥିବା WWW ର ଅର୍ଥ କଣ ।
ଉ, ଏହାର ଅର୍ଥ ହେଉଛି world wide web ।

2, ବିଶ୍ୱର ଉଚ୍ଚତମ ପର୍ବତ ସୃଙ୍ଘ ର ନାମ କଣ ।
ଉ, ବିଶ୍ୱର ଉଚ୍ଚତମ ପର୍ବତ ସୃଙ୍ଘ ର ନାମ ଏଭରେଷ୍ଟ ।

3, ଭାରତୀୟ ଜାତୀୟ କଂଗ୍ରେସ କେଉଁ ମସିହା ରେ ଗଠିତ ହୋଇ ଥିଲା ।

ଉ, ଭାରତୀୟ ଜାତୀୟ କଂଗ୍ରେସ 1885 ମସିହା ରେ ଗଠିତ ହୋଇ ଥିଲା ।


4, ରାଇଡର କେଉଁ ଖେଳ ବା କ୍ରୀଡା ସହିତ ସମ୍ବନ୍ଧିତ ।
ଉ, ରାଇଡର କବାଡି ଖେଳ ସହିତ ସମ୍ବନ୍ଧିତ ।

5, ଭାରତ ରେ କେଉଁ ନଦୀ ର ଜଳ ପ୍ରାତ ଅଧିକ ।

ଉ, ସରବତୀ ।

6, ଅଶକ ସ୍ତମ୍ଭ କେଉଁ ଠାରେ ଅବସ୍ଥିତ ।

ଉ, ଅଶୋକ ସ୍ଥମ୍ଭ ସାର ନାଥ ରେ ଅବସ୍ତିତ ।

7, ମୌଳିକ ଅଧିକ ଗୁଡିକ ମଧ୍ୟରେ ସମାନତା ଅଧିକାର ର ଅର୍ଥ କଣ ।
ଉ, ମୌଳିକ ଅଧିକାର ଗୁଡିକ ଭିତରୁ ସମାନତା ଅଧିକାର ର ଅର୍ଥ ହେଉଛି ଆଇନ ଆଗରେ ସମସ୍ତେ ସମାନ ।


8, କେଉଁ ଜିନିଷ ଟି ଚଉଠି ରାତି ରେ ସ୍ତ୍ରୀ କେବେ ହେଲେ ଖଲେ ନାହିଁ ।

ଉ, ଚଉଠି ରାତି ରେ ସ୍ତ୍ରୀ ମଙ୍ଗଳ ସୂତ୍ର ଖୋଲେ ନାହିଁ ।

9, ମା ହିଁ ଜନ୍ମ ଦେଇ ଥାଏ , ମା ହି ଛୁଇଁ ଦେଲେ ସେ ମରି ଯାଏ ।
ଉ, ତେବେ ଉତ୍ତର ଟି ହେଉଛି ଲୁଣ ।

10, ପ୍ରଥମେ ଛେପ ମାରିକି ଛିଡା କରା ଯାଇ ଥାଏ , ତା ପରେ ତାକୁ ଗାତ ଭିତରେ ପୁରା ଯାଇ ଥାଏ । ସେହି ଜିନିଷ ଟି କଣ ।

ଉ, ତେବେ ପ୍ରଥମେ ସୂତା କୁ ଛେପ ମାରି ଠିଆ କରା ଯାଇ ଥାଏ , ତା ପରେ ତାକୁ ଛୁଞ୍ଚି ଭିତରେ ପୁରା ଯାଇ ଥାଏ ।
ତେବେ ଆଜିର ପ୍ରଶ୍ନ ଆପଣଙ୍କ ର ବହୁତ କାମ ରେ ଆସିବ ।

11. ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚି ଥାଏ, ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର :- ନିଆଁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।