IAS ପ୍ରଶ୍ନ- ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିଲେ ଲାଲ ହୋଇଯାଏ ? ଏହାର ଉତ୍ତର ଜାଣିଲେ ଆପଣ ହୋଇଯିବେ ଅବାକ….

0 256

ଆଜି କାଲି ଦୁନିଆରେ ବିଦ୍ୟାର୍ଥୀ ସବୁ ବେଳେ ପୁସ୍ତକ ଜ୍ଞାନ ବିଷୟରେ ଜାଣୁ ଛନ୍ତି । ପୁସ୍ତକ ରେ ଯାହା ଲେଖା ଅଛି ତାହା ସେମାନେ ସେଥିରୁ ଜ୍ଞାନ ଆହାରଣ କରୁ ଛନ୍ତି । କିନ୍ତୁ ବହାରିଆ ନଲେଜ ବିଷୟରେ ଏମାନେ କିଛି ବୁଝୁ ନାହାନ୍ତି । ତେବେ ଆଜି ଆମେ ଆପଣଂକୁ ଏମିତି ଗୋଟେ ପ୍ରଶ୍ନ ବିଷୟରେ କହିବା ପାଇଁ ଯାଉଛୁ , ଯାହା ବହୁତ ଲୋକ ସେହି ଉତ୍ତର ଟି ଦେଇ ପାରିଲେ ନାହିଁ । ତେବେ ସେହି ପ୍ରଶ୍ନ ହେଉଛି , ଝିଅ ମାନଙ୍କର ଏମିତି କେଉଁ ଜିନିଷ ଟି ଚାଲିଲେ ହଲେ କିନ୍ତୁ ବସି ଗଲେ ଆଉ ହଲେନି ।

ତେବେ ତାହାର ଉତ୍ତର ଟି କଣ । ଗୋଟେ ପରୀକ୍ଷା କୁ ଫେସ କରିବା ପାଇଁ ହେଲେ ଆମକୁ ବହୁତ କଷ୍ଟ କରିବା ପାଇଁ ପଡିବ । ଆମକୁ ବହାରିଆ ନଲେଜ ବି ଦରକାର ଏବଂ ବହି ଭିତରେ ଥିବା ନଲେଜ ମଧ୍ୟ ଦରକାର । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ ବିଷୟରେ ।

1, ଚାଲିବା ଗଛର ଫୋଳ ହୋଲୁଚି ସେହି ଫୋଳ ଟି କଣ ।
ଉ, କାନ ଫୁଲ ।

2, କଳା ଟା ପଶିଲା ଲାଲ ଟି ବାହାରିଲା ।
ଉ, କଳା ଟା ପଶିଲା ଲାଲ ଟି ବାହାରିଲା ଲୁହା ।

3, ନୂଆ ବେଳେ ବଡ଼ , ପୁରୁଣା ହେଲେ ଛୋଟ , ଓ ନୂଆ ବେଳେ ନରମ ପୁରୁଣା ବେଳେ ଟାଣ ।
ଉ, ଏହାର ଉତ୍ତର ହେଉଛି ତକିଆ ।

4, ଝିଅ ମାନକୁ ମୋଟା ଓ ଲମ୍ବା କଣ ପସନ୍ଦ ।
ଉ, ବାଳ

5, ଗୋଟେ ପୁଅ ଓ ଆଉ ଗୋଟେ ଝିଅ ଗାଲ ରେ କଣ ଦେଇ ପାରିବ ।
ଉ, ଗୋଟେ ପୁଅ ଓ ଗୋଟେ ଝିଅ ଗାଲ ରେ ଚାପୁଡ଼ା ଦେଇ ପାରିବ ।

6, ଝିଅ ଚାଲୁଛି ଓ ତାର ଦୁଇଟି ଯାକ ହଲୁଚି ସେହି ଜିନିଷ ଟି କଣ କୁହ ।
ଉ, ସେହି ଜିନିଷଟି କାନ ଫୁଲ ।

7, ପୁଅ ଓ ଝିଅ ମାନେ କେତେ ବେଳେ ଲୁଗା ବାହର କରନ୍ତି ।
ଉ, ଲୁଗା ସୁଖୀ ଗଲେ ।

8, ଝିଅ ମାନେ କେତେ ବେଳେ କୁହନ୍ତି ଟିକେ ଅଧିକ କର ନହେଲେ ଟିକେ କମ କର ।
ଉ, ଗୁପ ଚୁପ ଖାଇବା ସମୟରେ ।

9, ଏମତି କଣ ଅଛି ଯେ ଝିଅ ମାନଙ୍କର ଦୁଇଟା କିନ୍ତୁ ଗାଈ ମାନଙ୍କର ଚାରି ଟା ।
ଉ, ସେହି ଜିନିଷ ଟି ଗୋଡ଼ । ଝିଅ ର ଦୁଇଟି କିନ୍ତୁ ଗାଈ ର ଚାରଟି ।
10, ଝିଅ ମାନଙ୍କର ଦୁଇ ଗୋଡ଼ ମଝିରେ କଣ ରହିଛି ।
ଉ, ଆଣ୍ଠୁ ।

11, ଥିରେ ଥିରେ ଠିଆ କଲି ତାପରେ କଣା ଦେଖି ଗୋଳେଇ ଦେଲି ।
ଉ, ଛୁଞ୍ଚି ରେ ସୂତା ପୁରେଇବା ।
12, କଣ ବାଜିଲେ ପିଲା ମାନେ ବାହାରି ଆସନ୍ତି ।
ଉ, ସ୍କୁଲ ର ବେଲ ବାଜିଲେ ପିଲା ମାନେ ବାହାରି ଆସନ୍ତି ।

13. ଝିଅ ମାନଙ୍କର କେଉଁ ଜିନିଷକୁ ଚାଟିଲେ ଲାଲ ହୋଇଯାଏ ? 

ଉ- ଓଠ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।