ଖୁସି ଖବର : E-Shrama Card ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ଏହି ତାରିଖରେ ଟଙ୍କା…ସେୟାର କରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ

0 123

ଆପଣ ମାନେ ଇ-ଶ୍ରମ କାର୍ଡ କରି ଛନ୍ତି କି । ଯଦି କରି ନାହାନ୍ତି ତାହାଲେ ଏବେ କରି କରି ଦିଅନ୍ତୁ । କାରଣ ଏହି କାର୍ଡ ଯାହା ପାଖରେ ଥିବ । ତାଙ୍କୁ ଏବେ 10 ହଜାର ଟଙ୍କା ମିଳିବା ପାଇଁ ଯାଉଛି । ସିଧା ଆସି ଆପଣ ଙ୍କ ଆକାଉଣ୍ଟ ରେ ଜମା ହେବ ଏଇ ପଇସା । ଯଦି କରି ନାହାନ୍ତି ତାହାଲେ ଏବେ କରି ଦିଅନ୍ତୁ । ଏହି କାର୍ଡ କରିବାର ଶେଷ ତାରିଖ ହେଉଛି ଡିସେମ୍ବର 31 ତାରିଖ । ଯେଉଁ ମାନେ କରି ନାହାନ୍ତି ସେମାନେ ଯାଇ ଏହି କର୍ଡ଼ କେଇ5 ନିୟନ୍ତୁ ।

ଏହାର ଶେଷ ତାରିଖ ପାଖେଇ ଆସି ଲାଣି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ବଡ଼ ଘଷଣା ଏହି ଇଶ୍ରମ କାର୍ଡ ଯାହା ପାଖରେ ଥିବ , ଜାନୁଆରୀ ପ୍ରଥମ ସପ୍ତାହ ରେ ଆପଣଙ୍କ ଏକାଉଣ୍ଟ କୁ 10 ହଜାର ଟଙ୍କା ଆସିବା ପାଇଁ ଯାଉଛି । ତେଣୁ ଆପଣ ମାନେ ଏହି ସୁଜଗ କୁ କେବେ ହେଲେ ହାତ ଛଡ଼ା କରନ୍ତୁ ନାହିଁ ।

ଏମିତିକା ସୁଯଗ ବହୁତ କମ ଆସେ । ପ୍ରଧାନ ମନ୍ତ୍ରୀ ଙ୍କର ସବୁ ଯୋଜନା ଠାରୁ ଇଶ୍ରମ କାର୍ଡ ର ଯୋଜନା ହେଉଛି ଅନ୍ୟତମ । ତେଣୁ ଆପଣ ମାନେ ଯଥା ଶୀଘ୍ର ଏହି କାର୍ଡ କୁ ଆପଣ କରି ଦିଅନ୍ତୁ ଓ ପାଇ ଜାନ୍ତୁ 10 ହଜାର ଟଙ୍କା ର ପ୍ୟାକେଜ । ଯେମିତି କାଳିଆ ଯୋଜନା ରେ ବହୁତ ଲୋକ ଏଥିରେ ଉପକୃତ ହୋଇ ଥିଲେ । ଠିକ ସେହି ଭଳି ଫେଜ ବାଇ ଫେଜ ଏହି ଟଙ୍କା ମିଳିବା ପାଇଁ ଯାଉଛି । କାଳିଆ ଯୋଜନା ରେ ମଧ୍ୟ ଟଙ୍କା ମିଳୁ ଥିଲା ।

ଠିକ ସେହି ଭଳି ଏଥିରେ ମଧ୍ୟ ଟଙ୍କା ମିଳିବା ପାଇଁ ଯାଉଛି । ଏବେ ମୁଖ୍ୟ ମନ୍ତ୍ରୀ ବୁଲି ବୁଲି ହେଲଥ କାର୍ଡ ବାଣ୍ଟୁ ଛନ୍ତି । ଏହି କାର୍ଡ ସୁବିଧା ରେ ଆପଣଂକୁ ଯେତେ ବଡ଼ ରୋଗ ହୋଇ ଥାଉ । ସବୁ ଖର୍ଚ୍ଚ ମୁଖ୍ୟ ମନ୍ତ୍ରୀ କରିବେ । ତେବେ ଯେଉଁ ଯୋଜନା ଆସୁ ଆପଣ ମାନେ ସବୁ ଯୋଜନା ଗୁଡିକରେ ସାମିଲ ହୁଅନ୍ତୁ ।

ଏବେ ସବୁ ଯୋଜନା ଆସିବା ପାଇଁ ଯାଉଛି କାରଣ ପଂଚାୟତ ନିର୍ବାଚନ ପାଖେଇ ଆସିଲାଣି । ସମସ୍ତେ ଏବେ ସାହାର୍ଯ୍ୟ କରିବେ । ତେଣୁ ଆପଣ ମାନେ ଏହି ସୁଯଗ ଗୁଡିକୁ ହାତ ଛଡା କରନ୍ତୁ ନାହିଁ । ଆପଣ ଏହି ଇଶ୍ରମ କାର୍ଡ କରି ଦିଅନ୍ତୁ , ଆପଣଙ୍କ ର ଭବିଷ୍ୟତ ରେ ବହୁତ କାମ ରେ ଆସିବା ପାଇଁ ଯାଉଛି । କାରଣ ଏହି ଇଶ୍ରମ କାର୍ଡ ସାହାଯ୍ୟରେ ଆପଣ ଙ୍କୁ ଆଗକୁ ବହୁତ କିଛି ପାଇ ପାରିବେ । କାରଣ ଦେଶ ଏବେ ଆଗେଇଲାଣି । ତେଣୁ ଏହି କାର୍ଡ ଥିଲେ କଲେଜ ରେ ମଧ୍ୟ ଆପଣ ସ୍କୋଲର ସିପ ପାଇ ପାରିବେ । ତେଣୁ ଶେଷ ତାରିଖ ପାଖେଇ ଆସି ଲାଣି ଯଥା ଶୀଘ୍ର ଆପଣ ଏହି ଇଶ୍ରମ କାର୍ଡ ଟି କରି ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।