ଟ୍ରେନ୍ ଭିତରେ ଯୁବତୀଙ୍କ ଲଜ୍ୟାଜନକ ହରକତ୍, ଉପରେ ବସିଥିବା ଲୋକ କରିଦେଲେ ରେକର୍ଡିଙ୍ଗ…..ଦେଖନ୍ତୁ ଭିଡିଓ

0 271

ଆଜିର ଏହି ଟେକ୍ନୋଲୋଜି ର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ହାତରେ ନିଶ୍ଚିତ ଭାବରେ ସ୍ମାର୍ଟ ଫୋନ ରହିଛି। ସେଥିପାଇଁ ପ୍ରତିଦିନ ଯେଉଁ କିଛି ନା କିଛି ଘଟଣା ଘଟିଥାଏ , ସେହି ଘଟଣା ଗୁଡ଼ିକ ଆପଣମାନେ ଘରେ ବସି ଜାଣି ପାରୁଥିବେ। ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଯାହାଫଳରେ ଆପଣମାନେ ଘରେ ରହି ମଧ୍ୟ ସମସ୍ତ ତଥ୍ୟ ଜାଣି ପାରନ୍ତି।

ଅନେକ ସମୟରେ ଆପଣମାନେ ନିଶ୍ଚୟ ଦେଖିଥିବେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ, ଯାହାକି ଦେଖି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ବେଳେବେଳେ ଏମିତି କିଛି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ବା ଶୁଣିବା ପାଇଁ ବହୁତ ଲଜ୍ଜାଜନକ ହୋଇଥାଏ।

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ସେମିତି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ତେବେ ଘଟଣା ଟି ହେଉଛି ଜଣେ ଯୁବତୀ ଟ୍ରେନ୍ ଭିତରେ ଚୋରି କରୁଥିବା ସମୟରେ ସେ ଦୃଶ୍ୟ ମୋବାଇଲ୍ ରେ ରେକର୍ଡ କରିଛନ୍ତି। ଯୁବତୀ ଙ୍କ ନାଇରା ଚୋରି କରିବାର ଷ୍ଟାଇଲ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଯାହାକି ବର୍ତ୍ତମାନ ସମୟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ସାଧାରଣ ଲୋକ ମାନଙ୍କୁ ଠାରୁ ଚୋର ମାନେ ସର୍ବଦା ଚାଲାକ ହୋଇଥାନ୍ତି। ସେମାନେ ଚୋରି କରିବା ପାଇଁ ସର୍ବଦା ସୁଯୋଗ କୁ ଖୋଜି ଥାନ୍ତି। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ। କେବେ ନା କେବେ ଧରା ପଡ଼ିଥାଏ ।

ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ,ଯୁବତୀ ଜଣକ ଟ୍ରେନ ଭିତରେ ପ୍ରବେଶ କରୁଛନ୍ତି। ସିଟ୍ ରେ କିଛି ମହିଳା ଶୋଇଥିବା ସମୟରେ ଯୁବତୀ ଜଣକ ଏପଟେ ସେପଟେ ଅନାଇ ଧୀରେ ଧୀରେ ତାଙ୍କ ପକେଟ୍ ରୁ ମନିପୋର୍ସ କୁ ବାହାର କରି ସେଥିରେ ଥିବା ଟଙ୍କା କୁ ବାହାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରେନ୍ ର ଉପର ସିଟ ରେ ବସିଥିବା କିଛି ବ୍ୟକ୍ତି ଏହି ଦୃଶ୍ୟ କୁ ସେମାନଙ୍କ ମୋବାଇଲ୍ ରେ ରେକର୍ଡ କରି ନେଇଥିଲେ।

ପ୍ରଥମେ ସେ ଯୁବତୀ ଙ୍କୁ ସେତେଟା ଧ୍ୟାନ ଦେଇ ନଥିଲେ। କିଛି ସମୟ ଯିବା ପରେ ଯୁବତୀ ଜଣକ ଏପଟ ସେପଟ ଚାହିଁବା ଦେଖି ସେ ବ୍ୟକ୍ତି ଜଣକ ସନ୍ଦେହ କରିଥିଲେ। ଏହା ପରେ ସେ ନିଜ ମୋବାଇଲ ଫୋନ ବାହାର କରି ରେକର୍ଡ କରିଥିଲେ। ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ତେଣୁ ଆପଣ ମାନେ ଟ୍ରେନ୍ ରେ ଯାତ୍ରା କରୁଥିଲେ ସର୍ବଦା ସତର୍କ ହୋଇ ରହିବେ। ନଚେତ୍ ଆପଣଙ୍କୁ ମଧ୍ୟ ଏହି ଭଳି ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିବ। ତେଣୁ ସର୍ବଦା ସାବଧାନ ରହିବା ହିଁ ବୁଦ୍ଧିମତାର ପରିଚୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।