ହେ ଭଗବାନ ! ସର୍ବ ସମ୍ମୁଖରେ ବଳି ଦେଇଦେଲେ ୬ ବର୍ଷର ଶିଶୁପୁତ୍ରକୁ, ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ପାଦ ତଳ ଥରି ଉଠିବ…ଦେଖନ୍ତୁ ଭିଡ଼ିଓ

0 2,415

ଆଜି କାଲି ଦୁନିଆ ରେ ମଧ୍ୟ ଲୋକେ ଅନ୍ଧ ବିଶ୍ୱାସ ରେ ବୁଡି ରହୁ ଛନ୍ତି । ଆଗ କାଳ ରେ ଲୋକ ମାନେ ମାଙ୍କ ପାଖରେ ବୋଳି ଦେଉ ଥିଲେ । କିନ୍ତୁ ଏହି 2021 ମସିହା ରେ ମଧ୍ୟ ଲୋକ ମାନେ ବଳି ଦେଉଛନ୍ତି । ଆଜି ଆମେ ଆପଣଂକୁ ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ । ଯାହା ଆପଣ ଜାଣିବା ପରେ ଡରି ଯିବେ ଆଉ ଛୋଟ ପିଲା ମାନକୁ ଘରୁ ବାହାର ଯିବା ପାଇଁ ଦେବେ ନାହିଁ । ମଣିଷ ଏତେ ଭୟଙ୍କର ହୋଇ ଗଲାଣି ତାହା କହି ହେବନି ।

କୋଳି ଯୁଗ ରେ ମଣିଷ ମାନେ ରାକ୍ଷସ ପାଲଟି ଯାଉ ଛନ୍ତି । ତେବେ ସଂସାର ଏହି ମଣିଷ ମାନଙ୍କ ଦେଇକି ନଷ୍ଟ ହେଉଛି । ଆଜି ଯଦି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି କେବଳ ଏଇ ମଣିଷ ମାନଙ୍କ ଦେଇକି । ତେବେ ଆଜି ଆମେ ଆପଣଂକୁ ଘଟଣା ଟି ଜଣାଇବୁ ।ରାୟଗଡା ଜିଲ୍ଲା ରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯାହା ଆପଣ ଦେଖିବା ପରେ ଆପଣଙ୍କ ଛାତି ଥରି ଉଠିବ । ଗୋଟେ 6 ବର୍ଷ ପିଲା ର ଗଳା କାଟି ଦିଆ ଯାଇଛି ।

ତେବେ ଏହି ଘଟଣା ଟି ଗୁରୁବାର ଦିନ ଦେଖିବା ପାଇଁ ମିଳି ଥିଲା । ଗବିନ୍ଦ ଚରଣ ର ଏକ ମାତ୍ର ପୁଅ ଶ୍ରୀ ଚରଣ ସମବାର ଠାରୁ ନିଖଜ ଥିବା ସମୟରେ । ତାଙ୍କ ଘର ଲୋକ ଯେତେ ଖୋଜିଲେ ମଧ୍ୟ ତାଙ୍କୁ ଆଉ ପାଇ ନ ଥିଲେ । କିନ୍ତୁ ଗୁରୁବାର ଦିନ ସକାଳେ ଘର ର ବାଡ଼ି ପଛ ପଟେ , ଶ୍ରୀ ଚରଣ ର କଟା ମୁଣ୍ଡ ଦେଖିବା ପାଇଁ ମିଳି ଥିଲା । ସେହି କଟା ମୁଣ୍ଡରେ ଲାଗି ଥିଲା ସିନ୍ଦୁର । ସିନ୍ଦୁର ଲାଗି ବାରୁ ଲାଗୁଚି ଯେମିତି ତାକୁ କିଏ ବଳି ଦେଇଛି ।

ତେବେ ଘଟଣା ଟିରେ ତାଙ୍କ ଗାଁ ଲୋକ ମାନେ କହୁ ଛନ୍ତି ତାଙ୍କୁ କିଏ ବଳି ଦେଇ ଦେଇଛି ।ଆଜିର ଏଇ ବିଜ୍ଞାନ ସମାଜ ରେ ମଧ୍ୟ ଲୋକ ମାନେ ବୋଳି ଦେଉ ଛନ୍ତି । ଏଭଳି ଅନ୍ଧ ବିଶ୍ୱାସ କୁ ମାନି ଠାକୁର ପାଖରେ ବୋଳି ଦେଉ ଛନ୍ତି । ସତରେ କଣ ଠାକୁର କହୁ ଛନ୍ତି , ମୁଁ ରକ୍ତ ଖାଇବି । ତେବେ ବଳି ଦେବା ଲୋକଙ୍କ ର ଗୋଟେ ଫେସନ ହୋଇ ଗଲାଣି ।

ତେବେ ଏବେ ପାଖ ଥାନା ରେ ଏତଲା ଦିଆ ଯାଇଛି । ପୋଲିସ ବର୍ତ୍ତମାନ ପଚରା ଉଚାର କରିବା ପାଇଁ ଲାଗି ପଡି ଲାଣି । ଯଥା ଶୀଘ୍ର ଆସାମୀ ଧରା ପଡି ଯିବ ବୋଲି କୁହାଯାଇଛି । କିନ୍ତୁ ଏବେ କଟା ମୁଣ୍ଡ ଟି ପୋଷ୍ଟ ମୋଟମ ହେବା ପାଇଁ ଯାଇଛି । ଦେହର ଅନ୍ୟ ପାର୍ଟ ଦେଖିବା ପାଇଁ ମିଳୁ ନାହିଁ । ପୋଲିସ ଏବେ କୁକୁର ସାହାର୍ଯ୍ୟ ରେ ଖୋଜି ବାରେ ଲାଗିଛି । ପିଲା ଟିର ହାତ ର ମୋଦି ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।