IAS Question :- ମହିଳା ମାନଙ୍କର ତାହା କେଉଁ ରୂପ ଯାହାକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ତା’ ସ୍ବାମୀ ନିଜେ ଦେଖିପାରେ ନାହିଁ ? ଦମ୍ ଅଛି ଯଦି 2 ସେକେଣ୍ଡରେ ଉତ୍ତର ଦିଅ…

0 91

ସେଇଟା କଣ ଯୋଉଟା ଝିଅ ମାନେ ପ୍ରଥମ ଥର କଲେ ବହୁତ କଷ୍ଟ ପାଇ ଥାନ୍ତି । ଆଉ ତା ପରେ ଯେତେ ଥର କଲେ ମଧ୍ୟ ତାଙ୍କୁ କଷ୍ଟ ହୋଇ ନ ଥାଏ । ତେବେ ତାର ଉତ୍ତର ହେଉଛି କାନ ଫୁଲ । ଏହାର ଉତ୍ତର ବଡ଼ ବଡ଼ ପ୍ରଫେସର ମାନେ ଉତ୍ତର ଦେଇ ପାରିଲେ ନାହିଁ । ତେବେ ଉତ୍ତର ମଧ୍ୟ ପାଇବା ବହୁତ କଷ୍ଟ କର । ବହିରେ ଏହାର ଉତ୍ତର ଆପଣ ପାଇବେ ନାହିଁ । ଯଦି ପାଇବେ ଆପଣଙ୍କ ମନ ରୁ ପାଇବେ ।

ଏହି ପ୍ରଶ୍ନ ଟି ଗତ ବର୍ଷ IAS ରେ ପଡି ଥିଲା , ଯାହାର ଉତ୍ତର ବହୁତ ଲୋକ ମାନେ ଦେଇ ପାରି ନ ଥିଲେ । କିନ୍ତୁ ଏହି ପ୍ରଶ୍ନ ର ଉତ୍ତର ଜଣେ ସାଧାରଣ ପିଲା ମଧ୍ୟ ଦେଇ ପାରିବ । ତେବେ ଆସନ୍ତୁ କିଛି ସେହି ଭଳି ପ୍ରଶ୍ନ ର ଉତ୍ତର ଜାଣିବା । ଯେଉଁ ପ୍ରଶ୍ନ ରେ ଡବଲ ମିନିଂ ରହୁଛି । ତେବେ ଆସନ୍ତୁ ଜାଣିବା ।

1, ମହିଳା ମାନେ ଚାଲିଲେ କେଉଁ ଦୁଇଟି ଜିନିଷ ବହୁତ ହୋଲି ଥାଏ । ଏବଂ ବସି ପଡିଲେ ଏହା ମୋଟେରୁ ହୋଲି ନ ଥାଏ ।
ଉ, ସାଧାରଣତଃ ମହିଳା ମାନେ ଚାଲିବା ସମୟରେ ତାଙ୍କ ହାତ ଦୁଇଟି ହୋଲି ଥାଏ । କିନ୍ତୁ ବହୁତ ଜୋର ହୋଲି ଥାଏ , ତାଙ୍କର ଦୁଇଟି କାନ ଫୁଲ ।

2, ଚୋଉଠି ରାତି ରେ ଜଣେ ପୁରୁଷ ମହିଳା କୁ କଣ ଦେଇ ଥାଏ ।
ଉ, ଚଉଠି ରାତିରେ ଜଣେ ପୁରୁଷ ମହିଳାଙ୍କୁ ସବୁ ମନ ଦେଇ ଥାଏ ଆଉ ହାର ଦେଇ ଥାଏ , ଆଉ କ୍ଷୀର ଦେଇ ଥାଏ ।

3, ସେଇ ଜିନିଷ ଟି କଣ ଯେଉଁଟା ମହିଳା ମାନଙ୍କ 2 ଟି ଓ ଗାଈ ମାନଙ୍କର 4 ଟି ହୋଇ ଥାଏ ।
ଉ, ତେବେ ମଣିଷ ମାଙ୍କର 2 ଟି ଗୋଡ଼ ହୋଇ ଥିବା ବେଳେ ଗାଈ ମାନଙ୍କରେ 4 ଟି ଗୋଡ଼ ହୋଇ ଥାଏ ।

4, ସେହି ଜିନିଷ ଟି କଣ ମଣିଷ ମାନଙ୍କର ଆଗରେ ଥାଏ , କିନ୍ତୁ ଗାଈ ମାନଙ୍କରେ ତଳେ ଥାଏ ।
ଉ, ମଣିଷ ମାନଙ୍କର ପେଟ ଆଗ ପଟରେ ଥିବା ବେଳେ , ଗାଈ ମାନଙ୍କରେ ତଳେ ଥାଏ ପେଟ ।

5, ସେଇ ଜିନିଷ ଟି କଣ ମଣିଷ ତାକୁ ଛେପ ମାରି ଠିଆ କରି ଥାଏ , ଠିଆ ହେଲା ପରେ ତାକୁ ନେଇ କଣା ରେ ଗୋଳେଇ ଥାଏ ।
ଉ, ତେବେ ସେହି ଜିନିଷ ଟି ହେଉଛି , ପ୍ରଥମେ ମଣିଷ ସୂତା ଟିକୁ ଛେପ ମାରି ଠିଆ କରି ଥାଏ , ତା ପରେ ତାକୁ ଛୁଞ୍ଚି ରେ ପସେଇ ଥାଏ ।

6. ମହିଳା ମାନଙ୍କର ତାହା କେଉଁ ରୂପ ଯାହାକୁ ସମସ୍ତେ ଦେଖନ୍ତି କିନ୍ତୁ ତା ସ୍ବାମୀ ଦେଖିପାରେ ନାହିଁ ?

ଉ- ବିଧବା

ତେବେ ଆପଣ ମାନକୁ IAS ପରୀକ୍ଷା ରେ ଏହା ବହୁତ ଥର ଦେଖିବା ପାଇଁ ମିଳିବ । ତେଣୁ ଆପଣଂକୁ ସବୁ ପ୍ରକାର ର ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ପଡିବ । କେବଳ ବହି ପଢିଲେ ଆପଣ ପରୀକ୍ଷା ପାସ କରି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।