ଖୁସି ଖବର- ଗରିବଙ୍କୁ 25 ଟଙ୍କା ଶସ୍ତରେ ମିଳିବ ପେଟ୍ରୋଲ-ଡିଜେଲ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ…ରାସନ କାର୍ଡ ଥିଲେ କିପରି ପାଇବେ ଫାଇଦା ନିଶ୍ଚୟ ଦେଖନ୍ତୁ….

0 105

ଏଣିକି ଗରିବ ଲୋକଙ୍କୁ ମିଳି ପାରିବ 25 ଟଙ୍କା ଶସ୍ତା ରେ ପେଟ୍ରୋଲ ଏବଂ ଡିଜେଲ । ତେବେ ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତାହାଲେ ଆପଣ ପାଇ ପାରିବେ 25 ଟଙ୍କା ଶସ୍ତା ରେ ପେଟ୍ରୋଲ ଏବଂ ଡିଜେଲ । ମୁଖ୍ୟ ମନ୍ତ୍ରୀ ଙ୍କର ବଡ଼ ଘଷଣା ଏଣିକି ଗରିବ ଲୋକ 25 ଟଙ୍କା ଶସ୍ତା ଡିଜେଲ ଏବଂ ପେଟ୍ରୋଲ ପାଇ ପାରିବେ । ଝାଡ଼ଖଣ୍ଡ ର ମୁଖ୍ୟ ମନ୍ତ୍ରୀ ଏହି ତେଲ ରେଟ ଶସ୍ତା କରି ଥିବା ବେଳେ ।

ବର୍ତ୍ତମାନ ଓଡିଶା ର ମୁଖ୍ୟ ମନ୍ତ୍ରୀ ଏହି ତେଲ ର ରେଟ ବହୁତ ଶସ୍ତା କରିବା ପାଇଁ ଯାଉ ଛନ୍ତି । ତେବେ ଏହି ତେଲ ପିଛା ଆମ ଦିଲ୍ଲୀ ସରକାର ଲିଟର ପିଛା 7 ଟଙ୍କା ରଖୁ ଥିବା ସମୟରେ । ଓଡିଶା ରେ ଠିକ ସେହିଭଳି 30 ରଖି ଥାନ୍ତି । ଏମିତି ବହୁତ ଗୁଡିଏ ରାଜ୍ୟ ଅଛି ଯାହାକି ଓଡିଶା ଠାରୁ ବହୁତ କମ ଦର ରେ ପେଟ୍ରୋଲ ଦେଇ ଥାନ୍ତି । କିନ୍ତୁ ଆମ ଓଡ଼ିଶା ସରକାର 30 ଟଙ୍କା ରଖି ଥାନ୍ତି ।
ତେବେ ଏବେ ଓଡିଶା ସରକାରଙ୍କ ଆଖି ଖୋଲି ଯାଇଛି । ସେଥି ପାଇଁ ଏହି ତେଲ କୁ ଗରିବ ଲୋକଙ୍କୁ 25 ଟଙ୍କା ଛାଡ଼ ରେ ତେଲ ଦେବାକୁ ଯାଉ ଛନ୍ତି । ଅର୍ଥତ ବର୍ତ୍ତମାନ ତେଲ ଦର 102 ଟଙ୍କା ଥିବା ବେଳେ ଏବେ ଗରିବ ଲୋକ ମାନେ ଏହାକୁ 77 ଟଙ୍କା ରେ ପାଇ ପାରିବେ । ତେବେ ଏହି ନିୟମ ଟି ଜୁନ ମାସ ପାଖରୁ ଏହି ସୁବିଧା ଆପଣଂକୁ ମିଳି ପାରିବ । ତେବେ 30 ଟଙ୍କା ରୁ 25 ଟଙ୍କା ରେ ଛାଡ଼ ରେ ତେଲ ଦେଉ ଥିବା ସମୟରେ , ଆଉ 5 ଟଙ୍କା ସେ ଲାଭ ରଖିବା ପାଇଁ ଯାଉ ଛନ୍ତି । ତେଣୁ ଏବେ ସରକାର ଙ୍କ ମୁଣ୍ଡରେ ବୁଦ୍ଧି ପଶି ଯାଇଛି ସେ ଏବେ ଆପଣଂକୁ 77 ଟଙ୍କା ରେ ତେଲ ଦେବା ପାଇଁ ଯାଉଛନ୍ତି ।
ସ୍ୱାର୍ଥ ନ ଥିଲେ କେହି କେବେ ଏତେ ଶସ୍ତା ରେ ଆପଣଂକୁ ତେଲ ଦେଵ ନାହିଁ । ଆଗକୁ ଆସୁଛି ପଂଚାୟତ ନିର୍ବାଚନ । ସେଥି ପାଇଁ ସରକାର ଆପଣଂକୁ ଏମିତି ସାହାର୍ଯ୍ୟ କରୁ ଛନ୍ତି । ଯାହା ବି ହେଉ ନା କାହିଁକି ଏବେ ଆପଣଂକୁ ତେଲ ବହୁତ ଶସ୍ତା ରେ ମିଳିବା ପାଇଁ ଯାଉଛି ଅନ୍ୟ ରାଜ୍ୟ ଅପେକ୍ଷା ଏବେ ଆମ ରାଜ୍ୟ ରେ ବହୁତ ସୁବିଧା ରେ ତେଲ ମିଳିବା ପାଇଁ ଯାଉଛି । ଏବେ ଲୋକ ଟିକେ ଶାନ୍ତିରେ ଗାଡି ରେ ବୁଲି ପାରିବେ । ଯେତେ ବେଳେ ତେଲ ଦର 102 ଟଙ୍କା ଥିଲା ସେତେ ବେଳେ ଯାତାୟାତ କରିବା ପାଇଁ ଲୋକେ ବହୁତ ଅସୁବିଧା ରେ ପଡୁ ଥିଲେ । ବସ ରେ ଗଲେ ମଧ୍ୟ ଅଧିକ ଦେବାକୁ ପଡୁ ଥିଲା । ଗାଡି ଭଡା ମଧ୍ୟ ଅଧିକ ପଡୁ ଥିଲା । କିନ୍ତୁ ଏବେ ଆପଣ ଅତି ସହଜରେ ଯାଇ ପହଁଚି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।