ଦେଖନ୍ତୁ ଭିଡିଓ- ଛି..ଛି.. ହଜିଗଲା ମାନବିକତା ! 3 ବର୍ଷର କୁନି ଝିଅକୁ ବିଚ୍ ରାସ୍ତାରେ କଚାଡି କଚାଡି ଗୋଇଁଠା ପରେ ଗୋଇଁଠ ମାରି ଚାଲାଛି ମାଆ, ଲୋକ ମାନେ ଯେତେବେଳେ…..

0 134

ସମୟ ଏମିତି ବଦଳି ଗଲାଣି ଯେ, ବର୍ତ୍ତମାନ ଏହି ସମାଜ ରେ କ’ଣ କ’ଣ ସବୁ ହେଉଛି ତାହାକୁ ବିଶ୍ୱାସ କରିବା ବହୁତ କଷ୍ଟ କର ହୋଇଗଲାଣି। ମା’ ବୋଲି ଯେଉଁ ପବିତ୍ର, ନିଃସ୍ୱାର୍ଥପର ମଣିଷ ଟେ ବି ଏବେ କଳଙ୍କିତ ହୋଇଗଲାଣି ଯେ, ଯେଉଁ ପିଲା କୁ ଗର୍ଭ ରେ ଧରି ଜନ୍ମ ଦେଇଥିଲା ତାହାକୁ ଆଜି ମାରି ମାରି ରକ୍ତାକ୍ତ କରି ପକାଉଛି। କେତେବେଳେ ମାରି ମାରି ରକ୍ତାକ୍ତ କରୁଛି ତ କେତେବେଳେ ପୁଣି ହାତ ଗୋଡ଼ ଭାଙ୍ଗି ପକାଉଛି। ଆଉ ତାର ଭିଡ଼ିଓ ବନେଇ ମଜା ନେଉଛି ମା।

ଏହି ଘଟଣା ଟି ନିଶ୍ଚିତ ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ କର ଲାଗୁଥିବ, ଆପଣ ଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ କି ଜଣେ ମା ନିଜ ଶିଶୁ ସହ ଏପରି କିପରି କରିପାରିବ ।କିନ୍ତୁ ଏହିପରି ଲୋମ ଟାଙ୍କୁରା ଘଟଣା ଟି ହୋଇଛି ଆନ୍ଧ୍ରପ୍ରଦେଶ ରେ ଯାହା ବିଷୟରେ ଜାଣିଲେ ଆପଣଙ୍କ ଆଖି ରୁ ଲୁହ ଆସିବ ଏବଂ ଏହି ମା ରୂପୀ ରକ୍ଷାସ ଉପରେ ଘୃଣା ଆସିବ। ତେବେ ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ଘଟଣା ଟି।

ତେବେ ଘଟଣା ଟି ଛତିଶଗଡ଼ ଅଟେ।ତେବେ ଏଠାରେ ଜଣେ ମହିଳା ନିଜ ଜନ୍ମ କଲା ୩ ବର୍ଷ ର ଝିଅ କୁ ନିଧୁମ ମାଡ଼ ମାରି ଚାଲିଛି ଆଉ କୁନି ପିଲା ଟିକୁ ଜୀବନ ରୁ ମାରି ଦେବାକୁ ଚେଷ୍ଟା କରୁଛି।ଜଣେ ମା ଏହିପରି ହୃଦୟହୀନ କିପରି ହୋଇପାରିବ ବୋଲି ଆପଣ ଭାବି ପାରିବେନି। ତେବେ ଏହି ଘଟଣା ର ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି। ତେବେ ଭିଡିଓ ଟିକୁ ଦେଖିଲେ ଆପଣ କାନ୍ଦିପକେଇବେ ନିଶ୍ଚିତ।

ତେବେ ଭିଡିଓ ଟିରେ ଦେଖାଯାଇଛି କି ମହିଳା ଜଣଙ୍କ ନିଜ କୁନି ଝିଅ କୁ ଘରୁ ବାହାର କୁ ବାହାର କରି ତାକୁ ଅତ୍ୟନ୍ତ ନିର୍ଦ୍ୱୟ ଭାବରେ ମାରୁଚି , ଗୋଇଠା ମାରୁଚି ।ପିଲା ଟି କଷ୍ଟ ରେ ଚିତ୍କାର କରୁଛି କାନ୍ଦୁଛି କିନ୍ତୁ ସେହି ମା କୁ ଏହା ଦେଖଯାଉ ନାହିଁ। ତେବେ ଖାଲି ଗୋଇଠା ମାଡ଼ ମାରି ନଥିଲା ବରଂ ଏକ ମିନିଟ ପର୍ଯ୍ୟନ୍ତ ଏହିପରି ମାରିବା ପରେ ତାର ବେକ ଚାପି ଦେଇ ଶ୍ଵାସରୁଦ୍ଧ କରି ମାରି ଦେବାକୁ ଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହାକି ସେଠାରେ ଥିବା ସମସ୍ତ ଲୋକେ ଏହି ତାମସା କୁ ଦେଖୁଥିଲେ କେହି ବି ପିଲା ଟିକୁ ଉଦ୍ଧାର କରିବାକୁ ଯାଉ ନଥିଲେ ।
ସମସ୍ତେ ସେହିପରି ଛିଡା ହୋଇ ତାମସା ଦେଖୁଥିଲେ,ମୋବାଇଲ ରେ ରେକର୍ଡ କରୁଥିଲେ ମାତ୍ର ପିଲା ଟିକୁ କେହି ରକ୍ଷା କରିବାକୁ ଆସୁ ନଥିଲେ। ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ପୋଲିସ ସେହି ମହିଳା ଙ୍କୁ ଗିରଫ କରିଛି ।ଆଉ ପିଲା ଟିକୁ ବର୍ତ୍ତମାନ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।