IAS Question- ଝିଅ ମାନଙ୍କର କେଉଁ ଦୁଇଟି ଜିନିଷ ସମସ୍ତେ ଦେଖନ୍ତି କିନ୍ତୁ କେହି ସ୍ପର୍ଶ କରି ପାରନ୍ତି ନାହିଁ ? ଦମ୍ ଅଛି ତ ଉତ୍ତର କହି ଦେଖାଅ…..

0 399

ବାପା ମା ଙ୍କର ଗୋଟେ ବଡ ସ୍ୱପ୍ନ ତାଙ୍କ ପିଲା କେମିତି ଗୋଟେ ବଡ଼ ଚାକିରୀ କରିବ , ସେଥି ପାଇଁ ସେ ପିଲା କୁ ଜନ୍ମ ହେବା ପାଖରୁ ପିଲା ର ମାଇଣ୍ଡ ଶକ୍ତ କରିବା ପାଇଁ ସବୁ ପ୍ରକାର ଭିଟାମିନ ଖାଇବା ପାଇଁ ଦେଇ ଥାଏ । ଆଉ ପିଲାକୁ ଟିଉସନ ମଧ୍ୟ ଦେଇ ଥାନ୍ତି । ବାପା ମା ମାନେ ପିଲାର କୌଣସି ଦୁଃଖ ରଖି ନ ଥାନ୍ତି ପିଲା ଛୋଟ ରୁ ବଡ଼ ହେବା ପର୍ଯ୍ୟନ୍ତ ପିଲାର ପାଠ ପଢା ରେ ସବୁ ଖର୍ଚ୍ଚ ବହନ କରି ଥାନ୍ତି ।

କିନ୍ତୁ ଶେଷରେ ପିଲା ଯେତେ ପାଠ ପଢିଲେ ମଧ୍ୟ ଗୋଟେ ସରକାରୀ ଚାକିରୀ କରି ପାରି ନ ଥାଏ । ସେଥି ପାଇଁ ଆଜି ଆମେ ଆପଣଂକୁ ଯେଉଁ ପ୍ରଶ୍ନ କହିବା ପାଇଁ ଯାଉଛୁ , ସେହି ପ୍ରଶ୍ନ ବହୁତ ଥର IAS ରେ ଆସି ସାରିଛି , ଯାହା ବହୁତ ପିଲା ଏହି ପ୍ରଶ୍ନ ର ଉତ୍ତର ଦେଇ ପାରି ନ ଥାନ୍ତି । ତେବେ ଆସନ୍ତୁ ସେହି ପ୍ରଶ୍ନ ର ଉତ୍ତର ଜାଣିବା ।
1, ଝିଅ ମାନଙ୍କର କେଉଁ ଦୁଇଟି ଜିନିଷ କୁ ସମସ୍ତେ ଦେଖି ଥାନ୍ତି କିନ୍ତୁ କେହି କେବେ ସ୍ପର୍ଶ କରି ପାରନ୍ତି ନାହିଁ ।
ଉ, ସମ୍ମାନ ଏବଂ ସଂସ୍କାର । ଏହି ଦୁଇଟି ଜିନିଷ କୁ ସମସ୍ତେ ଦେଖି ପାରନ୍ତି କିନ୍ତୁ କେହି କେବେ ନେଇ ପାରନ୍ତି ନାହିଁ ।

2, ଗୋଟିଏ ଦେଶରେ ହେଉ କିମ୍ବା ଗୋଟେ ସମାଜ ରେ ହେଉ , କିମ୍ବା ଗୋଟେ ସମାଜ ରେ ହେଉ କିମ୍ବା ଗୋଟେ ସମ୍ପ୍ରଦାୟ ରେ ହେଉ , ଗୋଟେ ମହିଳାର ର କଣ ଛୁଇଁବା ସମ୍ଭବ ହୋଇ ଥାଏ ।
ଉ, ଝିଅ ବା ମହିଳା ମାନଙ୍କର ଆଶା ବା ଭାବନା କୁ ଛୁଇଁବା ବହୁତ କଷ୍ଟ ହୋଇ ଥାଏ ।

3, ଏମିତି କେଉଁ ଜିନିଷ ଝିଅ ମାନଙ୍କର ରହିଛି , ଯାହା ଦେଖି ହୁଏ କିନ୍ତୁ ସ୍ପର୍ଶ କରି ହୁଏ ନାହିଁ । କିନ୍ତୁ ଯିଏ ଛୁଇଁ ଦିଏ ଝିଅ ତାର ହୋଇ ଯାଏ ।
ଉ , ତେବେ ଝିଅ ର ହୃଦୟ କୁ ଛୁଇଁ ହୁଏ ନାହିଁ କିନ୍ତୁ ଯିଏ ଛୁଇଁ ଦିଏ , ଝିଅ ତାର ହୋଇ ଯାଇ ଥାଏ ।
4, ଏମିତି କେଉଁ ଜିନିଷ ରହିଛି ପ୍ରଥମେ ଛେପ ମାରି ଠିଆ କରା ଯାଇ ଥାଏ , ତା ପରେ କଣା ଦେଖି ଗାତ ରେ ପୁରା ଯାଇ ଥାଏ ।
ଉ, ଛୁଞ୍ଚି ରେ ସୂତା ପୁରେଇବା ।

5, ମା ଠାରୁ ଜନ୍ମ ନିଏ , କିନ୍ତୁ ମା କୁ ଛୁଇଁ ଦେଲେ ମରି ଯାଇ , ସେହି ଜିନିଷ ଟି କଣ ।
ଉ, ଏହି ପ୍ରଶ୍ନ ଟି IAS ରେ ପଡି ଥିଲା , ଯାହାର ଉତ୍ତର କେହି ଦେଇ ପାରି ନ ଥିଲେ , ଏହାର ଉତ୍ତର ହେଉଛି ଲୁଣ । ତେବେ ଏହି ଭଳି ପ୍ରଶ୍ନ ବହୁତ ଥର IAS ରେ ପଡି ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।