UPSC Interview- ଏମିତି କେଉଁ ଜିନିଷ ଅଛି ଯାହା ଜଣେ ପତ୍ନୀ ତା ସ୍ବାମୀକୁ ଦେଇଥାଏ ଆଉ କାହାରିକି ନୁହେଁ ? 2 ସକେଣ୍ଡର ଉତ୍ତର ଦମ୍ ଅଛି ତ କମେଣ୍ଡରେ ଜଣାନ୍ତୁ..

0 117

ଆଜିର ସବୁ ଠାରୁ ବଡ଼ ପ୍ରଶ୍ନ , ଦୁନିଆରେ ଏମିତି କେଉଁ ଜିନିଷ ରହିଛି ଯାହା 2 ଥର ଫ୍ରି ରେ ମିଳି ଥାଏ କିନ୍ତୁ 3 ଥର ବେଳକୁ ମିଳି ନ ଥାଏ । ଏହି ପ୍ରଶ୍ନ ର ଉତ୍ତର କେବଳ ଜ୍ଞାନୀ ମାନେ ଦେଇ ପାରିବେ । କିନ୍ତୁ ଜ୍ଞାନୀ ହେବାକୁ ହେଲେ ଆମକୁ ବହି ପଢିବା ସହିତ ଆମକୁ କିଛି ସୋସିଆଲ ମିଡିଆରେ ମଧ୍ୟ ଭଲ ଭଲ ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ପଡିବ ।

ଗୁରୁ ମାନେ ଆମକୁ ଜ୍ଞାନ ଦେଇ ଥାନ୍ତି ସତେ । କିନ୍ତୁ ଏଭଳି ଡବଲ ମିନିଂ ପ୍ରଶ୍ନ ର ଉତ୍ତର ଦେବେ ନାହିଁ । ଯାହା କି ପିଲାର ମାଇଣ୍ଡ ଜାଣିବା ପାଇଁ IAS ପରୀକ୍ଷା ରେ ପଚାରି ଥାନ୍ତି । ତେବେ ଆସନ୍ତୁ ଜାଣିବା IAS ରେ ଆସି ଥିବା କିଛି ପ୍ରଶ୍ନ ର ଉତ୍ତର । ଯେଉଁ ଗୁଡିକ ବହୁତ ଥର ପରୀକ୍ଷା ରେ ଆସି ସାରିଛି ।
1, ଭାରତରେ କେଉଁ ରାଜ୍ୟ ରେ ପାହାଡ଼ ଦେଖିବା ପାଇଁ ମିଳି ନ ଥାଏ ।
ଉ, ଭାରତରେ ପଞ୍ଜାବ ରେ ପାହାଡ଼ ଦେଖିବା ପାଇଁ ମିଳି ନ ଥାଏ ।

2, କେଉଁ ଜିନିଷ ଟି 2 ଥର ପ୍ରି ରେ ମିଳି ଥାଏ କିନ୍ତୁ 3 ଥର ବେଳକୁ ତାହା ଆଉ ମିଳି ନ ଥାଏ ।
ଉ, ପ୍ରେମରେ ମଣିଷ ଦୁଇ ଥର ଧୋକା ପ୍ରି ରେ ମିଳି ଥିବା ବେଳେ , ତା ପରେ 3 ଥର ବେଳକୁ ଆଉ ମିଳି ନ ଥାଏ । କାରଣ ସେତେ ବେଳେକୁ ମଣିଷ ବୁଦ୍ଧିମାନ ହୋଇ ଯାଇ ଥାଏ ।

3, କେଉଁ ଦେଶରେ ହାଣ୍ଡିଆ ଅଧିକ ମାତ୍ରାରେ ପିଇ ଥାନ୍ତି ।
ଉ, ଭାରତରେ ଅଧିକ ମାତ୍ରାରେ ହାଣ୍ଡିଆ ପିଇ ଥାନ୍ତି । ଏହା ଓଡିଶା ରେ ଅଧିକ ମାତ୍ରା ରେ ଦେଖିବା ପାଇଁ ମିଳି ଥାଏ ।

4, କେଉଁ ଦେଶରେ ଅଧିକ ମାତ୍ରା ରେ ମୋଦ ପିଇ ଥାନ୍ତି ।
ଉ, ଇଂଲଣ୍ଡ ରେ ଅଧିକ ମାତ୍ରାରେ ମୋଦ ପିଇ ଥାନ୍ତି ।

5, ତୁଳସୀ ପତ୍ର ଖାଇଲେ କଣ ହୋଇ ଥାଏ
ଉ, ତୁଳସୀ ପତ୍ର ରେ ଔଷଧୀୟ ଜିନିଷ ରହି ଥାଏ , ଯାହା ମଣିଷର ରୋଗ ପ୍ରତିରଧକ ଶକ୍ତି ବଢ଼ାଇ ଥାଏ ।

6, କେଉଁ ଦେଶରେ କରନା ସୃଷ୍ଟି ହୋଇଛି ।
ଉ, ଚୀନ ର ଉହାନ ସହର ରୁ କରନା ସୃଷ୍ଟି ହୋଇଛି ।

7, ଭାରତକୁ କେବେ କରନା ଆସି ଥିଲା ।
ଉ, ଭାରତ କୁ କରନା 2020 ମସିହା ଜାନୁଆରୀ 29 ତାରିଖ ରେ ପ୍ରଥମ କରନା ଚିହ୍ନଟ ହୋଇ ଥିଲା ।

8, ଭଗବାନ କେତେ ବେଳେ କେଉଁ ସ୍ଥାନ ରେ ରହି ଥାନ୍ତି ।
ଉ, ଭଗବାନ ନିରାକାର ସେ ସବୁ ବେଳେ ସବୁ ସ୍ଥାନ ରେ ରହି ଥାନ୍ତି ।

9. ଏମିତି କେଉଁ ଜିନିଷ ଅଛି ଯାହା ଜଣେ ପତ୍ନୀ ତା ସ୍ବାମୀକୁ ଦେଇଥାଏ ଆଉ କାହାରିକୁ ନୁହେଁ ?

ଉ- ତଲାକ୍ 

ତେବେ ଏହି ଭଳି ପ୍ରଶ୍ନ ବହୁତ ଥର ଦେଖିବା ପାଇଁ ମିଳି ଥାଏ , ଯାହାର ଉତ୍ତର ବହୁତ ସାଧା କିନ୍ତୁ ଲୋକେ ଦେଇ ପାରନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।