ଏମିତି କେଉଁ ଜିନିଷ ଅଛି ଯାହା ଗାଈ ମାନଙ୍କର ଚାର ଟି ହୋଇ ଥିବା ବେଳେ,ମହିଳା ର ଦୁଇଟି ହୋଇ ଥାଏ ।ଏହାର ଉତ୍ତର ଦେବା ପାଇଁ ହେଲେ ମୁଣ୍ଡରେ ବୁଦ୍ଧି ଥିବା ଦରକାର

0 509

ଓଡିଶା ର ପିଲା ମାନେ ଚାକିରୀ କରିବା ପାଇଁ ବହୁତ କଷ୍ଟ କରି ଥାନ୍ତି । କିନ୍ତୁ ଚାକିରୀ ପାଇବା ପାଇଁ ବହୁତ ନିଷ୍ଠା ଚେଷ୍ଠା ତ୍ୟାଗ କରିବା ପାଇଁ ପଡି ଥାଏ । ଯାହା କି କେହି କରି ପାରନ୍ତି ନାହିଁ । ଯଦି ଆପଣ ଏହି 3 ଟି ଜିନିଷ ମଧ୍ୟରୁ ଗୋଟେ ଜିନିଷ କରି ଦେଵ ତାହାଲେ ଆପଣ ନିହାତି ଚାକରି ପାଇ ପାରିବ ।

ଚାକିରୀ ପାଇବା ପାଇଁ ମଧ୍ୟ ଆପଣଂକୁ ଆଦର୍ଶ ଛାତ୍ର ହେବାକୁ ପଡ଼ିବ । ତେବେ ଆଦର୍ଶ ଛାତ୍ର କହିଲେ , ଏକାଗ୍ରଚିତ , ଚିତନିଦ୍ରା , ନିର୍ଲଭ , ଗୁରୁ ଜନ ପ୍ରତି ଭକ୍ତି କରିବା , ଏହା ହେଇଚି ଆଦର୍ଶ ଛାତ୍ର ର ଲକ୍ଷଣ । ତେବେ ଚାକିରୀ କରିବା ପାଇଁ ବାପା ,ମା , ଗୁରୁ ଜନ , ଭଗବାନ ଙ୍କ ର ଆଶୀର୍ବାଦ ରହିବା ଦରକାର । ଏହି ମାନଙ୍କ ର ଆଶୀର୍ବାଦ ରହିଲେ ଆପଣ ଚାକିରୀ କରି ପାରିବେ । ପୁଣି ଆପଣଂକୁ କଷ୍ଟ କରିବା ପାଇଁ ପଡିବ । ଆଉ ଆପଣଙ୍କ ପାଖରେ ଅର୍ଥ ଥିବା ଆବଶ୍ୟକ , ତାହାଲେ ଯାଇ ଆପଣ ଗୋଟେ ଭଲ ଚାକରି କରି ପାରିବେ । ତେବେ ସବୁ ଠାରୁ ବଡ଼ ଚାକରି ହେଉଛି IAS । ତେବେ ଏଟା ବଜେଇବା ପାଇଁ ହେଲେ । ନିଜ ପାଖରେ ସେତିକି ଜ୍ଞାନ ରହିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଯାହା IAS ରେ ବହୁତ ଥର ପଡି ସାରିଛି ।

1, ଏହା କେଉଁ ଜିନିଷ ଯୋଉ ଜିନିଷ ଟି ଗାଈ ମାନଙ୍କ ର 4 ଟି ଏବଂ ମହିଳା ମାନଙ୍କ ର 2 ଟି ହୋଇ ଥାଏ ।

ଉ, ତେବେ ଗାଈ ମାନଙ୍କର 4 ଟି ଗୋଡ଼ ହୋଇ ଥିବା ବେଳେ , ମହିଳା ମାନଙ୍କର 2 ଟି ଗୋଡ଼ ହୋଇ ଥାଏ ।

2, ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ଠାରୁ ନିଆ ଯାଇ ଥାଏ ।

ଉ, ଫୋଟ ।

3, ଏମିତି କେଉଁ ଜିନିଷ ରହିଛି ଯାହାକି ପୁଅ ମାନଙ୍କର ଲମ୍ବା ହୋଇ ଥାଏ ଏବଂ ଝିଅ ମାନଙ୍କର ଗୋଲ ହୋଇ ଥାଏ ।

ଉ, ଏହାର ଉତ୍ତର ହେଉଛି ଟୀକା , ଝିଅ ମାନେ ଲମ୍ବା ଟୀକା ନେଇ ଥିବା ବେଳେ ଝିଅ ମାନେ ଗୋଲ ଟୀକା ନେଇ ଥାନ୍ତି ।


4, ନ ରୁ ଆରମ୍ଭ ସେ ନ ରୁ ଶେଷ ଦେଖୁ ଥାଏ ସେ ସାରା ଜଗତ ର ଦୃଶ୍ୟ ।

ଉ, ଏହାର ଉତ୍ତର ନୟନ ।

5, ମୃତୁ ପରେ ମଧ୍ୟ ଠିଆ ହୋଇ ପାରେ ସେ କିଏ ।

ଉ, ଗଛ ।

6, କାହାକୁ ଆପଣ ଥରେ ଖାଇ ସାରିବା ପରେ ଦ୍ୱିତୀୟ ଥର ଖାଇବା ପାଇଁ ଇଚ୍ଛା କରନ୍ତି ନାହିଁ ।


ଉ, ଧୋକା ।

7, ଉତ୍ତାପ ନ ପାଇ ମଧ୍ୟ କିଏ ଗରମ ହୁଏ ।

ଉ, ମୁଣ୍ଡ

8, କେଉଁ ଜିନିଷ କୁ ଆମେ ଦେଖି ପାରୁ କିନ୍ତୁ ଛୁଇଁ ପାରୁ ନାହୁଁ ।
ଉ, ସ୍ୱପ୍ନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।