ସ୍ୱାମୀ ଦେଖି ନେଲେ ସ୍ତ୍ରୀ ର କାର୍ଯ୍ୟକ୍ରମ ଆଉ ତା ପରେ ସ୍ତ୍ରୀ ର ପ୍ରେମିକ ସହିତ ବିବାହ କରିଦେଲେ ସ୍ୱାମୀ । ଘଟଣା ଟି ସମ୍ପୂର୍ଣ୍ଣ ଜାଣନ୍ତୁ ।

0 79

ସ୍ୱାମୀ ନିଜ ସ୍ତ୍ରୀ କୁ ବିବାହ କଲା , ସ୍ତ୍ରୀ ର ପ୍ରେମିକ ସହିତ । ବଡ଼ ଅଜବ ଏଇ ପ୍ରେମ । ପ୍ରେମ କାହା ସାଙ୍ଗରେ କେତେ ବେଳେ ହୋଇ ଯାଏ ତାହା କହି ହୁଏ ନାହିଁ । କିନ୍ତୁ ଆଜି ଆମେ ଆପଣଂକୁ ଏମିତି ପ୍ରେମ ବିଷୟରେ କହିବା ପାଇଁ ଯାଉଛୁ ଯାହା ସୁଣିଲେ ଆପଣ ପୁରା ଡରି ଯିବେ । ତେବେ ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର ସିଙ୍ଗାର ପୁରା ଗ୍ରାମ ରେ ଏହି ଭଳି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା ।

ତେବେ ଘଟଣା ଟି ବିକାଶ ନାମକ ଏକ ପୁରୁଷ ଆଉ ଶିବାନୀ ନାମକ ଏକ ଝିଅ , ତେବେ ଏମାନେ ଦୁହେଁ ଦୁହିଁ କୁ ଅତି ନିବିଡ଼ ଭାବରେ ଭଲ ପାଉ ଥିଲେ । ତେବେ ସେମାନେ ଭଦ୍ରକ କଲ୍ୟାଣ ମଣ୍ଡପ ରେ ବିବାହ କରି ଥିଲେ । ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ଗଠିତ ହୋଇ ଥିଲା । କିନ୍ତୁ ସେମାନେ ଏବେ ଆଉ ଏକା ସାଙ୍ଗରେ ରହୁ ନାହାନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି କଣ ଜାଣିବା ।

ତେବେ ବିବାହ ପରେ ଶିବାନୀ ଏକ ପିଲା କୁ ଭଲ ପାଉ ଥିଲା । କିଛି ଦିନ ତଳେ ମଧ୍ୟ ସେ ସେହି ପିଲାଟିକୁ ମଧ୍ୟ ପ୍ରେମର ପ୍ରସ୍ତାବ ଦେଇ ଥିଲା । କିନ୍ତୁ ପିଲାଟି ମଧ୍ୟ ବିବାହିତ ସ୍ତ୍ରୀ କୁ ଦେଖି ମଧ୍ୟ ତାଙ୍କ ପ୍ରସ୍ତାବ ରେ ରାଜି ହୋଇ ଯାଇ ଥିଲା । ତାଙ୍କ ଭିତରେ ଫୋନ ରେ କଥା ବାର୍ତା ଏବଂ ଫେସବୁକ ରେ ଚାଟିଙ୍ଗ ଏମିତି ବହୁତ କିଛି ଚାଲି ଥିଲା ।

ଏମିତି ଦୁଇ ତିନି ଥର ମଧ୍ୟ ବୁଲିବାକୁ ଯାଇ ଛନ୍ତି । ଏମିତିକି ହୋଟେଲ ରେ ମଧ୍ୟ ରାତି କାଟି ଛନ୍ତି । ତେବେ ଶିବାନୀ ଙ୍କର ସ୍ୱାମୀ ଏହା ଜାଣି ପାରି ଥିଲେ । ତେଣୁ ସେ ଶିବାନୀ କୁ ନେଇ ଚେନ୍ନାଇ ପଳାଇ ଯାଇ ଥିଲେ । ଆଉ ସେଠାରେ ଯାଇ ରହୁ ଥିଲେ ।


କିନ୍ତୁ କିଛି ଦିନ ତଳେ ଶିବାନୀ ର ପ୍ରେମିକ ମଧ୍ୟ ସେଠାରେ ଯାଇ ପହଁଚି ଯାଇ ଥିଲା । ଆଉ ବିକାଶ ଯେଉଁ କମ୍ପାନୀ ରେ କାମ କରୁ ଥିଲେ ସେ ମଧ୍ୟ ଠିକ ସେହି କମ୍ପାନୀ ରେ କାମ କରୁ ଥିଲେ । ଶୁଣି ଆଶ୍ଚର୍ଯ୍ୟ ହେବେ ତା ପରେ ମଧ୍ୟ ଦୁହିଁ ଙ୍କର ପ୍ରେମ ଆହୁରି ଶକ୍ତ ହେବାରେ ଲାଗି ଥିଲା । କିନ୍ତୁ ଗୋଟେ ଦିନ ଶିବାନୀ ତାଙ୍କ ପ୍ରେମିକ କୁ ଘରକୁ ଡାକି ଥିଲେ ଆଉ ତା ପରେ ସେମାନେ ଦୁହେଁ ସେକ୍ସ କରିବାରେ ଲାଗି ଥିଲେ ।

ଠିକ ସେତିକି ବେଳେ ତାଙ୍କ ସ୍ୱାମୀ ଆସି ସେହି ଦୃଶ୍ୟ ଟିକୁ ଦେଖି ନେଇ ଥିଲେ । ଶେଷରେ ଶିବାନୀ ସବୁ କଥା ତାଙ୍କ ସ୍ୱାମୀ କୁ କହି ଦେଲା , ଆଉ ତାଙ୍କ ସ୍ୱାମୀ ସେମାନଙ୍କୁ ର ବିବାହ କରି ଦେଇ ଥିଲେ । ତେବେ ଏବେ ଏହି ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।