ଏହି ଦେଶୀ ଉପାୟ ଗୁଡିକ ଘରେ ରହି କଲେ ଆପଣଙ୍କ ଚୁଟି ଝଡ଼ିବା ବନ୍ଦ ହୋଇ ଯିବ । 100 ପ୍ରତିଶତ ସଠିକ ଚିକିସ୍ୟା ।

0 71

ଆଜି କାଲି ଦୁନିଆରେ ବାଳ କାହାର ନ ଝିଡୁଛି । ଆଜି କାଲି ର ଝିଅ ବହୁ ମାନେ ଏମିତି ସେମ୍ପ ବ୍ୟବହାର କରୁ ଛନ୍ତି ଯେ ରାସ୍ତା ରେ ଗଲା ବେଳେ ଜଣା ପଡି ଯାଉଛି କେଉଁ ସେମ୍ପ ଲଗାଇଛି । ତେଣୁ ସେମ୍ପ ରେ ଯେଉଁ କ୍ୟାମିକାଲ ରହିଛି ତାହା ବାଳକୁ ଝଡି ବାରେ ସାହାଯ୍ୟ କରି ଥାଏ ଯାହା ଫୋଳରେ ଜଣେ ମଣିଷ ଚାନ୍ଦା ହୋଇ ଯାଇ ଥାଏ । ଝିଅ ମାନଙ୍କର ଯେତେ ଗହଳିଆ ଚୁଟି ଥିଲେ ମଧ୍ୟ ତାହା କ୍ରମଶଃ କମି କମି ପତଳା ହୋଇ ଯାଇ ଥାଏ ।

ଯାହା ଫୋଳରେ ଝିଅ ମାନେ ଆଉ ଭଲ ଦେଖା ଯାଆନ୍ତି ନାହିଁ , ପୁଅ ମାନେ ମଧ୍ୟ ଚୁଟି ଖସି ଗୋଲା ପରେ ଭଲ ଦେଖା ଯାଆନ୍ତି ନାହିଁ । ସେମାନଙ୍କର ବିବାହ ମଧ୍ୟ ହୋଇ ପାରେ ନାହିଁ । ସେଥି ପାଇଁ ଆଜି ଆମେ ଏକ ଦେଶୀ ଚିକିତ୍ସା ବିଷୟରେ କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ଯଦି ଆପଣ ତାହା କରି ଦେବେ ତାହାଲେ ଆପଣ ଙ୍କର ଚୁଟି ଆଉ ଖୋସିବ ନାହିଁ ।

ପ୍ରଥମେ ଆପଣ ଏକ ପାତ୍ର ଆଣନ୍ତୁ । ଆଉ କିଛି ସୁଜନା ପତ୍ର ଏବଂ ନିମ ପତ୍ର ଆଣନ୍ତୁ । ତା ପରେ ସେଗୁଡିକ ଗ୍ରାଇଣ୍ଡର ରେ ପେଷି ଦିଅନ୍ତୁ । ପେଷି ଦେବା ଫୋଳରେ ସେଗୁଡିକ ଛାଣି ଦିଅନ୍ତୁ ଏବଂ ଗୋଟେ ଡିବା ରେ ପୁରେଇ ଦିଅନ୍ତୁ । ପ୍ରତେକ ଦିନ ରାତି ରେ ଏହା ମୁଣ୍ଡରେ ମାରି ସୋଇ ପଡ଼ନ୍ତୁ ଦେଖିବେ ଆପଣଙ୍କ ର ଚୁଟି ଆଉ ଖୋସିବ ନାହିଁ । ବହୁତ ଗହଳିଆ ହେବାରେ ଲାଗିବ ।

ପୁରୁଷ ମାନଙ୍କର ମଥା ରେ ଯଦି ଚୁଟି ଖସୁଛି ତାହାଲେ ଆଜି ଆମେ ଆପଣଂକୁ ଏକ ଉପାୟ ବିଷୟରେ କହିବା ପାଇଁ ଯାଉଛୁ ଯାହା କରିଲେ ଆପଣଙ୍କ ବାଳ ଆଉ କେବେ ଝଡ଼ିବ ନାହିଁ । ତେବେ ଆସନ୍ତୁ ଜାଣିବା କଣ କଲେ ପୁଅ ମାନଙ୍କର ବାଳ ଆଉ କେବେ ଝଡ଼ିବ ନାହିଁ ।
ପ୍ରକୃତ ରେ ପୂର୍ବ ପୁରୁଷ କୁ ନେଇ ବାଳ ତିଆରି ହୋଇ ଥାଏ । ଅର୍ଥାତ ଯଦି ଆପଣଙ୍କ ବାପା ଙ୍କର ଚୁଟି ନାହିଁ ତାହାଲେ ଆପଣଙ୍କର ମଧ୍ୟ ଚୁଟି ରହିବ ନାହିଁ । ତେଣୁ ଆଜି ଆମେ ଆପଣଂକୁ କିଛି ଦେଶୀ ଉପଚାର କହିବା ପାଇଁ ଯାଉଛୁ । ଆପଣ ପ୍ରଥମେ ଟାଙ୍ଗରା ହୋଇ ଯାଆନ୍ତୁ , ତା ପରେ ଦେଶୀ ଅଣ୍ଡା ଆଣି ନିଜ ମୁଣ୍ଡରେ ବୋଳି ଦିଅନ୍ତୁ । କିଛି ସମୟ ବସିବା ପରେ ଆପଣ ମୁଣ୍ଡ ଧଇ ଦିଅନ୍ତୁ , ଦେଖିବା ଗହଳିଆ ଚୁଟି ଉଠିବା ସହିତ , ଚୁଟି ମଧ୍ୟ ଆଉ ଖୋସିବ ନାହିଁ ।

 

ମୁଣ୍ଡରେ ମାରି ସାରିବା ପରେ ଆପଣ ପ୍ରଥମେ ଖରାରେ ଯାଇ 1 ଘଣ୍ଟା ବସିବେ । ତା ପରେ ଦେଖିବେ ଆପଣଙ୍କ ର କେସ କେମିତି ଉଠିବାରେ ଲାଗିବ । ତେବେ ଏହି ଦେଶୀ ଉପାୟ ଗୁଡିକ କଲେ ଆପଣଙ୍କର ଚୁଟି ଝଡ଼ିବା ଦୂର ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।