କଳି ଯୁଗ ର କଳୁଷିତ ମଣିଷ , ମା ମାରିଲା ପିଲାକୁ , ଆଉ ତା ପରେ ଯାହା ହେଲା ଆପଣ ଜାଣିଲେ ଛାତି ଥରି ଉଠିବ ।

0 36

ଦୁନିଆରେ ସମସ୍ତେ ପର ହୋଇ ଥିବା ସମୟରେ ମା ଏକା ନିଜର ହୋଇ ଥାଏ । କିନ୍ତୁ ମା ଯଦି ଏମିତି କାମ କରିବ ତାହାଲେ ମଣିଷ କାହା ଉପରେ ଭରସା କରିବ । ତେବେ ଆଜି ଆମେ ଆପଣଂକୁ ଯେଉଁ କଥା ବିଷୟରେ କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଆପଣଙ୍କ ମନରେ ଗୋଟେ ଭୟ ସୃଷ୍ଟି ହୋଇ ଯିବ । ଜଣେ ମା ତା ଶିଶୁ କୁ ମାରି ଦେଇ , ପାଇଖାନା ଟାଙ୍କି ରେ ପୁରେଇ ଦେଇ ଥିଲା ।

ତେବେ ଏବେ ଏହି ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି । ମା ଯଦି ଏମିତି କରିବ ତାହାଲେ ଏ ସମାଜ କାହାକୁ ଆଉ ବିଶ୍ୱାସ କରିବ । ଆମ ମନକୁ ଦୁନିଆ କୁ ମା ଆଣି ଥାଏ । ମା ଏତେ କମଳ ହୋଇ ଥାଏ ଯେ , ତାର କୋଳ ରେ ଥରେ ସୁଇ ଗୋଲା ପରେ ଦୁନିଆ ର ସବୁ ସୁଖ ମିଳି ଯାଇ ଥାଏ ।

କୋଳି ଯୁଗ ସରିବା ପାଇଁ ବସି ଲାଣି ସେଥି ପାଇଁ ଆଜି ମଣିଷ ରାକ୍ଷସ ପାଲଟି ଯାଉଛି । ଆଜ୍ଞା ଭାଗବତ ଗୀତା ରେ ଲେଖା ହୋଇଛି କୋଳି ର ବହୁତ ବର୍ଷ । କିନ୍ତୁ ଯେଉଁ ଦିନ ମଣିଷ ମଣିଷର ମାଂଶ କୁ କାଟି ଖାଇବ , ସେଇ ଦିନ ଜାଣିବ ଯେ କଳି ଯୁଗ ସରି ଗୋଲା । ଏହାର ଅର୍ଥ କେହି ଖାଇବା ପାଇଁ ପାଇବେ ଯାହା ଫୋଳରେ ମଣିଷ ମଣିଷର ମାଂଶ କୁ କାଟି ଖାଇବ ତା ପରେ ଜାଣିବ ଯେ କଳି ଯୁଗ ଶେଷ ହେଲା ।

କିନ୍ତୁ ଏଠାରେ ଦେଖିବା ପାଇଁ ମିଳିଛି ପ୍ରଥମେ ମା ପିଲା ଟିକୁ ମାରି ଦେଇଛି । ତା ପରେ ନେଇ ପାଇଖାନା ଟାଙ୍କି ରେ ନେଇ ଭର୍ତି କରି ଦେଇଛି । ତେବେ 2 ଦିନ ପରେ ଜଣା ପଡିଲା ଯେ ପିଲାଟି କୁ ମାରି ପାଇଖାନା ଭିତରେ ଭର୍ତି କରି ଦିଆ ଯାଇଛି ।

ତେବେ ସୂଚନା ଅନୁ ଯାଇ ମା କୁ ବହୁତ ଥର ପଚରା ଯାଇଛି ଯେ ପିଲାଟିକୁ କୁଆଡେ ଦେଲା । କିନ୍ତୁ ସେ ମାନି ନ ଥିଲା । କିନ୍ତୁ ତାକୁ ଡରେଇବା ରୁ , ପୋଲିସ ରେ ଦେବେ , ଧମକେଇଲା ପରେ ସେ ମାନି ଥିଲା । ଆଉ କହି ଥିଲା ସେ ପିଲା ଟିକୁ ମାରି ଥିଲା ଆଉ ତା ପରେ ତାକୁ ନେଇ ଗୋଟେ ପାଇଖାନା ଟାଙ୍କି ଭିତରେ ଭର୍ତି କରି ଥିଲା । ଆପଣ ମାନେ ଶୁଣି ଦୁଃଖ କରିବେ ଯେ , ଏ ସମାଜ ଏତେ ତଳକୁ ଖସି ଗଲାଣି ।

ତେବେ ଘଟଣା ସ୍ଥଳ ରେ ଏବେ ପିଲା ଟିକୁ ଉଦ୍ଧାର ଚାଲିଛି । ତେଣୁ ଆଜି କାଲି ଦୁନିଆରେ କାହାରି ଉପରେ ଭରସା କରିବେ ନାହିଁ । କାରଣ ଯେଉଁଠି ମା ପିଲାକୁ ମାରି ଦେଉଛି ସେଠି ଆଉ କାହା ଉପରେ ଭରସା କରିବୁ । ପିଲାଟିର ଆଉ 2 ମାସ ପରେ 2 ବର୍ଷ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।