ପୁଣି ଥରେ ଦୁଇଟି ମନ ମିଶିଲା , ଏଣିକି ତପସ୍ୱିନୀ ଓ ଡକ୍ଟର ସୁମିତ ଏକାଠି ରହିବେ । ବହୁତ ଦିନ ପରେ ତପସ୍ୱିନୀ ନ୍ୟାୟ ପାଇଲେ ।

0 136

ଏଣିକି ତପସ୍ୱିନୀ ଓ ଡକ୍ଟର ସୁମିତି ଏକାଠି ରହିବେ । ତପସ୍ୱିନୀ ର ଦୀର୍ଘ ଦିନର ତପସ୍ୟା ପରେ ଆଜି ଏକ ଘଟଣା ସାମ୍ନା କୁ ଆସୁଛି ଯେ । ମାସକୁ 17 ହଜାର ଟଙ୍କା ସୁମିତ ତାଙ୍କ ସ୍ତ୍ରୀ କୁ ଦେବେ । ଏହା ମାସ ର 10 ତାରିଖ ଭିତରେ ଦେବେ । ତେବେ ଆଜି ନାରୀ ସମାଜ କୁ ତପସ୍ୱିନୀ ଏକ କଥା ଶିଖେଇ ଦେଇ ଗଲେ । ଯିଏ ନ୍ୟାୟ ଓ ନିଷ୍ଠା ରେ ରହିବ ସେ କେବେ ଜୀବନ ରେ ହାରିବ ନାହିଁ । ତେବେ ପ୍ରଥମେ ତାଙ୍କ 2 ଜଣ ଙ୍କ ଝଗଡା ହୋଇ ଥିଲା ।

ତା ପରେ ତପସ୍ୱିନୀ ଥାନରେ ଏତଲା ଦେଇ ଥିଲେ । ଯେ ତାଙ୍କ ସ୍ୱାମୀ ଆଉ ତାଙ୍କର ହୋଇ ନାହାନ୍ତି । ତେବେ ଥାନା ଵାଲା କୋର୍ଟ କୁ ପଠାଇ ଥିଲା । ସେଠାରେ ସୂଚନା ମିଳି ଥିଲା ଯେ , ସେମାନେ ଗୋଟେ ଘରେ 41 ଦିନ ପର୍ଯ୍ୟନ୍ତ ରହିବେ । ଯଦି ସେମାନଙ୍କ ମନ ନ ମିଶେ ତାହାଲେ ସେମାନେ ଅଲଗା ହୋଇ ଯିବେ।

ତେବେ ସେମାନେ ଗୋଟେ ଘରେ 41 ଦିନ ରହି ଥିଲେ ଏବଂ ରିସେଇ ମଧ୍ୟ କରି ଥିଲେ । ତେବେ ଆଜି ତାଙ୍କର ସବୁ ଠିକ ହୋଇ ଯାଇଛି । କୋର୍ଟ ଙ୍କର ରାୟ ଅନୁସାରେ ସୁମିତ ଓ ତପସ୍ୱିନୀ ଏକାଠି ରହିବେ । ଯାହା ଏବେ ସବୁ ଠାରୁ ବଡ଼ କଥା। ତେବେ ତପସ୍ୱିନୀ କହି ଛନ୍ତି , ଏବେ ସେ ତାଙ୍କ ଶାଶୁ ଘରକୁ ଯିବେ ଓ ଶାଶୁ ଘରେ ରହିବେ , ଶାଶୁ ଘରେ ସବୁ କାମ କରିବେ ।

ଶାଶୁ ଶାଶୁ ରଙ୍କ ସେବା ମଧ୍ୟ କରିବେ ଯଦି ସେମାନେ ନ ଗାଳି ଦେଲି ତାହାଲେ ମଧ୍ୟ ରହିବେ । ତପସ୍ୱିନୀ ଙ୍କ କହିବା କଥା ଆଜି ସିନା ଶାଶୁ ଶଶୁର ରାଗି ଛନ୍ତି । କିନ୍ତୁ ସମୟ ଆସିବ ଦିନେ ସେ ତାଙ୍କ ବହୁତ ଭଲ ପାଇବେ । ଏହି ଆଶା ନେଇ ସେ ଶାଶୁ ଘରକୁ ଯାଉ ଛନ୍ତି ।


ତେଣୁ ଆଜି କାଲି ର ସ୍ତ୍ରୀ ମାନେ ତପସ୍ୱିନୀ ପାଖରୁ କିଛି କଥା ନିହାତି ଜାଣିବା ଅଵଶ୍ୟକ । ଥରେ ଚିନ୍ତା କରନ୍ତୁ ସମ୍ପର୍କ ଯୋଉଠି କିଛି ନ ଥିଲା ଭାଙ୍ଗି ଯାଇ ଥିଲା । ସେହି ସମ୍ପର୍କ କୁ ଯୋଡି ଦେଲା ଏଇ ତପସ୍ୱିନୀ । ତେଣୁ ଆଜି କାଲି ର ନାରୀ ମାନେ ତପସ୍ୱିନୀ ପାଖରୁ କିଛି ଶିଖିବା ନିହାତି ଆବଶ୍ୟକ । ଏବେ ତପସ୍ୱିନୀ ତାର ନିଜ ଘରକୁ ଫେରି ଯିବ । ତପସ୍ୱିନୀ ଙ୍କର ଅକିଲ ପ୍ରଦୀପ ସେଠି ମଧ୍ୟ ବହୁତ ଖୁସି ଅଛନ୍ତି ।

ଆଜି କାଲି ର ନାରୀ ମାନେ ତପସ୍ୱିନୀ ପାଖରୁ କିଛି ଶିଖିବା ନିହାତି ଆବଶ୍ୟକ । ତପସ୍ୱିନୀ ଏବେ ବହୁତ ଖୁସି ଅଛି । କାରଣ ସେ ତାର ହୋଜିଲା ସଂସାର କୁ ପୁଣି ଥରେ ଖୋଜି ପାଇଛି । ପୁଣି ଥରେ ଦୁଇଟି ମୋନ ମିସିଲା ଯାହା ସାରା ଜଗତ ଜାଣିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।