ଭାରତ-ବାଂଲାଦେଶ ସୀମା ଜଗୁଛନ୍ତି ଓଡ଼ିଆ ଝିଅ ତାଙ୍କର ସାହାସ ଏବଂ ଦେଶଭକ୍ତି କୁ ନେଇ ଚାଲିଛି ଚର୍ଚ୍ଚା ଜାଣନ୍ତୁ କଣ କହିଛନ୍ତି ଆମ ଓଡ଼ିଆ ଝିଅ.

0 74

ବନ୍ଧୁଗଣ ଆପଣ ଯେତେ ବଡ଼ ଚାକିରୀ କଥା କୁହନ୍ତୁ କି, ଯେତେ ବଡ଼ ସେଲିବ୍ରେଟି କଥା କୁହନ୍ତୁ।ଜଣେ ଯେତେ ଅଧିକ ଟଙ୍କା ରୋଜଗାର କଲେ ମଧ୍ୟ ଜଣେ ଜବାନ ଙ୍କର ଚାକିରୀ ଠାରୁ କିଛି ବି ବଡ଼ ନୁହେଁ। ସେମାନେ ନିଜ ଜୀବନ କୁ କେବଳ ଦେଶ ପାଇଁ ତ୍ୟାଗ କରିଥାନ୍ତି। ନିଜର ଘର ପରିବାର କୁ ଛାଡି ଦେଇ ବର୍ଷା, ଖରା ଶୀତ ସବୁବେଳେ ଆମ ପାଇଁ ତଥା ଆମର ସୁରକ୍ଷା ପାଇଁ ଆଗେଇ ଆସିଥାନ୍ତି। ତେବେ ଏହି ଚାକିରୀ କରିବା ପାଇଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ଯୋଗ୍ୟ ହୋଇଥାନ୍ତି।

ତେବେ ବର୍ତ୍ତମାନ ଆମ ଓଡ଼ିଶା ପାଇଁ ଏକ ଗର୍ବ ର ସମୟ ଅଟେ , କାରଣ ଆମେ ରାଜ୍ୟ ର ଜଣେ ମହିଳା BSF ଜବାନ ବର୍ତ୍ତମାନ ଭାରତ ର ସୀମା କୁ ଯୋଗୁଛନ୍ତି। ଭାରତ ସରକାର ଙ୍କ ତରଫ ରୁ ତାଙ୍କୁ ଭାରତ – ବାଂଲାଦେଶ ସୀମା ରେ ସୁରକ୍ଷା ଦାୟିତ୍ୱ ରେ ନିୟୋଜିତ ଅଛନ୍ତି। ତେବେ ସେହି ଯୁବତୀ ଙ୍କୁ ନେଇ ଆମ ରାଜ୍ୟ ନିଜକୁ ଗର୍ବିତ ଅନୁଭବ କରୁଛି

ତେବେ ଯୁବତୀ ଜଣଙ୍କ କହିଛନ୍ତି କି , ଭାରତ ସରକାର କିଛି ଦିନ ତଳେ ଆମ ଜବାନ ମାନଙ୍କର ପୋଷ୍ଟିଂଗ ଭିନ୍ନ ଭିନ୍ନ ସ୍ଥାନରେ କରିଥିଲେ। ଆଉ ମୋତେ ଅନ୍ୟ ଯୁବତୀ ମାନଙ୍କ ସହ ଭାରତ-ବାଂଲାଦେଶ ର ସୀମା ର ସୁରକ୍ଷା ଦାୟିତ୍ୱ ରେ ପୋଷ୍ଟିଂଗ କରିଛନ୍ତି। ତେବେ ମୁଁ ବହୁତ ଖୁସି କି ସରକାର ମୋତେ ଏହି କାର୍ଯ୍ୟ ପାଇଁ ନିୟୋଜିତ କରିଛନ୍ତି। ସେ ନିଜ କଥା ସହ ସେଠାରେ ପ୍ରାକୃତିକ ପରିବେଶ ବିଷୟ ରେ ମଧ୍ୟ କହିଛନ୍ତି।

ସେ ଭିଡିଓ ଟିରେ ନିଜର ଦାୟିତ୍ୱ ବିଷୟ ରେ କହିଛନ୍ତି, ଆପଣ ମଧ୍ୟ ଭିଡିଓ ଟିରେ ଦେଖିପାରିବେ କି ସେ କିପରି ଭାବରେ ରାତ୍ରି ସମୟ ରେ ମଧ୍ୟ ନିଜ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି। ସେ କହିଛନ୍ତି କି ତାଙ୍କର ୧୨ ଘଂଟା ର ଡିୟୁଟି ଅଟେ, ଆଉ ଏହି ଡିୟୁଟି ସମୟରେ ତାଙ୍କୁ ଦେଶର ସୁରକ୍ଷା କୁ ନେଇ ସଜାଗ ରହିବା କୁ ହୋଇଥାଏ। ସେ କହିଛନ୍ତି କି ମୋଟ ଉପରେ ୧୫୦ ଜଣଙ୍କୁ ସେଠା କାର ସୁରକ୍ଷା ଦାୟିତ୍ୱ ରେ ନିୟୋଜିତ କରାଯାଇଛି।

ତେବେ ଥଣ୍ଡା, ଖରା କିମ୍ବା ଶୀତ ତାଙ୍କୁ ସୁରକ୍ଷା କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ରହିଛି। ତେବେ ଭାରତ ଓ ବାଂଲାଦେଶ ର ସୀମା ହୋଇଥିବା ରୁ ତାଙ୍କୁ ଆବଶ୍ୟକ ଠାରୁ ଅଧିକ ସତର୍କ ରହିବା କୁ ହୋଇଥାଏ। ତେବେ ସେ କହିଛନ୍ତି କି ସେ ବହୁତ ଖୁସି ଅଛନ୍ତି ତାଙ୍କର ଏହି ସୀମା ରେ ପୋଷ୍ଟିଂଗ ହୋଇଥିବା ରୁ ।ତେବେ ଯୁବତୀ ଙ୍କର ଏହିପରି କାର୍ଯ୍ୟ ଏବଂ ତାଙ୍କ ମୁଁହ ର ଦେଶଭକ୍ତି ର ଇଚ୍ଛାଶକ୍ତି କୁ ଦେଖି ସାରା ରାଜ୍ୟ ଗର୍ବିତ ଅଟେ। ଏବଂ ସେ ହଜାର ହଜାର ଝିଅ ଙ୍କ ପାଇଁ ପ୍ରେରଣା ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।