ଚାରି ବର୍ଷ ର କୁନି ଝିଅ କୁ ଝୁଣିଗଲେ ରାସ୍ତା କଡରେ ବୁଲା କୁକୁର…ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିବା ଏହି ହୃଦୟ ବିଦାରକ ଭିଡ଼ିଓ ଦେଖିଲେ ଆପଣ ଙ୍କର ଛାତି ଥରି ଉଠିବ..

0 113

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ହ୍ରୁଦ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଗୋଟିଏ ଚାରି ବର୍ଷ ର କୁନି ଝିଅ ଟି କୁକୁର ମୁଁହ ରୁ ମରୁ ମରୁ ଫେରି ଆସିଛି। ରାସ୍ତା ରେ ବୁଲୁଥିବା କୁକୁର ଙ୍କର ହାବୁଡ଼ ରେ ପଡିଯାଇଥିଲେ ୪ ବର୍ଷ ର କୁନି ଝିଅ, ମାତ୍ର ସୌଭାଗ୍ୟ ବଶତ କିଛି କ୍ଷିତ ହେବା ପୂର୍ବରୁ ସେଠାରେ ଦେବଦୂତ ସାଜି ଜଣେ ଯୁବକ ପହଞ୍ଚି ପିଲାଟିକୁ ରକ୍ଷା କରିଥିଲେ।

ତେବେ କିନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଜାଣିବା ପରେ ଆପଣ ଙ୍କର ଦେହ ଥରି ଉଠିବ ଆପଣ ବିଶ୍ୱାସ କରିପାରିବେ ନାହିଁ କି ଏହିପରି ହୋଇଥିଲା ବୋଲି। ତେବେ ଘଟଣା ଟି ଥିଲା ମଧ୍ୟପ୍ରଦେଶ ର ଭୋପାଳ ଠାରେ। ତେବେ ଭୋପାଳ ରେ ଜଣେ ୪ ବର୍ଷ ର କୁନି ଝିଅ ଟି ରାସ୍ତା ରେ ଯାଉଥିବା ସମୟ ରେ ତାକୁ ୫ ଟି କୁକୁର ଘେରି ପକାଇ ଥିଲେ। ତେବେ ଏହା ଦେଖି କୁନି ଝିଅ ଟି ବହୁତ ଭୟଭୀତ ହୋଇଯାଇଥିଲା ଏବଂ ସେଠାରୁ ଦୌଡ଼ି ପଳେଇ ଯିବାକୁ ଚେଷ୍ଟା କଲା।

କିନ୍ତୁ ଆପଣ ମାନେ ଦେଖୁଥିବେ କି ରାସ୍ତା କଡର ବୁଲା କୁକୁର ଗୁଡ଼ିକ କେତେ ହିଂସ୍ର ଏବଂ ଭୟଙ୍କର। ତେଣୁ କୁନି ଝିଅ ଟି ସେଠାରୁ ଦୌଡ଼ି ପଳେଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ୫ ଟି କୁକୁର ତା ଉପର କୁ ଆକ୍ରମଣ କରିଥିଲେ। ତେବେ ଝିଅ ଟି ଭୟରେ କାନ୍ଦି କାନ୍ଦି ତଳେ ପଡି ଯାଇଥିଲା। ଆଉ କୁକୁର ଗୁଡ଼ିକ ତାର ମୁଣ୍ଡ, ହାତ , ଗୋଡ଼ ଆଦି ସ୍ଥାନ କୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲେ।

କିନ୍ତୁ ଭାଗ୍ୟ ଭଲ ଥିଲା କି , ଏହି ସମୟ ରେ ଜଣେ ଯୁବକ ଏହି ଘଟଣା କୁ ଦେଖି ଦୌଡ଼ି ଆସି କୁକୁର ଗୁଡିକୁ ସେଠାରୁ ଘୋଉଡ଼ାଇ ଦେଇଥିଲେ ।ମାତ୍ର ସେତେବେଳେ କୁ କୁନି ଝିଅ ଟି ଗୁରୁତ୍ୱର ଭାବରେ ଆହାତ ହୋଇସାରିଥିଲା। ତେବେ ସଂଗେ ସଂଗେ ପିଲା ଟିକୁ ନିକଟରେ ଥିବା ଏକ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ସମ୍ପୂର୍ଣ୍ଣ ଘଟଣା ଟି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା ।ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି।

ତେବେ ପିଲା ଟିର ଏହି ଅବସ୍ଥା କୁ ନେଇ କିଏ ଦାୟୀ ବୋଲି ଆପଣ ଭାବୁଛନ୍ତି।ପିଲା ଟିର ବାପା ମା ଯେଉଁମାନେ ପିଲା କୁ ଏକୁଟିଆ ବୁଲିବାକୁ ଛାଡ଼ିଦେଇ ଥିଲେ , ନା ପ୍ରଶାସନ ଯିଏକି ଅନେକ ଏହିପରି ଘଟଣା ଦେଖିବା ପରେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେବେ ଏହାର ଉତ୍ତର ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।