ଚର୍ଚ୍ଚା ରେ ଝିଅ ଆମର ନୂଆ ବୋହୁ ପୂଜା ଙ୍କର ଡ଼୍ୟାନ୍ସ ଭିଡିଓ.ଟଲିଉଡ଼ ଗୀତ କୁ ତାଙ୍କର ଠୁମକା ଦେଖିଲେ ଆପଣ ବି ଚକିତ ହୋଇଯିବେ.ଭାଇରଲ ହେଉଥିବା ପୂଜା ଙ୍କର ଏହି ଭିଡିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ..

0 509

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ନିଜର ନୃତ୍ୟ , ସଂଗୀତ ଏବଂ ରିଆଲିଟି ସୋ ର ପ୍ରଫରମାନ୍ସ ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥାନ୍ତି। ତେବେ ବର୍ତ୍ତମାନ ହିନ୍ଦୀ ଫିଲ୍ମ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ପରି ଓଡ଼ିଆ ଫିଲ୍ମ ତଥା ସିରିଏଲ ଷ୍ଟାର ମାନେ ମଧ୍ୟ ସାମାଜିକ ଗଣ ମାଧ୍ୟମରେ ବେଶ ଜଣାଶୁଣା।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଶା ସିରିଏଲ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ ନିଜର ଟିକଟକ ଭିଡିଓ କୁ ନେଇ ବେଶ ଚର୍ଚ୍ଚା ରେ ରହିଛନ୍ତି। ତେବେ ତାଙ୍କର ଏହି ଭିଡିଓ ଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆମେ ଆପଣ ଙ୍କୁ ଯେଉଁ ଅଭିନେତ୍ରୀ ଙ୍କ ବିଷୟରେ ଜଣେଇବୁ ସେ ଆଉ କେହି ନୁହନ୍ତି ବରଂ ଝିଅ ଆମର ନୂଆ ବୋହୁ ସିରିଏଲ ର ମୁଖ୍ୟ ଅଭିନେତ୍ରୀ ପୂଜା ଅଟନ୍ତି।

ତେବେ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଟଲିଉଡ଼ ଫିଲ୍ମ , “ପୁଷ୍ପା” ର ଏକ ଗୀତ “ସ୍ୱାମୀ” ବହୁତ ମାତ୍ରା ରେ ଚର୍ଚ୍ଚା ରେ ରହିଛି। ଏହି ଗୀତ ଟିକୁ ଆପଣ ପ୍ରାୟ ସମସ୍ତ ଙ୍କର ମୋବାଇଲ ରୁ ପାଇବେ ,ଏହି ଗୀତ କୁ ନେଇ ଭିନ୍ନ ଭିନ୍ନ କଳାକାର ମାନ ଙ୍କୁ ଡ଼୍ୟାନ୍ସ କରିବାର ନଜର ରେ ଆସିଛନ୍ତି।ତେବେ ଆମ ଲୋକପ୍ରିୟ ଅଭିନେତ୍ରୀ ପୂଜା ମଧ୍ୟ ଏହି ଗୀତରେ ଡ଼୍ୟାନ୍ସ କରୁଥିବା ର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ରେ ଦେଖିବାକୁ ଲାଗିବେ।

ତେବେ ଏହି ସାମୀ ଗୀତରେ ପୂଜା ଏକ ହଳଦିଆ ରଙ୍ଗର ଶାଢୀ ପିନ୍ଧି, ପୁଷ୍ପା ଫିଲ୍ମ ର ହିରୋଇନ ଙ୍କର ହୁକ ଷ୍ଟେପ କରିଛନ୍ତି।ତେବେ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି, ଯିଏ ଦେଖୁଚି ସିଏ ତାରିଫ କରୁଛି।ତେବେ ଏହି ଗୀତ ଟି ବହୁତ କମ ଦିନରେ ଲୋକପ୍ରିୟତା ହାସଲ କରିଛି, ଏବଂ ପୂଜା ଙ୍କର ଏହି ଗୀତରେ ଡ଼୍ୟାନ୍ସ ମଧ୍ୟ ଖୁବ ମନ ଛୁଆଁ ହୋଇଥିବା ରୁ ଦର୍ଶକ ମାନେ ଏହାକୁ ପସନ୍ଦ କରିଛନ୍ତି।

ତେବେ ସୂଚନା ଥାଉ କି ପୂଜା ଙ୍କର ପ୍ରକୃତ ନାମ ହେଉଛି ଲବନ୍ୟା , ସେ ଏକ ରିଆଲିଟି ସୋ ମାଧ୍ୟମ ରେ ନିଜର ଅଭିନୟ ଆରମ୍ଭ କରିଥିଲେ। ଏବଂ ରିଆଲିଟି ସୋ ରେ ବିଜେତା ହେବା ପରେ ସେ ଝିଅ ଆମର ନୂଆ ବୋହୁ ସିରିଏଲ ର ମୁଖ୍ୟ ଅଭିନେତ୍ରୀ ଭାବରେ ଚୟନ କରାଯାଇଥିଲା ।ତେବେ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ବହୁତ ଭାଇରଲ ହେବାରେ ଲାଗିଛି ,ଆପଣ ମଧ୍ୟ ଏହାକୁ ଥରେ ଦେଖି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।