viral ଭିଡ଼ିଓ – ଗାଁ ରେ ନାହିଁ ରାସ୍ତା,ପାହାଡ଼ ଉପରେ ଆଣୁଛନ୍ତି ମଲା ମଣିଷ କୁ ସବସତ୍କାର କରିବା ପାଇଁ ଦେଖନ୍ତୁ ସମ୍ପୂର୍ଣ ଘଟଣା

0 36

ପୃଥିବି ରେ ଏମିତି କିଛି ସ୍ଥାନ ଅଛି ଯେଉଁ ସ୍ଥାନ କୁ ଆପଣ ମାନେ କେବେ ହେଲେ ଯାଇ ନ ଥିବେ । ଠିକ ସେହି ଭଳି ଏକ ସ୍ଥାନ ଓଡିଶା ରେ ମଧ୍ୟ ଅଛି , ଯୋଉଠି ଜଣେ ମଣିଷ ମରିଗଲା ମଧ୍ୟ ତାକୁ ତାକୁ ହିସ୍ପିଟାଲ ନେଇ ପାରନ୍ତି ନାହିଁ । ଗାଡି ମଧ୍ୟ ସେହି ସ୍ଥାନ କୁ ଯାଏ ନାହିଁ । ତେବେ ଜଗତସିଂହପୁର ର ଏକ ପାହାଡିଆ ଅଞ୍ଚଳ ରୁ ଏକ ଘଟଣା ସାମ୍ନା କୁ ଆସିଛି । ଯେଉଁ ଘଟଣା ରେ ଦେଖିବା ପାଇଁ ମିଳିଛି ।

ଜଣେ ଲୋକ 2 ମାସ ହେଲା ରୋଗ ରେ ଆକ୍ରାନ୍ତ ହୋଇ ଥିଲା । ତେବେ ତାର ରୋଗ ଭଲ ହୋଇ ପାରି ନ ଥିଲା ତାଙ୍କ ଗାଁ କୁ ମଧ୍ୟ ରାସ୍ତା ନାହିଁ । ତେଣୁ ଲୋକ ଟିର ଘରେ କେହି ନାହାନ୍ତି । ବୁଢା ଲୋକ ଟି ଏକା ଘରେ ରହି ଥାଏ । କିନ୍ତୁ କିଛି ଦିନ ତଳେ ତାର ମୃତୁ ହୋଇ ଯାଇ ଥିଲା , ଯାହା ଫୋଳରେ ତା ପାଖରେ କେହି ନ ଥିଲେ 3 ଦିନ ପଡିଲା ପରେ ଲୋକ ଟି ପଚି ଯାଇ ଥିଲା ।

ପଚି ଯାଇ ବାସୀ ବାରୁ ଗ୍ରାମ ବାସୀ ମାନେ ତାକୁ ପଡିବା ପାଇଁ ଗୋଟେ ଉଚ୍ଚ ଶୃଙ୍ଗ ପାର ହୋଇ ରାସ୍ତା କୁ ଯିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ହୁଏତ ଯଦି ଆସି ସଳଗ୍ରାମ କୁ ରାସ୍ତା ଥାନ୍ତା ତାହାଲେ ହୁଏତ ଲୋକ ଟି ମୋରି ନ ଥାନ୍ତା । କିନ୍ତୁ ଭୋଟ ନେବା ସମୟରେ ବଡ ଲୋକ ମାନେ ସେହି ଗ୍ରାମ କୁ ଚାଲି ଯାଆନ୍ତି ।

ପ୍ରତେକ ବର୍ଷ ନିର୍ବାଚନ ଆସିଲେ ଭୋଟ ମାଗିବା ପାଇଁ ଚାଲି ଯାଇ ଥାନ୍ତି । ସେଠା କାର ପାଖ MLA କହି ଥିଲେ 2019 ମସିହା ରେ ରାସ୍ତା କରି ଦେବେ , କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ରାସ୍ତା ଟି ହୋଇ ପାରି ନାହିଁ । ତେବେ ସେଠାରେ କେହି ନ ପହଁଚିଲେ ମଧ୍ୟ OTV ଯାଇ ସେଠାରେ ଏହି ସବୁ ଘଟଣା ଗୁଡିକୁ ସୋସିଆଲ ମିଡିଆରେ ଭାଇରାଲ କରି ଥିଲା ।

ଠିକ ସେହି ଭଳି ମୟୁରଭଞ୍ଜ ର ଏକ ସ୍ଥାନ ରହିଛି , ଯେଉଁଠି କେବଳ ଜଙ୍ଗଲ । ସେ ଗାଁ କୁ ରାସ୍ତା ନାହିଁ , ପାଖରେ ପାହାଡ଼ ରହିଛି । ସେଠାକୁ ଯିବାରେ ଲୋକେ ବହୁତ କଷ୍ଟ କରି ଥାନ୍ତି । ତେବେ ସେଠାକାର ଲୋକ ଜଙ୍ଗଲ କୁ ନେଇ ଚଳି ଯାଇ ଥାନ୍ତି । ତେବେ ସେହି ଜାଗା ଟି ହେଉଛି ମୁରୁଡ଼ା ବ୍ଲକ ର ରଣ ସାହି ଗ୍ରାମ । 10 ବର୍ଷ ତଳେ କହି ଥିଲେ MLA ରାସ୍ତା କରି ଦେବେ କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । କିନ୍ତୁ ଭୋଟ ନେବା ପାଇଁ କେତେ ପ୍ରାଥି ସେଠକୁ ଯାଇ ଥାନ୍ତି , ନିର୍ବାଚନ ସରି ଯିବା ପରେ ସେଠିକି ଆଉ କେହି ଯାଆନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।