ଭିଡ଼ିଓ viral -ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ରାଣୀ ପଣ୍ଡା ,ଆଉ ତା ପରେ ଯାହା ହେଲା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0 338

ବ୍ରହ୍ମପୁର ଅଂଚଳରେ ଏକ ରାନି ନାମକ ଝିଅ ଗଞ୍ଜେଇ କାର ବାର ରେ ସାମିଲ ଥିଲା।ଝିଅ ଟି ଏତେ ଚାଲାକ ଥିଲା ଯେ ସେ ପୋଲିସ କୁ ଚକମା ଦେଇ ଦଉଥିଲା।ସେ ଦୁନିଆରେ ସମସ୍ତକଂ ଆଖିରେ ଧୂଳି ଦେଇ ଦଉଥିଲା। ବ୍ରହ୍ମପୁର ରୋ ଗଞ୍ଜେଇ କାରବାର ରେ ସେ ସାମିଲ ଥିଲା ।ଥରେ ପୋଲିସ ହାତ ରେ ଧରା ପୋଡିଥିଲା। ଏବଂ ମାଡ ମଧ୍ୟ ଖାଇଥିଲା।

ରାନୀ ଏକ ଦୋକାନୀ କୁ ପଇସା ମାଗିବାକୁ ଯାଇ ଧମକେଇଥିଲା।ଥରେ ରାସ୍ତାରେ ଗଲାବେଳେ ଗଞ୍ଜେଇ ନେଇକି ଧରା ପୋଡିଟିଥିଲା ଏବଂ ପୋଲିସ ଆସି ତାକୁ ପଚାରା ଉଚାରା କରିଥିଲା।ଖାଲି ରାନୀ ଏକା ନୁହଁ ଏଇ ଦୁନିଆ ରେ ବୋହୁତ ଝିଅ ପୁଅ ଆଜିରୋ ସମାଜର କଲଙ୍କ ହୋଇ ଠିଆ ହେଇଛନ୍ତି।ନିଜର ସ୍ୱାର୍ଥ ପାଇଁ ସେ ଅନ୍ୟକୁ ବୋଳି ଦେବା ପାଇଁ ମଧ୍ୟ ପଛଉ ନାହାଁନ୍ତି।ଏଇ ଭଳି ହେଲେ ଏଇ ସମାଜ ଭଲ ଲୋକ ବୋହୁତ କମ ରହିବେ।

ରାନୀ ଗଞ୍ଜେଇ କାର ବାର ରେ ବୋହୁତ ଲୋକଙ୍କୁ ସାମିଲ କରିଥିଲା।ସେଇ ଲୋକଙ୍କୁ ସେ ପଇସା ମଧ୍ୟ ବୋହୁତ ଦଉଥିଲା।ଲୋକ ମାନଙ୍କୁ ଧମକେଇକି ରଖିଥିଲା।ଯେମିଟି ଗୋଟିଏ ବି ଲୋକ ତା ନାମ ରେ ପୋଲିସ ପାଖରେ କହି ନ ଦିଅନ୍ତୁ ।

ଏଥି ପାଇଁ ସବୁ ଲୋକ ରାନୀ କୁ ଡୋରିକି ରହୁଥିଲେ ରାନୀ ଏଇ ଗଞ୍ଜେଇ ବେପାର କରି ଏତେ ପଇସା ରଖିଥିଲା ଯେ ପଇସା ରଖିବା ପାଇଁ ତାର ଜାଗା ନଥିଲା ଅନ୍ୟ ଲକଙ୍କ ଅଖିରେ ଲୁହୋ ଦେଇ ସେ ପଇସା ରୋଜଗାର କୋରୁ ଥିବାରୁ ଭଗବାନ ସହି ପାରିଲେ ନାହିଁ ।ଏମିତୀ ଦଣ୍ଡ ଦେଲେ ଯେ ଶେଷରେ ସେ ଧରା ପିଡ଼ିଲା ପୋଲିସ ହାତରେ।ଏହିଭଳି ଭାଭରେ ରାନୀ ନିଜର ଜୀବନ ବିତାଉ ଥିଲା। ଏବଂ ସେ ବାହା ହୋଇ ନଥିଲା।


ପୋଲିସ ହାତରେ ଧରା ପୋଡି ବି ରାନୀ ନିଜୋର ଭୁଲ ବୁଝି ପାରି ନଥିଲା। ସେଠାରୁ ଖସି ଆସି ପୁଣି ଖରାପ କାମ କରିବାକୁ ଲାଗିଲା। ପଲିସ ପାଖରୁ ଖସି ସେ ସବୁ ଥର ବର୍ତ୍ତି ଯାଉ ଥିଲା । କିନ୍ତୁ ମଣିଷ ର ଯେତେ ବେଳେ ପାପ ର ଭାର ବଢି ଯାଇ ଥାଏ , ସେତେ ବେଳେ ଭଗବାନ ନିଜେ ଓଲ୍ହାଇ ଆସନ୍ତି ।

ତେବେ ଠିକ ସେହି ପରି ରାନୀ ପୋଲିସ ହାତରେ ଧରା ପଡି ଥିଲା । ଆଉ ତାକୁ ଜେଲ ମଧ୍ୟ ହୋଇ ଯାଇ ଥିଲା । ତେଣୁ ଆପଣ ମାନେ ଭଲ କାମ କରି ପଇସା ରୋଜଗାର କଲେ ସେ ପଇସା ଆପଣଙ୍କ ପାଖରୁ କୁଆଡେ ମଧ୍ୟ ଯିବ ନାହିଁ। ତେଣୁ ସବୁ ଆଉ ଅଧର୍ମ କର୍ମ ର ପଇସା ବେସି ଦିନ ଯାଏ ନାହିଁ । ଯେତେ ରୋଜଗାର କଲେ ମଧ୍ୟ ସେ ପଇସା ଆପଣ ଙ୍କ ପାଖରେ ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।