viral dance-ଅଭିନେତ୍ରୀ ଆଲିଶା ଙ୍କ ର ଏହି ସୁନ୍ଦର ଡ୍ୟାନ୍ସ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଏମିତି ଅଙ୍ଗୀ ଭଙ୍ଗୀ ଡ୍ୟାନ୍ସ ଆପଣ କେବେ ଦେଖି ନ ଥିବେ ।

0 870

କଳା ଏକ ଏମିତି ଜିନିଷ ଯାହା ପାଖରେ ଥାଏ ସେ ବହୁତ ସମ୍ମାନ ପାଇ ଥାଏ । ଆଜି କାଲି ଦୁନିଆ କେବଳ କଳା ପାଇଁ ଚାଲୁଛି ।କଳା ନ ଥିଲେ ଏ ସଂସାର ଚାଲି ପାରିବ ନାହିଁ । ଆଗ କାଳରେ ଲୋକେ ସବୁ ସମୟରେ ଖଟୁ ଥିଲେ , କିନ୍ତୁ ମନରଞ୍ଜନ ପାଇଁ ତାଙ୍କ ପାଖରେ କିଛି ହେଲେ ନ ଥିଲା । TV ନଥିଲା କି ମୋବାଇଲ ନ ଥିଲା , ହେଲେ ମଧ୍ୟ ଲୋକ ଚଳୁ ଥିଲେ ।

ତେବେ ଆପଣ ସୃଷ୍ଟି ର ଆରମ୍ଭ କୁ ଚାଲି ଜାନ୍ତୁ , ସେତେ ବେଳେ ଲୋକଙ୍କ ପାଖରେ କିଛି ନ ଥିଲା । ସେତେ ବେଳେ ଲୋକେ କାମ ସାରି ରାଜା ଙ୍କ ଘରକୁ ଯାଉ ଥିଲେ , ରାଜା ଙ୍କ ଘରେ ଚାଲୁ ଥିଲା ନୃତ୍ୟ ଗୀତ ସଙ୍ଗୀତ । ସେଠାରେ ଲୋକେ ଦେଖି ଆନନ୍ଦିତ ହୋଇ ଯାଉ ଥିଲେ । ତାପରେ ଧୀରେ ଧୀରେ ଯୁଗ ପରିବର୍ତ୍ତନ ହେଲା । ଲୋକେ TV କିଣିଲେ ଆଉ ତା ପରେ TV ରେ ସବୁ ପ୍ରକାର ଦେଖିବା ପାଇଁ ପାଇଲେ । ହେଲେ ମଧ୍ୟ TV ରେ ଏତେ ମାନରଞ୍ଜନ ନ ଥିଲା , କିନ୍ତୁ ଲୋକେ ତାହା ଦେଖି ବହୁତ ଖୁସି ହୋଇ ଯାଉ ଥିଲେ ।

ତା ପରେ କିଛି ଦିନ ପରେ ମୋବାଇଲ ବାହାରିଲା । ମୋବାଇଲ ରେ ଲୋକେ ସବୁ ପାଇ ଗଲେ । ଯାହା ଖୋଜିଲେ ମୋବାଇଲ ରେ ପାଇ ଗଲେ । ଏବେ କିନ୍ତୁ ଗୋଟେ ଭିଡିଓ ସାମ୍ନା କୁ ଆସିଛି , ଯାହା ସେହି ଭିଡିଓ ଟିକୁ ପ୍ରାୟ 28 ଲକ୍ଷ ଲୋକ ଦେଖି ସାରି ଲେଣି ।

ତେବେ ଗୀତଟି ହେଉଛି ହାଏ ଚକା ଚକ ଦମ । ଏହି ଗୀତରେ ଆଲିଶା ବହୁତ ବଢିଆ ରୂଲ କରି ଛନ୍ତି । ସେ ବହୁତ ଭଲ ଏହି ଗୀତ ଟିରେ ନାଚି ଛନ୍ତି । ତେଣୁ ସେ ବହୁତ ଏହି ଗୀତରେ ପ୍ରଶଂସା ପାଉ ଛନ୍ତି । ଯାହା ଏହି ଗୀତଟି ବହୁତ ମାର୍କେଟ ଖାଉଛି । ତେଣୁ କୁହା ଯାଏ କଳାକାର ଜୀବନ ବହୁତ ଦୁଃଖ କିନ୍ତୁ ବହୁତ ସମ୍ମାନ ରହି ଥାଏ ।


ତେଣୁ କଥାରେ ଅଛି ଯଦି ହେବୁ ଗୋଟେ ବଡ଼ କଳାକାର ହେବୁ । ଛୋଟ କଳା କାର ହେଲେ , ଆପଣଙ୍କୁ ସମ୍ମାନ ମିଳିବ ସତ କିନ୍ତୁ କିନ୍ତୁ କେବେ ହେଲେ ଘର ଚଳେଇ ପାରିବେ ନାହିଁ । କିନ୍ତୁ ବଡ଼ କଳାକାର ହେବେ ବହୁତ ପଇସା ସହିତ ସମାନ ପାଇବେ । ଆଲିଶା ଏକ ଏମିତି କଳାକାର ସେ ଥରେ ନାଚିଲେ ଲୋକେ ପୁରା ତାଙ୍କ ଡ୍ୟାନ୍ସ ରେ ମୋଜି ଯାଇ ଥାନ୍ତି ।

ତାଙ୍କ ଡ୍ୟାନ୍ସ ରେ ଏମିତି କିଛି ପାୱାର ରହିଛି ଲୋକ ମାନେ ପୁରା ଚୁମ୍ବକ ପରି ଟାଣି ହେଇ ଯାଆନ୍ତି । ସେ ଡ୍ୟାନ୍ସ ଇଣ୍ଡିଆନ ଡ୍ୟାନ୍ସ ରେ ଥରେ ଚମ୍ପିଅନ ହୋଇ ଥିଲେ , ତାଙ୍କୁ ସାରା ଭାରତ ଜାଣେ । ତେବେ ଆପଣ ମାନେ ଘରେ ରୁହନ୍ତୁ ଆଉ ଏହି ଗୀତର ମଜା ନିୟନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।